ତାହା କଣ ଯାହା ଦେଖାଯାଏ ନାହିଁ କିନ୍ତୁ ବହୁତ କିଛି ଦେଖେଇଥାଏ ? ଏହା ସହ ଆହୁରି 14 GK Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

୧. ଉଡାଜାହାଜରେ ଥିବା ବ୍ଲାକ ବକ୍ସର ରଙ୍ଗ କଣ ?

Image Courtesy: Google

ଉତ୍ତର : କମଳା ରଙ୍ଗ ।

୨. ଜଣେ ବ୍ୟକ୍ତି ତାର ୨୫ ତମ ଜନ୍ମଦିନରେ ବୃଦ୍ଧାବସ୍ଥାରେ ମରିଗଲା । ଏହା କେମିତି ହେଲା ?

ଉତ୍ତର : ତାର ଜନ୍ମଦିନ ୨୯ ଫେବୃଆରୀ ଥିଲା ।

୩. ଗୋଟିଏ ନାମ କୁହନ୍ତୁ ଯାହାର ଛାଇ ନଥାଏ ?

ଉତ୍ତର : ସଡକ

୪. ଗୋଟିଏ ବାକ୍ୟ କୁହନ୍ତୁ ଯାହାକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ତାହା ?

ଉତ୍ତର : ବଣଟା କୁଟାଟାକୁ ଟାଣିବ

Image Courtesy: Google

୫. ଆପଣ ଯେତେବେଳେ ପୋଷାକ ଖୋଲନ୍ତି ମୁଁ ପିନ୍ଧେ । ମୁଁ ଯେତେବେଳେ ପୋଷାକ ଖୋଲେ ଆପଣ ପିନ୍ଧନ୍ତି । ମୁଁ କିଏ ?

ଉତ୍ତର : ହ୍ୟାଙ୍ଗର

୬. ଓଡିଆ ଡିକ୍ସନାରୀରେ କେଉଁ ଶବ୍ଦଟି ଭୁଲ ଲେଖାଯାଇଛି ?

ଉତ୍ତର : ଭୁଲ

୭. କେଉଁ ଭଉଣୀଙ୍କର ସ୍ଵାମୀ ଆମର ଭେଣେଇ ନୁହନ୍ତି ?

ଉତ୍ତର : ହସ୍ପିଟଲର ସିଷ୍ଟର (ନର୍ସ)

୮. କେଉଁ ଶିପରେ ଦୁଇଜଣ ଲୋକ ଥାନ୍ତି କିନ୍ତୁ କେହି କ୍ଯାପଟେନ ନଥାନ୍ତି ?

ଉତ୍ତର : ରିଲେସନଶିପ

Image Courtesy: Google

୯. ସେ କିଏ ଯିଏ ଅନ୍ୟକୁ ଖୁଆଏ କିନ୍ତୁ ନିଜେ ଖାଇନଥାଏ ?

ଉତ୍ତର : ଚାମଚ

୧୦. ତାହା କଣ ଯାହା ଦେଖାଯାଏ ନାହିଁ କିନ୍ତୁ ବହୁତ କିଛି ଦେଖେଇଥାଏ ?

ଉତ୍ତର : ସମୟ

୧୧. ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?

ଉତ୍ତର : ମୃତ୍ୟୁ

୧୨. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ଵେବି ବଜାରରେ ବିକା ଯାଏନାହିଁ ?

ଉତ୍ତର : ଧର୍ଯ୍ୟର ଫଳ

Image Courtesy: Google

୧୩. ଏମିତି କେଉଁ କାମ ଯାହାକୁ ପୁରୁଷମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?

ଉତ୍ତର : ମଥାରେ ସିନ୍ଦୁର ଦେବା

୧୪. କେଉଁ ବହି ଯାହା କେତେ ଛପା ଯାଇନାହିଁ ?

ଉତ୍ତର : ଫେସବୁକ

୧୫. କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?

ଉତ୍ତର : ମହାକାଶରେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *