ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ । ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ, ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର ।
ଆଇଏଏସ ପ୍ରଶ୍ନ ବହୁତ କଷ୍ଟକର ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ କହିବାକୁ ଯାଉଛି ଯାହା ଆପଣ ମଧ୍ୟ ଜାଣି ନଥିବେ କିନ୍ତୁ କିଛି ଲୋକଙ୍କ ଜଣା ଥିବ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଉତ୍ତର କାର୍ଯ୍ୟକର୍ମ ।

୧. ମୟୂର କେବେ ଅଣ୍ଡା ଦେଇ ନଥାଏ । ତେବେ ତାହାର ବଂଶବୃଦ୍ଧି କେମିତି ହୁଏ ?
ଉତ୍ତର : ମୟୂରୀ ଅଣ୍ଡା ଦେଇଥାଏ ।
୨. ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର : ନାମ
୩. ପୃଥିବୀର ଆକାର ଗୋଲ । ଏ ସମ୍ବନ୍ଧରେ କିଏ ପ୍ରଥମ ଧାରଣା ଦେଇଥିଲେ ?
ଉତ୍ତର : ପିଥାଗୋରାସ

୪. ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵବାସୀଙ୍କୁ କିଏ ପ୍ରଥମ ଅବଗତ କରାଇଥିଲେ ?
ଉତ୍ତର : ସାର ଆଇଜାକ ନିଉଟନ
୫. କେଉଁ ପ୍ରାଣୀ ମୃତ୍ୟୁ ପର୍ଯ୍ୟନ୍ତ ବଢୁଥାଏ ?
ଉତ୍ତର : ଲୋବଷ୍ଟର
୬. କାହାର ପ୍ରାକୃତିକ ମୃତ୍ୟୁ ନାହିଁ ?
ଉତ୍ତର : ଆମିବା

୭. ଭିତରକନିକା ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର : କେନ୍ଦ୍ରାପଡା
୮. ସଂରକ୍ଷିତ ଜୀବନମଣ୍ଡଳ ଶିମିଳି ପାଳ ଆମ ରାଜ୍ୟର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର : ମୟୂରଭଞ୍ଜ
୯. କେଉଁ ବୃଦ୍ଧ ସବୁଠାରୁ ଉଚ୍ଚ ?
ଉତ୍ତର : ରେଡଉଡ / ସିକ୍ଯୁଇଆ
୧୦. ଯୁଦ୍ଧଦ୍ରତମ ବୃଜଧ୍ର ନାମ କଣ ?
ଉତ୍ତର : ଓଲଫିଆ / ୱାଟରମିଲ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।