ଦେଖନ୍ତୁ ଗିରଫ ହେବା ପୂର୍ବରୁ ଗର୍ଲଫ୍ରେଣ୍ଡ ସହ କେମିତି ରୋମାନ୍ସ କରୁଥିଲେ Suman, ଦେଖନ୍ତୁ ଏହି Video

ଏମ ସୁମନ ଏବେ ପୋଲିଶ ଘେରରେ ଥିବା ବେଳେ ଆମେ ଏବେ ଦେଖିବା ପାଇଁ ପାଇଛୁ ତାଙ୍କ ପ୍ରେମିକା ସହ ଥିବା ତାଙ୍କ ମଧୁର ସ୍ମୃତି ର କିଛି ଭିଡିଓ ମାନ । ଯେଉଁ ଥିରେ ସେ ବିବାହ କରିବା ଆଗରୁ ତାଙ୍କ ସହ ଯାଇକି ଅନେକ ଜାଗାରେ ଅନେକ ଗୁଡାଏ ଫୋଟୋ ଓ ଭିଡିଓ ବନେଇବାର ଦେଖା ଯାଇଛି । ସେ ନିଜେ ମଧ୍ୟ ଏହା କରିଛନ୍ତି କି ନିଜ ପ୍ରେମିକା କୁ ଉଠାଇବା ପାଇଁ ଯାଉଥିବା ବେଳେ ଏକ ଭିଡିଓ ନେଇ ଛନ୍ତି ।

ଆଗରୁ ଆମେ କେବଳ ତାଙ୍କ ପ୍ରେମିକା ଙ୍କ ଚେହେରା ଦେଖି ପାରୁ ନଥିଲେ ଏବେ ଏହା ସ୍ପଷ୍ଟ ହୋଇ ଯାଇଛି ଆମ ଆଗରେ । ତାଙ୍କ କଥା ଅନୁସାରେ ସେ ବାହା ହେବେନି କାରଣ ଏହା ହେଉଛି ଆମ ପାଇଁ ବହୁତ ଭଲ କଥା କି ଆମ ସମ୍ପର୍କ ଏକ ଭଲ ସମୟ ଥିଲା ।

ମାତର ସେ ହଠାତ ମତେ ସନ୍ଦେହ କରିବା ଆରମ୍ଭ କରି ଘରକୁ ଆସିବା ବନ୍ଦ କରି ଦେଲେ ଏହା ଥିଲା ତାଙ୍କ ପ୍ରେମିକା ର ଉତ୍ତର । ମାତ୍ର ସତ କଥା ହେଲା ସୁମିତ ଅନ୍ୟ ଝିଅ ମାନଙ୍କ ସହ ମଧ୍ୟ ସମ୍ପର୍କ ରେ ରହି ଥିଲେ ଆଗରୁ ନା ମୁ ତାଙ୍କ ଅତୀତ କୁ ଯିବା ପାଇଁ ଚେଷ୍ଟା କରିଛି ନା ମୁ ତାଙ୍କୁ ବାହା ହେବା ପାଇଁ କଥା ଦେଇଥିଲି ।

ଭାବିଲି ମତେ ବୋଧେ ହୁଏ ସେ ସତରେ ଭଲ ପାଉ ଥିଲେ 2 ବର୍ଷ ଧରି ସମ୍ପର୍କ ରେ ରହିଥିଲେ ମୋ ଆଗରୁ ଯାହା ଅସହ ଥିଲେ ତାଙ୍କ କଥା ମୁ କହି ପରିବିନି କିନ୍ତୁ ମୋ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ ସୁମନ । ପ୍ରେମରେ ପ୍ରତାରଣା ପାଇବା ପରେ ତାଙ୍କ ପାଖରୁ ଅନେକ କିଛି ପଇସା ନେଇ ଯିବା ।

ପରେ ଏବେ ତାଙ୍କୁ ଏକ ରାସ୍ତା କଡରେ ଛାଡିକି ଚାଲି ଆସିବା ଭଳି କାମ କରିଥିଲେ । ଯାହା ପାଇଁ ସେ ଏବେ ପୋଲିଶ କବଜାରେ । ତଥାପି ସୁମନ କହିଛନ୍ତି କି ମୁ କୋର୍ଟ କୁ ଅନୁରୋଧ କରିବି ଏହି ଭଳି କିଛି ଅସାମାଜିକ ଲୋକମାନେ ଯେଉଁ ମାନେ ଆମ ସମାଜକୁ ଖରାପ କରୁଛନ୍ତି ତାଙ୍କୁ ନିଶ୍ଚିତ ଭାବେ କୋର୍ଟ ଏତେ ଶୀଘ୍ର ନ ଛାଡନ୍ତୁ ।

ଏହା ମୋର ଅନୁରୋଧ । ଏବେ ଏହାକୁ ନେଇକି ତାଙ୍କ କ୍ଯାରିୟର ଉପରେ ଅମଧ୍ୟ ଖୁବ ବଡ ପ୍ରଭାବ ଦେଖିବା ପାଇଁ ମିଳିଛି । ତାଙ୍କ ପ୍ରେମିକା ଏହା ମଧ୍ୟ ଆରୋପ ଆଣିଛନ୍ତି କି ଆହୁରି ଲୋକମାନେ ସୁମନ ସହ ଅଛନ୍ତି ।

ଯେଉଁ ମାନେ ତାଙ୍କୁ ସାହାଜ୍ଯ କରୁଥିଲେ ଏହି ଖରାପ କାମରେ । ନିଜର ସ୍ଵାର୍ଥ ପୂରଣ ପରେ ଛାଡି ଦେବା ଭଳି ବସ୍ତୁ ନୁହେଁ ଏକ ନାରୀ ସେ ନିଜେ ଗୋଟେ ମଣିଷ । ତେଣୁ ତାକୁ ଭି ନ୍ୟାୟ ଦରକାର ବୋଲି ଆମେ ଆସା କରିବା ।

Leave a Reply

Your email address will not be published. Required fields are marked *