ମକର ରାଶିଫଳ ୨୦୨୧, ମକର ରାଶିର ସମସ୍ତ କଷ୍ଟର ହେବ ଅନ୍ତ! ମିଳିବ ୭ଟି ବରଦାନ

ମକର ରାଶିର ଲୋକ ଖୁଶିର ଦିନ ଆସିଗଲା । ଯଦି କେହିବି ବ୍ୟକ୍ତି ନିଜ ନିଜ ଇଛା ଶକ୍ତି ସଂକଲ୍ପ ଦ୍ଵାରା ଆଗକୁ ବଢିଥାଏ ସେ ଭିକାରୀରୁ ରାଜା ବନିଥାଏ । ଶେଥି ପାଇଁ ଧାର୍ଯ୍ୟ ହାରିବାର ଆବଶ୍ୟକ ନାହିଁ । ପୂର୍ବ ସମୟରେ ବହୁତ କଷ୍ଟରେ ଦିନ ବୀତିଥିଲା, କିନ୍ତୁ ସଫଳ ହେବା ପାଇଁ କେବଳ ଗୋଟିଏ ମୌକାକାଫି ଅଟେ ।  ଆସୁଥିବା ସମୟ ଆପଣଙ୍କୁ ସାତଟି ସୁଯୋଗ ଦେଇପାରେ । ଆପଣ ଆଜେଉନ ଅସୁବିଧାରେ ଚଳୁଥିଲେ ଏବେତାର ଅନ୍ତ ହେବାକୁ ଯାଉଛି ।

କାରଣ ବ୍ରହ୍ମାଣ୍ଡରେ ବହୁତ ବଡ ଘଟଣା ଘଟିବାକୁ ଯାଉଛି, ତାର ପ୍ରଭାବ ଆପଣଙ୍କ ରାଶି ଉପରେ ପଡିବାକୁ ଯାଉଛି । ସେମିତିରେ ମାନବ ଜୀବନ କଷ୍ଟରେ ଭରା ରହିଛି ଆମକୁ ପଜେଟିବ ଚିନ୍ତାଧାରା ସହିତ ଆଗକୁ ବଢିଲେ ଭାଗ୍ୟ କେତେବେଳେ ବଦଳି ଯାଇଥାଏ ଜଣା ପଡେ ନାହିଁ ।

୨୦୨୦ ରେ କାଳ ସର୍ପ ଦୋଷ ଦୂର ହୋଇଯାଇଛି । ୧୫ ଜାନୁଆରିରୁ ସ୍ଥାନରେ ବୁଦ୍ଧାଦିତ୍ୟ ଯୋଗ ବନିବାକୁ ଯାଉଛି ।  ୫ ମାର୍ଚରୁ ସୁଖ ଭାବରେ ଚତୁର ଗ୍ରହୀ ରାଜଯୋଗ ବନିବ । ଶନି ମକର ରାଶିରେ ସ୍ଥିତ ରହିବ । ରାହୁ ବୃଷବ ରାଶିରେ ସ୍ଥିତ ରହିବ, ୧୧ ଜୁନରୁ କେନ୍ଦ୍ରରେ ସ୍ଵାମୀ ବୃହସ୍ପତି ରାଜଯୋଗ ବନେଇବେ । ଏହି ଗୋଚର ଆଧାରରେ ଆମେ ନିଶ୍ଚିତ ରୂପରେ କହିପାରିବା ଅସୁବିଧାର ଅନ୍ତ ହେବ । ମକର ରାଶି ଫଳ ୨୦୨୧ ଅନୁସାରେ ଆସୁଥିବା ନୂଆ ବର୍ଷ ଧମକେ ଦାର ରହିବ । ପ୍ରଥମ ବରଦାନ ସେହି ଲୋକଙ୍କୁ ମିଳିବ ଯେଉଁ ମାନେ ଜୀବନରୁ ବହୁତ କିଛି ଆଶା କରୁଥିଲେ ଓ ତାକୁ ପାଇବା ପାଇଁ ବହୁତ ଦିନରୁ କଠିନ ପରିଶ୍ରମ କରୁଛନ୍ତି । କେନ୍ଦ୍ରର ସ୍ଵାମୀବାସ୍ତବରେ ଆପଣଙ୍କୁ ଆପଣଙ୍କର  ବୃହସ୍ପତି ଆପଣଙ୍କ ଭାଗ୍ୟରେ ବଣୁଥିବା ଅସୁବିଧାକୁ ଦୂର କରିବ । ବାସ୍ତବରେ ଆପଣଙ୍କୁ ଆପଣଙ୍କର କଠିନ ପରିଶ୍ରମର ଫଳ ନିଶ୍ଚିତ ରୂପରେ ମିଳିବ ।

କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ଯୋଗ ବନୁଛି, ବ୍ୟାପର କରୁଥିବା ଲୋକଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ । ବିଜନେସରେ ମଧ୍ୟ ଆପଣଙ୍କୁ ଲାଭ ପ୍ରାପ୍ତ ହେବ, ୨୦୨୧ ନୂଆ ବର୍ଷରୁ ହିଁ ଆପଣଙ୍କ ଦୃଷ୍ଟିକୋଣ ବ୍ୟକ୍ତିତ୍ବ  ଏବଂ ସଉଦାକୁ ପରଖିବାର ଉପଲବ୍ଧି ହାସିଲ ହେବ । ଓ ଏହି ଉପଲବ୍ଧି ସଫଳତାର ମୁଖ୍ୟ କାରଣ ହେବ । ଆଉ ଗୋଟେ ବରଦାନ ଆପଣଙ୍କ କ୍ୟାରିଅର ଠିକ ଦିଗ ମିଳିବ  ।

କେନ୍ଦ୍ରର ସ୍ଵାମୀ ବୃହସ୍ପତିର କେନ୍ଦ୍ର ତ୍ରିକୋଣର ରାଜଯୋଗ ବନୁଛି । ଯାହା ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ଧନ  ପ୍ରାପ୍ତ କରିବ । ବ୍ୟାପାରରେ ଭଲ ବୃଦ୍ଧି ରହିଛି ଯାହାର ଲାଭ ଆପଣଙ୍କୁ ଧନ ରୂପରେ ଅବଶ୍ୟ ପ୍ରାପ୍ତ ହେବ । ବିଶେଷକରି ଯାହା ତୃତୀୟଟି ଚାକିରିକି ନେଇକି ଚିନ୍ତିତ ରହୁଛନ୍ତି ସେ ବହୁତ ଶୀଘ୍ର ଦୂର ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *