ନିଜ ଭୁଲ ସୁଧାରିବାର ସହଜ ଉପାୟ- Krishna Vani

ମଣିଷ ଜୀବନରେ କେତେ ଭଲ ଓ ଖରାପ ପରିସ୍ଥିତି ଆସିଥାଏ ଯେଉଁ ମଣିଷ ଏହି ସବୁ ସମସ୍ୟରେ ନିଜକୁ ଭଲ ମଣିଷ  ରଖି ପାରେ ସେହି ମଣିଷ ଜୀବନରେ କିଛି ଭଲ କରି ପାରିଥାଏ । ତେବେ ମନୀଷ ଜୀବନରେ ସବୁଠାରୁ ଅଧିକ ଭୁଲ କରିଥାଏ, କୌଣସି ଭୁଲ କରିବା ଦ୍ଵାରା ମଣିଷ ତାହା ବିଷୟରେ ଭଲ ଭାବରେ ଜାଣିବାକୁ ପାଇଥାଏ ।

ମଣିଷ ଜୀବନ ମାତ୍ର ଭୁଲ ଅଟେ, ତେବେ ଯାହା ଆମେ କରିଥାଉ ତାହା ପ୍ରାୟତଃ ଭୁଲ ହୋଇଥାଏ ଓ କରିବା ପରେ ତାହା ଆମକୁ ଜଣା ପଡିଥାଏ କିନ୍ତୁ ଭୁଲକୁ ଭୁଲ କହିଲେ ବହୁତ ଲୋକ ରାଗି ଯାଇଥାନ୍ତି ଯାହା ଉଚିତ ନୁହ ।

Image Courtesy: Google

ତେବେ ଭୁଲ କରିବା ମଣିଷ ପ୍ରକୃତି ଅଟେ, ତେବେ ବହୁତ ଲୋକ ଏହା କହିବେ ଯେ ଭୁଲ କୁ ସାଥ ଦେଲେ କାଲୀକୁ ସେହି ଭୁଲ ଦୋଷ ହୋଇଥାଏ ଓ ଏହି ଦୋଷକୁ କେହି ନ ବୁଝାଇଲେ ବା ମଣିଷ ନବୁଝିଲେ ଅପପରାଧ କରିଥାଏ ଯାହା ପାଇଁ କ୍ଷମା ନୁହ ଦଣ୍ଡ ମିଳିଥାଏ । ତେବେ କଣ କରିବା ଦ୍ଵାରା ଏହି ଭୁଲ ଆଗକୁ ମଣିଷ କେବେ ବଢିବ ନାହିଁ ଓ ଜୀବନରେ ସୁଖ ଆସିବ ।

Image Courtesy: Google

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଜୀବନରେ ଯଦି ଆପଣ କୌଣସି ଭୁଲ କରନ୍ତି ତେବେ ଆପଣଙ୍କୁ ନିଜ ଭୁଲ ସ୍ଵୀକାର କରିବା ଉଚିତ ଏହା ଆପଣଙ୍କ ଭୁଲ ସୁଧାରିବାରେ ପ୍ରଥମ ସିଢି ଅଟେ । ଆପନାଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ ଅଟେ । ଯେତେବେଳେ କୌଣସି ମଣିଷ ନିଜ ଭୁଲ ସ୍ଵୀକାର କରିଥାଏ ସେତେବେଳେ ତାଙ୍କ ଜୀବନ ବହୁତ ବଡ ମାନସିକ ଚିନ୍ତା ଦୂର ହୋଇଥାଏ ଓ ସେ କ୍ଷମା ପ୍ରାର୍ଥନା କରିଥାନ୍ତି ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଯେଉଁ ମଣିଷ ନିଜ ଜୀବନରେ କୌଣସି ପ୍ରକାର ଭୁଲ କରିଥାଏ ଓ ଯଦି ସେ ପ୍ରଥମ ଥର କରିଅଛି ତେବେ ଆପଣଙ୍କୁ କ୍ଷମା କରିବା ଉଚିତ ଯଦି ଆପଣ ପ୍ରଥମ ଥରରୁ ଦଣ୍ଡ ଦେଇଥାନ୍ତି ତେବେ କିଛି ବର୍ଷ ପରେ ଦଣ୍ଡ ର କିଛି ମୂଲ୍ୟ ରହି ନଥାଏ ସେଥିପାଇଁ ମଣିଷକୁ ବଦଳିବା ପାଇଁ ସମୟ ଦବା ଉଚିତ ଓ ତାଙ୍କୁ ବଦଳିବା ପାଇଁ ସାହାଜ୍ଯ ମଧ୍ୟ କରିବା ଉଚିତ । ତେବେ ଭୁଲ ସୁଧାରିବାର ପ୍ରଥମ ସହଜ ଉପାୟ ଆପଣ ନିଜ ଭୁଲ ସ୍ଵୀକାର କରନ୍ତୁ ଓ କ୍ଷମା ପ୍ରାର୍ଥନା କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *