ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମେ ୧୭ ତାରିଖରୁ ମଙ୍ଗଳ ଗ୍ରହ ଗୁରୁ ଗ୍ରହରେ ପ୍ରବେଶ କରି ରାଜଯୋଗ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଫଳରେ ଏହି ସଂଯୋଗ କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ରହି ମାନଙ୍କର ପରିବର୍ତ୍ତନ ହୋଇଥାଏ ବୋଲି ଶାସ୍ତ୍ର ରେ କୁହା ଯାଉଛି । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଶୁଭ ଅଶୁଭ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।
କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ମଙ୍ଗଳ ଗ୍ରହ ମେ ୨୭ରୁ ଜୁନ ୨୭ ଯାଏଁ ମଙ୍ଗଳ ହିନ ମଙ୍ଗଳ କରିବେ । ପିତାଙ୍କ ପରାମର୍ଶ କ୍ରମେ ଉନ୍ନତି ହେବ । ବିଦେଶକୁ ଯାତ୍ରା କରିବେ । ଅଚାନକ ଧନ ଲାଭ ହେବ । ବିଦେଶରେ ଆପଣ ସେଟଲ ହୋଇ ପାରନ୍ତି । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ ହେବ । ଜୀବନରେ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ ।
ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ଶୁଭ ଦିନର ଆରମ୍ଭ ହେବକୁ ଯାଉଛି । ଆପଣଙ୍କର ଜୀବନରେ ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ । ବୁଦ୍ଧିମାନ କାରଣରୁ ଆପଣ ବହୁତ ଭଲ କମ କରିବେ । ସମାଜରେ ଭଲ ପ୍ରଦର୍ଶନ କରିବେ ଯାହା ଦ୍ଵାରା କୀର୍ତ୍ତି ସ୍ଥାପନ ହେବ । ଆକସ୍ମିକ ଲାଭ ହେବ ।
ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅଚାନକ ଧନ ଲାଭ ହେବ । ରାଜଯୋଗ କାରଣରୁ ଭୌତିକ ସୁଖରେ ବୃଦ୍ଧି ହେବ । ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜର ଦକ୍ଷତା ଅନୁଯାୟୀ ସଫଳ ହେବେ । ଦାଂପତ୍ଯ ଜୀବରେ ମଧୁର ସମ୍ପର୍କ ରହିବ ।
ମକର ରାଶି : ଏହି ରାଶିର ଲୋକ ମାନଙ୍କର ରାଜଯୋଗ କାରଣରୁ କଠିନ ପରିଶ୍ରମ କରି ବଡ ସଫଳତା ଲାଭ କରିବେ । ନୂଆ ଦାୟିତ୍ଵ ଭାବର ପାଇବେ । ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ନୂଆ ମିତ୍ର ସ୍ଥାପାନ କରିବେ । ଅଚାନକ ଧନ ଲାଭ ହେବ ।
କୁମ୍ଭ ରାଶି : ଏହି ରାଶିର ଲୋକଙ୍କୁ ଅଚାନକ ଧନ ଲାଭ ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିବ । ବେପାର କେହତରରେ ଧନ ଲାଭ ହେବ । ପ୍ରେମ ଜୀବନ ସୁଖମୟ ରହିବ । ଛୋଟ ଭାଇ ଭଉଣୀଙ୍କ ଠାରୁ ସହଯୋଗ ପାଇବେ । ବ୍ୟାପାରିକ ଯାତ୍ରା ଲାଭଦାୟକ ରହିବ ।
ମୀନ ରାଶି : ଆପଣଙ୍କର ବ୍ୟକ୍ତିତ୍ବରେ ବିକାଶ ହେବ । ଘର ପରିବାରରେ ସୁଖର ମାହୋଲ ରହିବ । ଯେଉଁ ନିସ୍ପତି ନେବେ ତାହା ସଠିକ ହେବ । ସନ୍ତାନ ସୁଖର ଯୋଗ ରହିଛି । ବିଦେଶକୁ ଯାତ୍ରା କରିବେ । ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।