ଆଜିକା ସମୟରେ କାହା ପାଖରେ ନିଜ ହସ ଖୁସି ପାଇଁ ମଧ୍ୟ ସମୟ ନାହିଁ ଲୋକ କେବଳ କାମରେ ବ୍ୟସ୍ତ ରହୁଛନ୍ତି ନା ନିଜ ପରିବାର ଲୋକଙ୍କୁ ସମୟ ଦଉଛନ୍ତି ନା ନିଜ ସମ୍ପର୍କୀୟ ବା ସାଙ୍ଗ ମାନଙ୍କୁ । ତେବେ ଦୁନିଆରେ କେହି କିଛି ନେଇକି ଆସି ନାହାନ୍ତି ଓ କେହି କିଛି ନେଇକି ଯିବେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ କିଛି ନା କିଛି ପାଇବା ଚକ୍ରରେ ଦଉଡି ଚାଲିଛନ୍ତି, ଆଜି ଆମେ ଆପଣଙ୍କ ପାଇଁ ମନୋରଞ୍ଜକ ଜିନିଷ ଆଣିଛୁ ।
୧. ବାପା : କାଲୀ ରାତିରେ ଘରକୁ କାହିଁକି ଆସିଲୁ ନାହିଁ ?

ପପୁ : ମୁଁ ସାଙ୍ଗ ଘରେ ପାଠ ପଢୁଥିଲି ।
ବାପା : ତୋ ରାତି ଦାରୁ ନିଶା କମିନି କି ?
ପପୁ : କାହିଁକି ବାପା ?
ବାପା : ଗଧ ତୋ ପାଠ ସରିବାର ୪ ବର୍ଷ ହେଇ ଗଲାଣି ଏବେ ତୁ ଚାକିରି କରୁଛୁ ।
୨. ଅଜଣା ବାହାଘରରେ ଖାଇବା ପାଇଁ ପଶି ଯାଇଥିଲି ।
ଯେତେବେଳେ ପଚାରିଲେ କାହା ତରଫରୁ ଆସିଛ ।
ମୁଁ କହିଲି ଝିଅଙ୍କ ତରଫରୁ ।
ଶଳା ବହୁତ ମାରିଲେ, ପରେ ଜଣା ପଡିଲା ଝିଅ ନଥିଲା ଦୁଇ ଆଡୁଆ ପୁଅ ଥିଲେ ।

୩. ଗୋଟେ ଛୋଟ ଛୁଆ ଦୋକାନୀ କୁ : ଅଙ୍କଲ ଗୋରା ହବା ପାଇଁ କ୍ରିମ ଅଛି ?
ଦୋକାନୀ : ହଁ ଅଛି !
ଛୁଆ : ଶଳା, ଅଛି ଯଦି ଲଗଊନୁ କଣ ପାଇଁ ମତେ ସବୁବେଳେ ଡରେଇ ଦଉଛୁ ।
୪. ଆଜି ମୋ ବାପା ମୋ ଫୋନ ଦେଖୁଥିଲେ
ମୁଁ : କିଛି ମିଳିବ ନାହିଁ, ମଜାକରେ ।
ମୋ ଜୀବନ ଆଜି ଯାଉ ଯାଉ ବଞ୍ଚିଲା ତା ପରେ ମନେ ପଡିଲା ମୁଁ ତ ଶିଂଗଲ ଅଛି ।
୫. ପିଙ୍କି : ମା ମୁଁ ଜୀବନରେ ଆଗକୁ ବଢିବା ପାଇଁ କଣ କରିବି ?
ମା : ପଥର ନେ ଆଉ ଆଗ ନିଜ ଫୋନ ଭାଙ୍ଗି ଦେ ତା ପରେ ଯାହା ହବ ।
୬. ରୁଟି ପରେ ସବୁଠାରୁ ଖିଆ ଯାଇଥିବା ଜିନିଷରେ ରାଣ ଅଛି ।
ଗୁଟକା ଏବେ ବି ତୃତୀୟ ନଂରେ ଅଛି ।

୭. ଗୋଟେ ଛାତ୍ର ପ୍ରତିଦିନ ନିଜ ଗଣିତ ଅଧ୍ୟାପକ ଘରକୁ ଫୋନ କରୁଥିଲା ।
ଅଧ୍ୟାପକ ସ୍ତ୍ରୀ କହିଲେ : ” କେତେ ଥର କହିବି ସେ ମରି ଗଲେଣି, ତା ପରେ କାହିଁକି ବାରମ୍ବାର ଫୋନ କରୁଚ ?”
ଛାତ୍ର : “ଶୁଣିବା ପାଇଁ ଭଲ ଲାଗୁଛି ସେଥିପାଇଁ ।”
୮. କିଛି ଝିଅ ମାନେ ପରୀକ୍ଷାରେ ଏତେ ସଜି ସୁନ୍ଦରୀ ହେଇ ଆସିଥାନ୍ତି ।
ଜଣା ପଡେ ନାହିଁ ନିଜେ ପାସ ହବାକୁ ଆସିଛନ୍ତି କି ଅନ୍ୟ ମାନଙ୍କୁ ଫେଲ କରିବା ପାଇଁ ।
୯. ଟିଚର : “ସବୁ ସଫଳ ବ୍ୟକ୍ତି ପଛରେ ଗୋଟେ ମହିଳା ହାତ ହୋଇଥାଏ” ତମେ ଏହାର ଅର୍ଥ କଣ ବୁଝିଲ ?
ଚିନ୍ଟୁ : ଏହାର ଅର୍ଥ ବହିରେ ଟାଇମ ୱେଷ୍ଟ କରିବା ଅପେକ୍ଷା କୌଣସି ଝିଅ ପିଛା କରିବା ଉଚିତ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।