2021 ମାର୍ଗଶୀର ମାସରେ ଭୂମିକମ୍ପ ହେବାଟା ଥୟ! Malika Bhabisyabani

ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟତରେ କେଉଁ ସ୍ଥାନରେ କଣ ଘଟିବ ସେହି ବିଷୟରେ ମାଲିକାରେ ଉଲ୍ଲେଖ କରିଛନ୍ତି । ଏହି କ୍ରମରେ ସେ କହିଲେ କି: ବିଂଶ ଅଙ୍କ ଠାରୁ ଓଡିଶା ଦେଶରେ ହୋଇବ ଫସଲ ହାନି । ଦିନକୁ ଦିନ ହୋଇ ମୋହ ରୋଗ କଷଣ ଭୋଗିବେ ପ୍ରାଣୀ ॥

ଅଚ୍ୟୁତାନନ୍ଦ କହିଲେ କି ଦିନେ ଏହିଭଳି ସମୟ ଆସିବ ଦେଶର ସବୁଠୁ ଅଧିକ ଓଡିଶାରେ ଫସଲ ହାନି ହେବ । ଏହା ପୂର୍ବରୁ ବି ବହୁତ ଫସଲ ହାନି ଘଟଣା ଆପଣଙ୍କ ସାମ୍ନାରେ ଘଟିଥିବ । ଏହା ସହିତ ଦିନକୁ ଦିନ ଅର୍ଥାତ ସବୁଦିନ ସବୁ ଜିନିଷର ମୂଲ୍ୟ ବଢିଯିବ ।

ଯେଉଁ ଜିନିଷକୁ ଆପଣ ଅଳ୍ପ ଟଙ୍କାରେ କିଣୁଥିଲେ ତାହାର ମୂଲ୍ୟ ହୁ ହୁ ହୋଇ ବଢିଯିବ । ଚାଷ ଜିନିଷର ମୂଲ୍ୟ ବି ବଢିବାରେ ଲାଗିବ । ଦୁଃଖ କଷ୍ଟ ମଧ୍ୟରେ ଆପଣ ଜୀବନ ଅତିବାହିତ କରିବେ ।

ସେହି ଦିନ ଠାରୁ ଜଳର କଷଣ ହୋଇବ ଯେଉଁ ଦିନ ।

ବିଦେଶରୁ ଆସି ଓଡିଶାରେ ପଶି ବୋଲାଇବେ ମହାଜନ ॥

ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ଏମିତି ବି ସମୟ ଆସିବ ଯେତେବେଳେ ପାଣିର ଅଭାବ ଦେଖାଯିବ । ସେହି ସମୟରେ ବିଦେଶରୁ ବ୍ରିଟିଶମାନେ ଆସି ଏଠି ମହାଯାନ ହେବ । ଅର୍ଥାତ ସେମାନଙ୍କର ନା ହିଁ ଖାତା ଥିବ ନା ହିଁ ଖତିୟାନ ଥିବ କିନ୍ତୁ ସେମାନେ ଏଠିକାର ମହାଯାନ ହୋଇଯିବେ ।

ପଶ୍ଚିମ ଦେଶରେ ଶିଶିର ମାସରେ ଭୂମିକମ୍ପ ହେବ ଜାଣ ।

୨୧ ଅଙ୍କେ ଏହା ହିଁ ଘଟିବ ଶୁଣ ବୀନତା ନନ୍ଦନ ॥

ମହାପୁରୁଷ କହିଲେ କି ଶିଶିର ମାସରେ ଅର୍ଥାତ କାର୍ତ୍ତିକ ମାର୍ଗଶିର ମାସରେ ଭୂମିକମ୍ପ ହୋଇଛି । ଅର୍ଥାତ ଦିଲ୍ଲୀରେ ଭୂମିକମ୍ପ ହୋଇ ସାରିଛି । ଏହା ବିଷୟରେ ୬୦୦ ବର୍ଷ ପୂର୍ବରୁ ମାଲିକାରେ ଉଲ୍ଲେଖ ହୋଇସାରିଛି । ଏହି ସମୟରେ ଅନେକ ସ୍ଥାନରେ ଆପଣ ଭୂମିକମ୍ପ ଅନୁଭବ କରିବେ । ଏହି ବର୍ଷ ହିଁ ଆହୁରି ଭୂମିକମ୍ପ ହୋଇପାରେ । ସେଥିପାଇଁ ସତର୍କ ରୁହନ୍ତୁ । ସେଥିପାଇଁ ପାପ କର୍ମ ଠାରୁ ଦୂରେଇ ଯାଇ ପୂଣ୍ୟ କରନ୍ତୁ । କାରଣ ପୁଣ୍ୟର ପ୍ରଭାବ ଅଧିକ । ଆପଣ କୋର୍ଟ କଚେରୀରେ ଠକି ଦେଇ ପାରନ୍ତି ।

କିନ୍ତୁ କେବେ ବି ଭଗବାନଙ୍କ ଦରବାରରେ ଠକି ପାରିବେ ନାହିଁ । ବର୍ତ୍ତମାନ ସମୟରେ ମହାପୁରୁଷର ପ୍ରତ୍ୟକଟି ବାକ୍ୟ ସତ୍ୟ ପ୍ରମାଣିତ ହୋଇଛି । ମାଳିକା ଶାସ୍ତ୍ର ପଢନ୍ତୁ ଓ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ମାଳିକାର ବଚନ ଆଗ ପଛ ହୋଇପାରେ । କିନ୍ତୁ ଏହା ଦିନେ ନା ଦିନେ ସତ୍ୟ ପ୍ରମାଣିତ ହେବ । କିନ୍ତୁ ଏହି ସ୍ଥାନରେ ଆପଣ ଭୟଭିତ ହୋଇ ଯାଆନ୍ତୁ ନାହିଁ । ପ୍ରଭୁଙ୍କ ପ୍ରତି ବିଶ୍ଵାସ ଓ ଭଲ ପାଇବା ରଖନ୍ତୁ । କିନ୍ତୁ କହିଦେଉଛୁ କି ଯେଉଁଠି ଭୟ ବି ଅଛି ସେଠି ଜୟ ବି ଅଛି । ଜଗନ୍ନାଥଙ୍କ ଉପରେ ବିଶ୍ଵାସ ରଖନ୍ତୁ ଓ ଆପଣମାନେ ଭଲ କର୍ମ କରି ଚାଳନ୍ତୁ । କାରଣନ ଏହି ସାଂସାରରେ ମଣିଷ ଯେମିତି କର୍ମ କରିବ ସେମିତି ତାକୁ ଫଳ ମିଳିବ ।

Leave a Reply

Your email address will not be published. Required fields are marked *