ମଜେଦାର ଯୋକ୍ସ : ଗାଁର ଜଣେ ମହିଳା ବିଲରେ କିଛି ନ ପିନ୍ଧି ଗାଧଉଥିଲା, ତା ସ୍ଵାମୀ ଦେଖି କହିଲା….

ସ୍ୱାସ୍ଥ୍ୟ ପାଇଁ ହସିବ ନିହାତି ଜରୁରୀ, ଯେମିତି ହସିବ ଦ୍ଵାରା ମାସିକ ଓ ଶାରୀରିକ ଥକାନ ଦୂର ହେବ ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସର ପସରା ..

Image Courtesy: Google

୧. ଗାଁରେ ଜଣେ ମହିଳା ବିଲରେ ନଙ୍ଗଳା ହୋଇ ଗାଧଉଥିଲେ ।

ତା ସ୍ଵାମୀ ଆସିଲା ଓ କହିଲା : କିଛି ତ ଲାଜ କର, କିଛି ତ ପିନ୍ଧ । ଆର ଦିନ ସକାଳେ ସେହି ମହିଳା ଚପଲ ପିନ୍ଧି ଗାଧେଇବାକୁ ଆସିଲା ।

୨. ଜଣେ ୮୨ ବର୍ଷ ବୁଢା ନିଜ ଜିନିଷ ସହ କଥା ହଉଥିଲା ।

ଆମେ ଏକା ସହ ଜନ୍ମ ହେଲୁ,

ଆମେ ଏକାଠି ବଡ ହେଲୁ,

ଆମେ ଏକାଠି ମଜା କଲୁ,

ତାହେଲେ ତୁ ମୋ ଆଗରୁ କଣ ପାଇଁ ମରି ଗଲୁ ।

Image Courtesy: Google

୩. ପତ୍ରକାର ଟ୍ରକ ଡ୍ରାଇଭର କୁ : ଭଗତ ସିଂହକୁ ଜାଣିଛ ?

ଡ୍ରାଇଭର : ନାହିଁ

ପତ୍ରକାର : ସୁଭାଷ ଚନ୍ଦ୍ର ବୋଷକୁ ଜାଣିଛ ।

ଡ୍ରାଇଭର : ନା

ପତ୍ରକାର : ଖୁଦିରାମକୁ ଜାଣିଛ ?

ଡ୍ରାଇଭର : ନା

ପତ୍ରକାର : ତାହେଲେ ଟ୍ରକ ପଛରେ କଣ ପାଇଁ ଲେଖିକି ରଖିଛ “ପ୍ରଣାମ ଶହିଦା ନୁ”

ଡ୍ରାଇଭର : ୟେ ସେହି ଲୋକଙ୍କ ପାଇଁ ଯିଏ ଟ୍ରକ ତଳେ ଆସିଥିଲେ ।

୪. ଭାରତ ଆଇନ ବ୍ୟବସ୍ଥା…

ଜଣେ ବ୍ୟକ୍ତି ଉପରେ ତା ସ୍ତ୍ରୀ ଛାଡପତ୍ର ପାଇଁ କେସ କଲା ଯେ ସେ ଛୁଆ ଜନ୍ମ କରି ପାରିବ ନାହିଁ ।

ଆଉ ସେହି ବ୍ୟକ୍ତି ଉପରେ ତାଙ୍କ ଘର ଚାକରାଣୀ କେସ କଲା ଯେ ତା ପେଟରେ ଥିବା ଛୁଆର ବାପା ସେହି ବ୍ୟକ୍ତି ଅଟେ । ତେବେ ମାନନ୍ତୁ ବା ନାହିଁ ସେହି ବ୍ୟକ୍ତି ଦୁଇଟି କେସ ହାରି ଗଲା ।

Image Courtesy: Google

୫. ସଂସାରରେ କେତେ ସମସ୍ଯା ଅଛି କିନ୍ତୁ ଆମ ଗୃପ ପୁରୁଷଙ୍କ ଗୋଟେ ସମସ୍ଯା ଅଛି ।

ଗର୍ଲଫ୍ରେଣ୍ଡ ମିଳୁ ନାହିଁ ।

୬. ଥରେ ସନ୍ତା ଜଙ୍ଗଲ ରାସ୍ତାରୁ ଯାଉଥିଲା ଓ ସାମ୍ନା ଗଛରେ ସାପକୁ ଲଟକିଥିବାର ଦେଖି ରହି ଗଲା ଓ ସାପକୁ ଧରି କହିଲା : କେବଳ ଲଟକିଲେ କିଛି ହୋଇ ନଥାଏ ମାକୁ କୁହ କମ୍ପଲାନ ଦିଅନ୍ତୁ ।

ସନ୍ତା ଅନ୍ତିମ ସଂସ୍କାର କାଲି ୧୦ଟାରେ ଅଛି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *