ସାମ୍ନାକୁ ଆସିଲା Sumanଙ୍କ ସାଂଘାତିକ ସତ! ଏମିତି ଫସାଉଥିଲେ ସୁନ୍ଦର ଯୁବତୀଙ୍କୁ

ଏମ ସୁମନ ଏବେ ସବୁ ଆଡେ ଚର୍ଚ୍ଚା ରେ । ନିଜ ସୁନ୍ଦର ଚେହେରା ର ଫାଇଦା ନେଇଛନ୍ତି । ନିଜ କ୍ତାହାରେ ଫସାଇ ଦେଇଛନ୍ତି ଏକ ଯୁବତୀ ଙ୍କୁ ପ୍ରେମ ଏତେ ଥିଲା ଯେ ନିଜ ପ୍ରେମିକା ସହ ସବୁ ଆଡେ ବୁଲିବା ସହ ସବୁ ଜାଗାରେ ତାଙ୍କ ସହ ଫୋଟୋ ମଧ୍ୟ ଉଠାଇ ଛନ୍ତି । କେବଳ ଏହା ନୁହେଁ ନିଜ ରୁମ ରେ ସେ ନିଜ ପ୍ରେମିକା ଙ୍କ ସହ କିଛି ଅତିଥି ଥିବା ବେଳେ ତାଙ୍କ ଜନ୍ମ ଦିନ ମଧ୍ୟ ପାଳନ କରିଥିବାର ଆମେ ଦେଖିବା ପାଇଁ ପାଉଛେ ।

ଏତେ ଅଧିକା ଭଲ ପାଇବା ହଠାତ କୁଆଡେ ଚାଲି ଗଲା ତାଙ୍କ ଆଖିରୁ । ଏହି ଭଳି କଣ ହୋଇଗଲା ଯାହା ପାଇଁ ସେ ନିଜ ପ୍ରେମିକା ସହ ପ୍ରତାରନ୍ନା କରିବା ଆରମ୍ଭ କରି ଦେଲେ । କାଜୁଆଲ ଭଳି ରହୁଥିବା ପ୍ରେମିକା ସହ କଣ ସମ୍ପର୍କ ଥିଲା ପ୍ରକୃତରେ ତାଙ୍କର ।

ନିଜେ କଣ ଭାବି ଛନ୍ତି କଣ କରିବେ ସବୁ ଝିଅ ଙ୍କ ସହ କଣ ଖେଳିବା ତାଙ୍କ ପାଇଁ ଏହା ଠିକ ଥିଲା ପ୍ରେମ ଅକ୍ରିୟ ବିବାହ ପାଇଁ ପ୍ରତିଶ୍ରୁତି ଦେବା ପରେ ହଠାତ ପଛ କୁ କାଇ ଘୁନ୍ଚି ଯାଇଥିଲେ ସୁମନ । କଣ ଚାହୁଁ ଥିଲେ ସେ ଟଙ୍କା ନା କେବଳ ଶାରୀରିକ ସମ୍ପର୍କ ତାହା ଏବେ ଯାଏ ସ୍ପଷ୍ଟ ହୋଇନି ପ୍ରେମିକା ।

ଯାଇକି ନିଜର ଅଭିଯୋଗ କରିବା ପରେ ତାଙ୍କ ସତ ସବୁଙ୍କ ଆଗକୁ ଏବେ ଆସି ସାରିଛି । ତାଙ୍କ ପାଇଁ ଅନେକ କିଛି ପ୍ରେମିକା ଦେଇ ଛନ୍ତି ତାର ପ୍ରମାଣ ମଧ୍ୟ ଅଛି ବୋଲି କହିଛନ୍ତି । କେବଳ ଏହା ନୁହେଁ ବହୁତ କିଛି ସେ ହରାଇବା ପରେ ଏବେ ବିବାହ ପାଇଁ ହଟି ଯାଇ ଥିବା ପ୍ରେମିକ କୁ ଛାଡିଦେବା ଠିକ ନୁହଁ ।

ଏହା ଭାବି ଥାନାରେ ଏତେଲା ଦେଇଛନ୍ତି ପ୍ରେମିକା । ତେବେ ଏହି କାହଣାଇ କେବେ ଆରମ୍ଭ ହୋଇଥିଲା । କଣ ଏହାର ପ୍ରକୃତ କ୍କାରଣ ଗ୍ଲାମର ଦୁନିଆ କି ଆଉ କେଉଁ ମହିଳା ଏହା ପାଇଁ ଦାଇ ଏହା ପରେ ଚର୍ଚା କୁ ଆସୁଛି ଆଗ ଏହା ସାମନାକୁ ଆସୁଛି କି ସୁମନ ଏହି ଭଳି ଦେଖିବା ପାଇଁ ତାଙ୍କୁ ସବୁ ପସନ୍ଦ କରୁଥିଲେ ।

ମାତ୍ର ଏହି ଭଳି କାମ ଅକରିବା ପରେ ହୁଏତ ଏହା ତାଙ୍କ ପ୍ରଫେସନାଲ ଲାଇଫ ରେ ମଧ୍ୟ ପ୍ରଭାବ ପକାଇ ଦେବ । ତେବେ ପ୍ରେମ ଏତେ ଅଧିକା ଥିଲା କି ଚାଲ ବୁଝି ପାରୁ ନଥିଲେ ପ୍ରେମିକା । ସେ ଅନୁଭବ କରିଛନ୍ତି କି ଏହା ଆଗରୁ ଆହୁରି ଝିଅ ଙ୍କ ଜୀବନ ନଷ୍ଟ କରି ସାରିଛନ୍ତି ପ୍ରେମିକ । ସ୍ଵପ୍ନ ରେ ଏହା ଭାବି ନଥିଲେ ପ୍ରେମିକ । ଅଭିନେତା ସୁମନ ଙ୍କ ନା ରେ ଆହୁରି ଅଭିଯୋଗ ଆସିବ କି ।

Leave a Reply

Your email address will not be published. Required fields are marked *