୧ ଜାନୁଆରୀ ୨୦୨୧ ନୂଆ ବର୍ଷର ପ୍ରଥମ ଦିନ ଘରର ଏହି ଜାଗାରେ ଲଗାନ୍ତୁ କ୍ଯାଲେଣ୍ଡର- ଲକ୍ଷ୍ମୀ କରିବେ ଧନ ବର୍ଷା 

ବାସ୍ତୁଶାସ୍ତ୍ରରେ କ୍ଯାଲେଣ୍ଡର ଲଗାଇବାର ଠିକ ଉପାୟ ବିଷୟରେ ବହୁତ ସାରା ସୂଚନା ଦିଆଯାଇଛି । ଯଦି ନୂଆ ବର୍ଷରେ ଠିକ ଦିଗରେ କ୍ଯାଲେଣ୍ଡର ଲଗାଇବେତ ଏଥିରେ ପ୍ରଗତି ହୋଇଥାଏ  ଓ ପୁରା ବର୍ଷା ଧନ ଆସିଥାଏ, ସୁଖ ଶାନ୍ତି ଭଲ ସ୍ୱାସ୍ଥ୍ୟ ରହିଥାଏ । ବାସ୍ତୁ କହିଥାଏ ପୁରୁଣା କ୍ୟାଲେଣ୍ଡରକୁ ହଟାଇ ନୂଆ କ୍ଯାଲେଣ୍ଡର ଲଗାଇବେ । ନୂଆବର୍ଷରେ ନୂଆ କ୍ଯାଲେଣ୍ଡର ଲଗାଇବା ଉଚିତ,  ପୁରୁଣା ଦିନରୁ  ବହୁତ ଭଲ ସମୟ ମିଳିବ ଆପଣଙ୍କୁ । କେବେବି କବାଟ ଦ୍ଵାରରେ ଘଣ୍ଟାକି କି କ୍ଯାଲେଣ୍ଡର ଲଗାଇବେ ନହିଁ ।


ଏଥିରେ ପାରିବାରିକ ସଦସ୍ୟଙ୍କ ବୟସ କମ ହୋଇଥାଏ ଓ ତାଙ୍କ ସ୍ଵାସ୍ଥ୍ୟରେ ଅବନତି ଘଟିଥାଏ । ଖାସ କରି କବାଟ ଉପରେ କେବେବି କବାଟ ଦ୍ଵାରରେ କ୍ଯାଲେଣ୍ଡର ଲଗାଇବ ଉଚିତ ନୁହେଁ । ନହେଲେ ଘର ଲୋକ ଚିନ୍ତିତ ରହିବେ । ଆପଣ ଯଦି ପୁରୁଣା କ୍ଯାଲେଣ୍ଡର ହଟାଇବେ ନହିଁ ବହୁତ ଅଶୁଭ ଫଳ ମିଳିଥାଏ । ଜୀବନରେ ଆସୁଥିବା ଉନ୍ନତିକୁ ସମାପ୍ତ କରିଦେଇଥାଏ । ସେଥିପାଇଁ ପୁରୁଣା କ୍ଯାଲେଣ୍ଡର ଠାରୁ ମୋହମୟା ହଟାଇ  ଦେଲେ ଭଲ ହେବ ।


ଏବେ ପ୍ରଶ୍ନ ଅଟେକି ଏହାକୁ କେଉଁଠି ଲଗାଇବେ । ପୂର୍ବ ଓ ଉତ୍ତର ଦିଗରେବି ଭୁଲରେ କିଛି ଭାରି ବସ୍ତୁ ରଖିବା ଉଚିତ ନୁହେଁ । ଏହି ଦିଗରେ କିଛି କ୍ଯାଲେଣ୍ଡର କି ଫୋଟୋ   ଟାଙ୍ଗନ୍ତୁ ନହିଁ ନହେଲେ କରଜରେ ବୁଡି ରହିବେ । ପାହାଡର କିଛି ଫୋଟୋ କି କ୍ଯାଲେଣ୍ଡର ଯଦି କବାଟ ପାଖରେ ଲଗାଇବେ ତାହେଲେ ବହୁତ ଖରାପ ହୋଇଥାଏ । ପଶୁ ବା ନେଗେଟିଭ ଉଦାସ ବାଲା ଫୋଟ ଲଗାଇଲେ ଘରେ ନେଗେଟିଭ ଜିନିଷ ଘରକୁ ଆସିଥାଏ । ଭୁଲରେବୀ ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଲଗାନ୍ତୁ ନହିଁ । ନହେଲେ ଆପଣଙ୍କ ଘରେ ଅସୁବିଧା ଚାଲିବ ।


ପୂର୍ବ ଦିଗରେ କ୍ଯାଲେଣ୍ଡର ଲଗାଇବା ଦ୍ଵାରା ଆପଣଙ୍କୁ ଅବସର ମିଳିଥାଏ ଆଗକୁ ବଢିବାର ବା ଲିଡରଶିପ ଗୁଣ ବଢିଥାଏ । ସେଥିଲାଗି ଏହି ଦିଗରେ କ୍ଯାଲେଣ୍ଡର ଲଗାନ୍ତୁ । ଯଦି ସୂର୍ଯ୍ୟ ଦୋୟ ବାଲା ସିନଥାଏ ତାହାଲେ ବହୁତ ଭଲ ହୋଇଥାଏ । ଏଥିରେ ସନ୍ତାନ ବହୁତ ଉନ୍ନତି କରିଥାଏ । ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଲଗାଇଲେ ସମୃଦ୍ଧି ଓ ବୈଭବ କମି ଯାଇଥାଏ । କବାଟ ପଛରେ ଲଗାଇବା ଦ୍ଵାରା ଧନହାନୀ ମନ ହାନି ସ୍ୱାସ୍ଥ୍ୟ ହାନି ହୋଇଥାଏ । ଉତ୍ତର ଦିଗ କୁବେରଙ୍କ ଦିଗ ହୋଇଥାଏ, ଏହି ଦିଗରେ ହରିୟାଲି, ନଦୀ ସମୁଦ୍ରଭାଲି ଚିତ୍ର ଲଗାଇବେ ଓ ବିବାହ ସମ୍ବନ୍ଧିତ ଚିତ୍ର ମଧ୍ୟ ଲଗାଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *