ଦେଖାଯିବାକୁ ଚାହୁଁଛନ୍ତି ସୁନ୍ଦର ତ ଶୋଇବା ପୂର୍ବରୁ କରନ୍ତୁ ଏହି କାମ- Get Fair & Glowing Skin

ଧୁଳି ମାଟି ଓ ପ୍ରତିଦିନର କାମ ଲାଗି ଆମେ ବହୁତ ଠକି ଯାଉଛୁ ସେଥିଲାଗି ଆମ ତ୍ଵଚା ରୁକ୍ଷ ଓ ବେଜାନ ହୋଇଯାଇଥାଏ । ଶେଠୀ ପାଇଁ ଜରୁରୀ ଅଟେକି  ରାତିରେ ଶୋଇବା ପୂର୍ବରୁ ଆମେ ଆମର ତ୍ବଚାର ଉଚିତ ଯତ୍ନ ନେବା । ସକାଳେ ଆମେ ଆମ ସ୍କିନର ଠିକ ଯତ୍ନ ନନେଇପାରିଲେ ଚଳିବ କିନ୍ତୁ ରାତିରେ ଶୋଇବା ପୂର୍ବରୁ ଆମକୁ ଆମ ସ୍କିନର ଯତ୍ନ ଅବଶ୍ୟ ରଖିବା ଆବଶ୍ୟକ । ଯଦି  ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହିଭଳି ଦାଇତ୍ଵହିନ କମ କରିବା ଶେଠୀ ପାଇଁ ଆମ ତ୍ଵଚା ରୁକ୍ଷ ସୁଖୀ ଓ ବେଜାନ ହୋଇଯାଇଥାଏ ।

ବିଶେଷଜ୍ଞଙ୍କ ଅନୁସାରେ ରାତି ସମୟରେ ଯଦି ତ୍ବାଚର ଠିକ ଯତ୍ନ ନନେବେତ ଏହା ଆମ ସ୍କିନ ପାଇଁ ବହୁତ ଖରାପ ମଧ୍ୟ ହୋଇଥାଏ ।


କାରଣ ଆମର ତ୍ଵଚା ସମୟ ପୂର୍ବରୁ  ତାର ଗ୍ଲୋ ଓ ସଫ୍ଟନେସ ହରାଇ ଥାଏ । ସେଥି ପାଇଁ ରାତିରେ ଶୋଇବା ପୂର୍ବରୁ ନିଜର ପ୍ରକୃତିକ ସୁନ୍ଦର ସହିତ କୌଣସି ପ୍ରକାର ରିସ୍କ ନିଅନ୍ତୁ ନହିଁ । ନିଜ ସ୍କିନର ଉଚିତ ଯତ୍ନ ନିଅନ୍ତୁ । ଆଜି ଆମେ ଆପଣଙ୍କୁ ଏମିତି ସହଜ ଉପାୟ ବତେଇବୁ ଯାହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ସୁନ୍ଦର ଓ ଗ୍ଲୋ ଭରା ସ୍କିନ ପାଇପାରିବେ ।


ମେକଅପ ହଟାଇବା ଜରୁରୀ ହୋଇଥାଏ :- ଦିନର ଥକା ପଣ ଓ ଧୁଳି ମାଟି ଦ୍ଵାରା ଆମର ଚେହେରା ବହୁତ ମଇଳା ହୋଇଥାଏ । ସେଥିପାଇଁ ଆପଣ ଯେତେବି ଥକି ଥାନ୍ତୁ କିନ୍ତୁ ରାତିରେ ଶୋଇବା ପୂବରୁ  ଚେହେରାରେ ଲଗାଇଥିବା ମେକପ ନିଶ୍ଚିତ ଭାବରେ ଛଡାଇକି ଶୁଅନ୍ତୁ । ଚେହେରାରେ ମେକପ ଲଗାଇକି ଶୋଇବା ଦ୍ଵାରା ଆପଣଙ୍କ ଚେହେରାରେ କେମିକଲ ଋଆକ୍ସନ ହୋଇପାରେ । ଓ  ଏହା ସହିତ ଆପଣଙ୍କ ତ୍ଵଚାରେ ରହିଥିବା ଛିଦ୍ରବି ବନ୍ଦ ହୋଇପାରେ, ଏହି କାରଣରୁ ଆପଣଙ୍କ ଚେହେରାରେ ଶୁଦ୍ଧ ପବନ ପହଞ୍ଚି ପାରିନଥାଏ । ଯେଉଁଥିରେ ସ୍କିନ ଠିକସେ ନିଶ୍ଵାସ ନେଇପାରେନି ଓ ସୁଖୀ ଯାଇଥାଏ । ସେଥିପାଇଁ ଜରୁରି ଅଟେକି ମେକପ ହଟାଇ ଶୋଇବା ଉଚିତ ।


ଆଖିକୁ ଥଣ୍ଡା ପାଣିରେ ଧୁଅନ୍ତୁ :- ଦିନ ଭରିର କାମ କାର୍ଯ୍ୟ ଓ ଥକି ଯାଇ ଆଖି ବହୁତ ଥକାନ ଅନୁଭବ କରିଥାଏ । ଶେଠୀ ପାଇଁ ଶୋଇବା ପୂର୍ବରୁ ନିଜ ଆଖିକୁ ସ୍ଵଛ ଓ ଥଣ୍ଡା ପାଣିରେ ଧୁଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଆଖି ସଫାତ ରହିବ ତା ସହିତ ଆଖି ତଳେ ଡାର୍କ ସର୍କଲ ହବାର ସମ୍ଭାବନା ବି କମ ଥାଏ ।

ରାତିରେ ଶୋଇଲା ପୂର୍ବରୁ କେସର ଯତ୍ନ ନିଅନ୍ତୁ କେଶକୁ ରାତିରେ ହଲ୍କା ଭାବରେ କୁଣ୍ଡାଇ ବାନ୍ଧିକି ସୋଇବେ । କିନ୍ତୁ ଧ୍ୟାନ ରଖିବେ ବେସୀ ଟାଇଟ କରି ବାନ୍ଧିକି ସୋଇବେ ନାହିଁ । ନହେଲେ ଆପଣଙ୍କ କେସ କମଜୋର ହୋଇ ଝାଡିବାକୁ ଲାଗିବା ।

Leave a Reply

Your email address will not be published. Required fields are marked *