ଭଡାଟିଆଙ୍କ ପାଇଁ ବଡ ଖବର ! ଘର ଭଡା (House Rent) ପାଇଁ ଆଉ ହେବ ନାହିଁ କଳି, ଘର ଭଡା ଦେଇ ନ ପାରିଲେ….ନିଶ୍ଚୟ ଦେଖନ୍ତୁ

ଭଡାଟିଆ ଓ ଘର ମାଲିକ ମଧ୍ୟରେ ଚାଲିଥିବା ଝଗଡା ର ସମାଧାନ ପାଇଁ ସବୁ କଥାରେ ପୋଲିଶ ଆଉ ମୁଣ୍ଡ ଖେଳାଉଣୀ ଯାହା ଦ୍ଵାରା ଏହା ସାଧାରଣ ଭାବେ କୋର୍ଟ ରେ ଯାଇକି ପଡି ରହୁଛି ଓ ଏହା ପାଇଁ ଅନେକ ଦିନ ଲାଗୁଛି ଏହା ପାଇଁ ଉଭୟ ପାର୍ଥୀ ମାନେ ନିଜକୁ ବହୁତ ସମୟ ଯାଏ କୋର୍ଟ ଚକର ରେ ପକାଇ ଦେଉଚି । ଏହାର ସାଧାରଣ ଓ ସମାଧାନ ବାତ କାଢିବା ପାଇଁ ଏବେ ହୋଇଛି ନୂଆ ନିୟମ ଯାହା ନୁସାରେ ଆରମ୍ଭ ହେବ ।

ଏବେ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ । ଏହା ଆଗରୁ ଥିଲା ଏବେ ଏହାକୁ ପୁଣି ଚଳାଇବା ପାଇଁ ଏବେ ନୂଆ କରିକି ଅନୁରୋଧ କା ଯାଇଛି । ଆମେ ଯଦି ଦେଖିବା ପାଇଁ ଯିବା ଏହି ନିୟମ ଅନୁସାରେ ଘର ମାଲିକ ମାନେ 2 ମାସର ଆଗରୁ ଅଧିକା ଟଙ୍କା ନେଇ ପାରିବେନି ।

ଏହା ସହ ଘର ଭଡା ସେବା ସମୟରେ ଯଦି ଖିଲାପ ହେବ ତେବେ 4 ଗୁନା ଅଧିକା ପଇସା ବସୁଲ କରି ପାରିବ ମାଲିକ । ଏହା ନିୟମ ପ୍ରଣୟନ ହେବ । ଏବେ ଏହି ନିୟମ ପ୍ରଣୟନ ଦ୍ଵାରା ସିଭିଲ କୋର୍ଟ ରେ ପଡିଥିବା ଅଲଗା ମାମଲା ଗୁଡିକ ଜଲ୍ଦି ତୁଟି ଜୀବ ।

ଏହି ନିୟମ ଅନୁସାରେ ଏହା ପାଇଁ ଏକ ନୂଆ ଜାଗା ଓ ଏହା ପାଇଁ କିଛି ଲୋକମାନେ ମଧ୍ୟ ନିଯୁକ୍ତ ହେବେ । ଏହାକୁ କେନ୍ଦ୍ର ସରକାର ମଞ୍ଜୁର କରିବା ବେଳେ ଏହା ବହୁତ ଜଲ୍ଦି ଏବେ ସବୁ ଆଡେ ମାନ୍ୟ ହେବ । ତେବେ ଏହାକୁ ନେଇକି ଏବେ ଅନେକ ଜାଗାରେ ଚୀନତାର ବିଷୟ ହୋଇ ଯାଇଛି କି ଏହାକୁ କେଉଁ ଭଳି ଭାବେ ସ୍ଥାଇ କରିବା ।

ପୋଲିସ ସିଭିଲ ମାମଲାରେ ଅଧିକ ମୁଣ୍ଡ ନ ଖେଲାଉଥିବା ଯୋଗୁ ଏହା ପାଇଁ ଅନେକ ଥର ସିନିୟର ସିଟିଜେନ ମାନେ ବାର ବାର କମ୍ପ୍ଲେନ କରୁଛନ୍ତି ଯାହା ପାଇଁ ଏହା ଏବେ ଜଲ୍ଦି ଫଏସଲା କରିବା ପାଇଁ ଉପାୟ ବାହାର କରା ଯାଇଛି ।

ତେବେ ଏହାକୁ ନେଇକି ଅନେକ ଲୋକମାନେ ନିଜ ର ସହମତି ଦେଇ ଛନ୍ତି । ଉଭୟ ଘର ମାଲିକ ଓ ଭଡାଟିଆ ଙ୍କ ପାଇଁ ଏହି ନିୟମ ଲାଗୁ ହେବା ନିହାତି ଦରକାର ଅଟେ । ତେବେ ଆମେ ଏହାକୁ ଦେଖିବା ପାଇଁ ଯଦି ଯିବା ଆମେ ଜାଣି ପାରିବା କି ଆମେ ଏହି ନିୟମ ଦ୍ଵାରା ମାଲିକ ମାନଙ୍କ କୀଚ କୀଚ ହେବ ବନ୍ଦ କରିଦେବେ ।

ଏହା ଛଡା ଆଉ ଭି ନିୟମ ଆମ ସୁବିଧା ପାଇଁ ଲାଗୁହେବ । ଯାହା ଦ୍ଵାରା ଘର ମାଲିକ ମାନେ ଘର ଖାଲି ହେବା ର ଅପେକ୍ଷା ରୁ ମୁକ୍ତି ପାଇଯିବେ । ଭଡାଟିଆ ମାନେ ମଧ୍ୟ ନିଜ ସ୍ଵାଭିମାନ ର ସହ ବଞ୍ଚି ପାରିବେ । ଏହା ଉଭୟ ଙ୍କ ପାଇଁ ଭଲ ହେବ ।

Leave a Reply

Your email address will not be published. Required fields are marked *