ମାଳିସାହିର ଅକୁହାକଥା! କେବେଠୁ ଓ କେମିତି ଆରମ୍ଭ ହୋଇଥିଲା ରାଜଧାନୀରେ ଏହି ମାଳୀସାହି?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ରାଜଧାନୀର ଏମିତି ଏକ ଜାଗାର କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ କୁହାଯାଏ ମାଳିସାହିର ଅକୁଖା କଥା । ଏଠାରେ ପ୍ରତିଦନା ମହିଳା ମାନେ ନିଜର ଦେହ ବିକ୍ରି ସଉଦା କରିଥାନ୍ତି ମାତ୍ର କେତୋଟି ଟଙ୍କା ପାଇଁ ଯେଉଁଥିରେ ସେମାନେ ନିଜର ଭରଣ ପୋଷଣ କରିଥାନ୍ତି । ମାଳିସାହିର ଦେହ ବ୍ୟବସାୟୀ କରୁଥିବା ପୁରାତନ ମହିଳାଙ୍କ ନାମ ହେଉଛି ନାଗମଣି ଯିଏ କହିଛନ୍ତି ଯେବେ ଜଙ୍ଗଲ ଥିଲା ସେବେ ଠାରୁ ମାଳିସାହି ଆରମ୍ଭ ହେବ ସହ ଏହି ବ୍ୟବସାୟ ଆରମ୍ଭ ହୋଇଥିଲା ।

ଏହା ପରେ ସମୟ ଅନୁସାରେ ବୃଦ୍ଧି ପାଇବାରେ ଲାଗିଲା । ଜଙ୍ଗଲ ଭିତରକୁ ଆସି ଏବେ ଘର ହୋଇ ଏବେ ଟାଉନ ହୋଇଗଲା । ନାଗମଣି କହିଛନ୍ତି ସେ ତାଙ୍କ ଆମ ଥିବା ବେଳେ ସେ ତାଙ୍କ ଭଉଣୀ ସହ ଏହି ଲାଇନକୁ ଆସିଥିଲେ । ସେତେବଳେ କିଛି ଶିକ୍ଷାନୁଷ୍ଠାନ ନ ଥିଲା ଯାହା ପାଇଁ ତାଙ୍କୁ ଏହି ବ୍ୟବସାୟ କରିବାକୁ ପଡୁଛି । ତାଙ୍କ ନାତି ନାତୁଣୀ ମାନେ ଏବେ ପାଠ ପଢୁଛି ।

ତାଙ୍କ ପିଲାମାନେ ଏହି ଲାଇନରେ କେବେ ନ ଥିଲେ । ପୂର୍ବ କାଳରେ ୪ରୁ ୬ ଜଣ ମହିଳା ରହୁଥିଲେ କିନ୍ତୁ ଏବେ ସହ ସହ ମହିଳା ରହୁଛନ୍ତି । ଅନେକ ଜାଗାରୁ ପିଲାମାନେ ଆସୁଛନ୍ତି ଏହି କାମ କରିବା ଏପାଇଁ । ସରକାରଙ୍କ ତରଫରୁ ସେକ୍ସୱାର ପାଇଁ କିଛି ସାହାଜ୍ଯ ମିଳିବା ସହ ଏହାକୁ ସମର୍ଥନ କରିବା ପାଇଁ ନାଗମଣି କହିଛନ୍ତି ।

ଯଦି ସେକ୍ସୱାର ନ ରହିବ ତେବେ ଆଗାମୀ ସମୟରେ ମା ଝିଅ ଆଉ ରାସ୍ତାରେ ଚାଲିପାରିବେ ନାହି । କାରଣ ସେକ୍ସୱାର ଥାଇ ମଧ୍ୟ ଆଜିକାଲି ବଳତ୍କାର ଅଧିକ ହେଉଛି । ଯେଉଁ ଝିଅମାନେ ଏଠାକୁ ଆସୁଛନ୍ତି ତାହା ବିଷୟରେ ସବୁ ତଦନ୍ତ କରିବା ପରେ ମାଳିସାହିରେ ତାଙ୍କୁ ରଖାଯାଏ । ଯଦି କେଉଁ ଝିଅମାନେ ଏହି କାମ କରି ନାହାନ୍ତି ତେବେ ତାଙ୍କଉ ଏଠାରେ ରଖାଯାଏ ନାହି ।

ଯଦି ସେମାନେ ନିଜ ଘରକୁ ଯାଇପାରିବେ ନାହି ତେବେ ଏହି ମାମଲାରେ ନାଗମଣି କହିଛନ୍ତି ସମାନେ ନିଜେ ଝିଅ ମାନଙ୍କୁ ତାଙ୍କ ଘରେ ପଠାଇ ଦେଇଥାନ୍ତି । ପୂର୍ବ ଅପେକ୍ଷା ଆଜିର ଦୁନିଆରେ ସେକ୍ସୱାରର ଚାହିଦା ଅଧିକ ରହିଛି ବୋଲି ନାଗମଣି କହିଛନ୍ତି । ଏଠାରେ ରହୁଥିବା ଜଣେ ମହିଳା କହିଛନ୍ତି ସେ ତାଙ୍କର ପରିବାର ଭରଣ ପୋଷଣ କରିବା ପାଇଁ ଏହି ଧନ୍ଦା କରୁଛନ୍ତି ।

ଏଠାରେ ଯେଉଁ ଟଙ୍କା ସେ କମାଇଥାନ୍ତି ସେ ନିଜର ପରିବାରର ଜୀବିକା ନିର୍ବାହ କରିଥାନ୍ତି । ଏଠାରେ କେହି କାହାକୁ ଜୋର ଜବରଦସ୍ତି କରି ଆଣନ୍ତି ନାହି ବରଂ ସେମାନେ ନିଜ ଇଚ୍ଛାରେ ଆସିଥାନ୍ତି । ଅନ୍ୟ ଜଣେ ମହିଳା କହିଛନ୍ତି ସେ ତାଙ୍କ ସ୍ଵାମୀଙ୍କ ଖରାପ ହେବା କାରଣରୁ ଏହି କାମ କରୁଛନ୍ତି ଯାହା ବିଷୟରେ ତାଙ୍କ ସ୍ଵାମୀ ଜାଣିଛନ୍ତି । ନିଜ ସ୍ଵାମୀଙ୍କର ଚିକିତ୍ସା ପାଇଁ ଯେତେ ଟଙ୍କା ଦରକାର ତାହା ତାଙ୍କୁ ଅନ୍ୟ କେଉଁଠାରୁ ବି ମିଳିବ ନାହି । ଇଚ୍ଛା ନ ଥାଇ ମଧ୍ୟ ବାଧ୍ୟତାମୂଳକ ଭାବେ ଏଠାରେ ମହିଳା ମାନେ ରହି ନିଜର ପେଟ ପୋଷିବା ପାଇଁ ଏହି କାମ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *