କାହା ସହ ଯୁଦ୍ଧ ଲଢିବ ଭାରତ ?

ସାମରିକ ଖର୍ଚ୍ଚ ବଢିବାରେ ଲାଗିଛି ଭାରତ ପାଇଁ । କାହା ସହ ଯୁଧ୍ୟ ନକରିକି ମଧ୍ୟ ନିଜ ଦେଶକୁ ଆଗାମୀ ଦିନରୁ ବଞ୍ଚାଇବା ପାଇଁ ଭାରତ କରୁଛି ପୁରା ପୁରୀ ଭାବେ ପ୍ରସ୍ତୁତି । ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଭାରତ ଏବେ ସାରା ବିଶ୍ବରେ 3ୟ ସ୍ଥାନରେ ଅଛି । କାରଣ ସେ ନିଜର ସାମରିକ ଅସ୍ତ୍ର ଶସ୍ତ୍ର ବନାଇବା ରେ ପଛ ଘୁଞ୍ଚା ଦେଇ ପାରିନି । କୋରୋନା ଭଳି ମହାମାରୀ ମଧ୍ୟ ଏହାକୁ ଅଟକାଇ ପାରିନି ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଏହା ପାଇଁ ଭାରତ ଏବେ ନିଜକୁ ବିଶ୍ବରେ ଏକ ସ୍ଵତନ୍ତ୍ର ସ୍ଥାନରେ ରଖୀ ପାରିଛି । ଭାରତ ରୁ ଆଗରେ ଅଛି ଚୀନ ଓ ଏହା ଆଗରେ ଅଛି ଆମେରିକା । କାହା ସହ ଯୁଧ୍ୟ ରେ ଏହାକୁ ବ୍ୟବହାର କରିବ ଜାଣିନୀ ଭାରତ ମାତ୍ର ଏହା ପାଇଁ ପାଣି ଭଳି ଅର୍ଥ କୁ ଖର୍ଚ୍ଚ କରିବାରେ ପଛକୁ ହଟିନୀ ଭାରତ ।

ଭାରତ ଆଗରେ ଥିବା ଏହି ରାଷ୍ଟ୍ର କୁ ମଧ୍ୟ ପଛରେ ଛାଡି ଦେବ ଭାରତ ଯେଉଁ ଦିଗରେ ଆଉ ଯେଉଁ ଆଡକୁ ଗତି କରିବାରେ ଲାଗିଛି । ଭାରତ ସହ ଆଉ 5 ରାଷ୍ଟ୍ର ଗଲା ବର୍ଷ ଏହି ସବୁ କାମରେ ନିଜର ଧନକୁ ନିବେଶ କରାଇ ଥିଲେ । ତାହା ହେଉଛି ଆମେରିକା, ଚୀନ, ଭାରତ,ବ୍ରିଟେନ, ରୁଷ ଆମେରିକା ।

ନିଜ ଅର୍ଥ କୁ କମ ଭାବେ ବ୍ୟବହାର ଅକରିଥିବା ବେଳେ ଚୀନ ଓ ଭାରତ ନିଜ ଟଙ୍କା ଅଧିକା ରୁ ଅଧିକା ନିବେଶ କରିଥିଲେ । ସାମରିକ ଅସ୍ତ୍ର ଶସ୍ତ୍ର ରେ ଏତେ ମାତ୍ରାରେ ବିନିଯୋଗ କରିବାର କାରଣ କଣ କେହି ବୁଝି ପାରୁ ନାହାଁନ୍ତି ।

କାରଣ ଯେଉଁ ସମୟରେ ସବୁ ଦେଶ ନିଜର ଅର୍ଥ କୁ ନେଇକି ଚିନ୍ତାରେ ଥିଲା ସେହି ସମୟରେ ଭାରତ ଏତେ ଏତେ ଟଙ୍କା ଖର୍ଚ୍ଚ କରିଥିଲା । ଏହା ଆମ ପାଇଁ ଗର୍ବ ର କଥା ଭି ଏହା ଏକ ଭୟଙ୍କର କଥା ଭି ଏକ ପଟେ ବିଶ୍ଵ ଶାନ୍ତି ପାଇଁ ଆମେ ଚିନ୍ତା କରିବାରେ ଲାଗିଛୁ ମାତ୍ର ଆଉ ଏକ ପଟେ ଆମେ ଆମ ସାମାରିକ ଅସ୍ତ୍ର ଶସ୍ତ୍ର ର ବିପୁଳ ଉପାର୍ଜନ କରୁଛନ୍ତି ।

ତେବେ ଏହାର କାରଣ ସ୍ପଷ୍ଟ ହୋଇ ପାରୁନି ଆମ ପାଇଁ । ତେବେ ଏବେ ଭାରତ ଆଉ କେଉଁ କେଉଁ କ୍ଷେତ୍ରରେ ନିଜକୁ ଆଗକୁ ଦେଖାଇ ପାରିବ ତାହା ଦେଖିବା ବାକି ରହିଲା । ଏବେ ଆମେ ମଧ୍ୟ ଏହା କୁ ନେଇକି ଚିନ୍ତାରେ କି କେଉଁ ଯୁଦ୍ଧ ପାଇଁ ଏତେ ଅସ୍ତ୍ର ଶସ୍ତ୍ର ର ଦରକାର ଅଛି । ତେବେ ଆମେ ଏହା ଜାଣିବା ବାକି ରହିଲା । ତେବେ ଆମେ ଏବେ ଭାରତ କୁ ଏକ ନୂଆ ରୂପରେ ଦେଖିବା ପାଇଁ ପାଇବା ଯଦି ଏହା ଆମକୁ ସବୁ କ୍ଷେତ୍ର ରେ ଆଗକୁ ନେଇକି ଜୀବ ।

Leave a Reply

Your email address will not be published. Required fields are marked *