ମାନବ ଧର୍ମର ପରିଭାଷା! ଧର୍ମ ବାସ୍ତବରେ କଣ? Krishna Vani

ଏଠାରେ  ଧର୍ମ ତାତ୍ପର୍ଜ୍ୟ ଧାର୍ମିକ ମାନ୍ୟତାରେ ନଥାଏ ଆମ କର୍ତବ୍ୟରେ ହୋଇଥାଏ । ଯେମିତିକି ଆମେ କାହା ଉପରେ କିଛି ପ୍ରଶାନ କରିଥାଉ ସାମ୍ନା ବାଲା ହଠାତ କହିଥାଏ ପ୍ରଥମେ ମିଜା କର୍ମ କର ତାପରେ ଯାଇ କାହା ଉପରେ ପ୍ରସ୍ନ କରିବେ । ପ୍ରଥମେ ନିଜ କାମ ଠିକସେ କର ତାପରେ ଆଉ କାହା ଉପରେ କାମ ନକରିବାର ଭୁଲ ବାଛିବ ।ଆମେ ସବୁ ବେଳେ ଜଣେ ଦୁଇଜଣଙ୍କ ଉପରେ କର୍ମ ନକରିବାର ପ୍ରଶ୍ନ ଉଠାଇ ଥାଉ । ଏହା କେବେ ଭାବି ନଥାଉ ଧନ ବାସ୍ତବରେ କଣ ହୋଇଥାଏ । ତାର ଆମ ଜୀବନରେ କେତେ ଭୂମିକା ରହିଥାଏ । ଗୋଟେ ବ୍ଯକ୍ତିର ସମଯରେ କଣ ଧର୍ମ ହୋଇଥାଏ ।


ଗୋଟେ ସ୍ଵାମୀର ସ୍ତ୍ରୀ  ପ୍ରତି ଓ ସ୍ତ୍ରୀର ସ୍ଵାମୀ ପ୍ରତି କଣ ଧର୍ମ ହୋଇଥାଏ । ଆଉ ଧର୍ମର କେତେ ସ୍ୱରୂପ ହୋଇଥାଏ, ସବୁଠୁ ଖାସ କଥା ହୋଇଥାଏକି   ସେ ସବୁବେଳେ ଅନ୍ୟକୁ ଦାୟିତ୍ଵ ବାନ କରାଇବାର ଚେଷ୍ଟା କରିଥାଏ । ଜିଏବି  ଏହି ସଂସାରରେ ଥାଏ ସମସ୍ତଙ୍କର ନିଜ ନିଜ ଧର୍ମ ହୋଇଥାଏ । ଉଦାହରଣ ସ୍ଵରୁପ୍ପ ଗଛର ଧର୍ମ ହୋଇଥାଏ ଛାଇ ଓ ଫଳ ଦେବା । ନଦୀର ଧର୍ମ ଅଟେ ଜଳ ଦେଇ ଜୀବନ ଦାନ କରିଥାଏ  । ବାଦଲର ଧର୍ମ ଅଟେ ଜଳ ବର୍ଷା କରାଇବାର ଆଉ ସୂର୍ଯ୍ୟର ଧର୍ମ ଅଟେ ପ୍ରକାଶ କରିବା ।

ଏହିଭଳି ମନୁଷ୍ୟର ଧର୍ମ ଅଟେ ଉଦାର ହେବା, ସଦାଚାରୀ ଓ ସଦବ୍ୟବାହର କରିବା, ମନୁଷ୍ୟର ଏକ ମାତ୍ର ଧର୍ମ ଅଟେ ମଣିଷ ପ୍ରତି ଉଦାର ଭାବ ରହିବା । ସେଥିପାଇଁ ଭାରତରେ ଅଧିକ ମହତ୍ଵ କର୍ମଠୁ ସଦାଚାରକୁ ଦିଆଯାଇଛି ।ସତ ବ୍ୟବହାର ହିଁ ଧର୍ମ ଅଟେ । ସତ ବ୍ଯବହରରେ କର୍ମ ଧର୍ମ ନୀତି ଜ୍ଞାନ ସାମିଲ ରହୁଛି, ଧର୍ମର ବହୁତ ରୂପ ଓ ପ୍ରକାର ରହିଥାଏ । ଶେଠୀ ପାଇଁ ଗୋଟିଏ ରୂପକୁ  ଗୋଟେ କାହାଣୀରେ ବର୍ଣନା କରାଯାଇଛି । ଗୋଟେ ସନ୍ଥ ଥିଲେ ନାମ ଥିଲା ସମ୍ୟମୁନି ସହାୟତା ଓ ସହନସିଳତାକୁ ତାର ଧର୍ମକୁ ବନାଇ ରଖିଥିଲେ ।


ଦିନେ ସେ ନଦୀରୁ ଗାଧୋଇ ବାହାରିବ ସମୟରେ ଗୋଟେ ବିଛାକୁ ପାଣିରେ ଭାସୁଥିବା ଦେଖିଲେ । ତାଙ୍କ ମନରେ ଆସିଲା ସେହି ବିଛାର ସହାୟତା କରିବା ଆବଶ୍ୟକ । ସେ ବିଛାକୁ  ନିଜ ସ୍ଵଭାବ ଓ କର୍ମ ଦ୍ଵାରା ତାକୁ ଟଙ୍କ ମାରିଲା । ମୁନି ବହୁତ ଢିଲା ଭାବରେ ଧରିଥିଲେ । ସେଥିଲାଗି ସେ ପୁଣି ଭାସିଗଲା ଆଉ ବିଛା ପୁଣି ତାଙ୍କୁ ଟଙ୍କ ମାରିଲା । ମୁନି ତାଙ୍କୁ ବହୁତ ବଞ୍ଚାଇବାକୁ ଚେଷ୍ଟା କରିଲେ ବିଛା ସେମିତି ତାଙ୍କୁ ଟଙ୍କ ମାରିଥିଲେ । ଶେଷରେ ସେ ସଫଳ ହୋଇଥିଲେ ବିଛୁକୁ ଜୀବନ ଦାନ ଦେଇ  ସେ ଚାଲିଗଲେ ।

ତାଙ୍କୁ ଲୋକ ପ୍ରଶ୍ନ କରିଥିଲେ କି ଯିଏ ତୁମକୁ ଏତେ କାମୁଡିଲା ଆପଣ କାହିଁକି ତାର ଜୀବନ ବଞ୍ଚାଇଥିଲେ ଓ କାହିଁକି ଏତେ କଷ୍ଟ ସହିଲ । ମୁନି କହିଲେ ବିଛା ଯଦି ତାର ଟଙ୍କ ମାରିବାର ଧର୍ମକୁ ଛାଡୁନି ମୁଁ ସହନଶୀଳତା ଓ ସହାୟତାର ଧର୍ମକୁ କେମିତି ଛାଡିବି । ନିଜ ଧର୍ମରେ ଚାଲି କଷ୍ଟ ସହିବା ତପ ଆଉ ଜୀବନ ଅଟେ । ପରୋପକାର କରିବା ଧର୍ମ ଓ ପୂଣ୍ୟ ଅଟେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *