ମକର ସଙ୍କ୍ରାନ୍ତି ପରଠୁ, ଅର୍ଥାତ ଆଜି ଠାରୁ ଏହି 6ଟି ରାଶି ହେବେ କୋଟିପତି 

ଚଳିତ ବର୍ଷ ୨୦୨୨ ଜାନୁଆରୀ ୧୪ ତାରିଖରେ ମକର ସଙ୍କ୍ରାନ୍ତି ହେଇ ଯାଉଛି । ଏହି ଦିନ ଭଗବାନ ସୂର୍ଯ୍ୟ ଦେବତାଙ୍କ ପୂଜା ଆରାଧନା କରା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମକର ସଙ୍କ୍ରାନ୍ତିର ବିଶେଷ ମହତ୍ଵ ରହିଛି । ତେବେ ମକର ସଙ୍କ୍ରାନ୍ତି ପରେ ରାଜଯୋଗ କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହି ରାଶି ମାନଙ୍କର ଜୀବନରେ ବଡ ପରିବର୍ତ୍ତନ ହେବା ସହ ଅନେକ ସାରା ଖୁସି ଆସିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ମେଶ ରାଶି : ଏହି ରାଶିର ଲୋକ ମାନଙ୍କର ଧନର ଆଗମନ ହେବାକୁ ଯାଉଛି । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆପଣଙ୍କର ପଦ ଉନ୍ନତି ହୋଇପାରେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି । ସମାଜରେ ଖ୍ଯାତି ବୃଦ୍ଧି ହେବ । ପରିବାର ଲୋକଙ୍କ ସହଯୋଗ ପାଇବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କୁ ବେପାର କ୍ଷେତ୍ରରେ ଅଧିକ ଲାଭ ଦେଖିବାକୁ ମିଳିବ । ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ମାନସିକ ଚିନ୍ତାରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆପଣ କର୍ମ କ୍ଷେତ୍ରରେ ସଫଳ ହେବେ । ମାତା ପିତାଙ୍କ ସହଯୋଗ ପାଇବେ । ନୂଆ ଯାନବାହନ କ୍ରୟ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ମାଲାମାଲ ହେବାକୁ ଯାଉଛନ୍ତି । ପାରିବାରିକ କଳହ ଦୂର ହେବ । ଅଟକି ରହିଥିବା ଧନ ଫେରି ପାଇବେ ।

ବିଛା ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ ।

ଧନୁ ରାଶି : ଆପଣ ରୋଗରୁ ମୁକ୍ତି ପାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ପୈତୃକ ସମ୍ପତି ହାସଲ କରିବେ ।

ମକର ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ପ୍ରେମ ଜୀବନ ସୁଖମୟ ରହିବ । ମିତ୍ର ମାନଙ୍କ ସହ ଭେଟ ହେବ ।

କୁମ୍ଭ ରାଶି : ଆପଣଙ୍କର ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ମିତ୍ର ମାନଙ୍କ ସହ ସମ୍ପର୍କ ନିବିଡ ରହିବ । ପାରିବାରିକ ବାତାବରଣ ହସ ଖୁସିର ରହିବ ।

ମୀନ ରାଶି : ଆପଣ ବିଦେଶ ଯାତ୍ରା କରି ପାରନ୍ତି । ଅଚାନକ ଧନ ଲାଭ ହେବ । ସନ୍ତାନ ସୁଖର ଯୋଗ ରହିଛି । ବେପାର କ୍ଷେତ୍ରରେ ଅଧିକ ଲାଭବାନ ହେବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *