ଏମିତି କିଛି Dancer ଯିଏ ଆଜି ଅଛନ୍ତି ଏଭଳି ଅବସ୍ଥାରେ, ଦେଖିଲେ ବିଶ୍ବାସ ହେବନି

ବଲିଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯିଏ କାମ କରି ପାରିଲା ସେ ସମସ୍ତଙ୍କ ଆଗରେ ଭଲ ଓ ପ୍ରସିଧ କଳାକାର ହୋଇପାରିଲା । ତେବେ ଯିଏ କାମ ପାଇଲା ନାହିଁ ତାକୁ ଦର୍ଶକ ମାନେ ଭୂଲି ଗଲେ । ଆପଣ ମାନେ ବହୁତ୍ ଏମିତି କଳାକାର ମାନଙ୍କୁ ଦେଖିଥିବେ ଯିଏ ଗୋଟେ ବା ଦୁଇଟି ସିରିଏଲ୍ ବା ଚଲଚିତ୍ର କରିଥିଲେ କିନ୍ତୁ ଦର୍ଶକ ତାଙ୍କ ଅଭିନୟ ପସନ୍ଦ କଲେ ମଧ୍ୟ ସେ ଅଭିନୟ ଦୁନିଆ ଛାଡି ଚାଲି ଯାଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ହଜି ଯାଇଛନ୍ତି ।

୧- ସେଫାଲି :

ଆପଣ ମାନେ ସେଫାଲିଙ୍କୁ ଜାଣିଥିବେ ଯିଏ “କଣ୍ଟା ଲଗା” ଗୀତରେ ଡ୍ୟାନସ କରିଥିଲେ ଓ ଦର୍ଶକ ମାନେ ଏହି ଆଇଟମ ସଙ୍ଗ ବହୁତ୍ ପଶନ୍ଦ କରିଥିଲେ ଯାହା ପରେ ସେଫା ଲି ଙ୍କୁ ବହୁତ୍ ଅଲଗା ଅଲଗା ଆଫର୍ ମଧ୍ଯ ମିଳିଥିଲା କିନ୍ତୁ ଏହି ଗୀତ ଭଳି ଅନ୍ୟ କିଛି ଗୀତ ସଫଳତା ପ୍ରାପ୍ତ କଲା ନାହିଁ ଓ ତାଙ୍କ କେରିଅର୍ କିଛି ରହିଗଲା । ବର୍ତମାନରେ ଆପଣ ମାନେ ସିଫାଲିଙ୍କୁ ବିଗ ବସ ୧୩ ରେ ଦେଖିବାକୁ ପାଇଥିବା ତାଙ୍କ ସ୍ୱାମୀଙ୍କ ନାମ ପରାଗ ଅଟେ ଯିଏ ସିରିଏଲ୍ସ ରେ ନେଗେଟିବ କ୍ୟାରେକ୍ତର୍ ରେ କାମ କରନ୍ତି ।

୨- ଗୀତା ମା :

ଗୀତା ମା ବିଷୟରେ ଆଜି ଅବା କିଏ ଜାଣି ନାହାନ୍ତି ସେ ବହୁତ୍ ପ୍ରସିଧ କୋରିଓ ଗ୍ରାଫର୍ ଅଟନ୍ତି ଓ ବହୁତ୍ ଡ୍ୟାନସର୍ ଶୋ ରେ ଜଜ୍ ଭୂମିକା ରେ ମଧ୍ଯ ରହିଥାନ୍ତି। ତାଙ୍କ ବଲିଉଡ ଦୁନିଆ ରେ ପ୍ରଥମ ଗୀତ ଥିଲା “ତୁଝେ ୟାଦ ନା ଆଇ ମେରି” ଏହି ଗୀତ ବହୁତ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ଏହା ପରେ ସେ ଡ୍ୟାନସ କଲେ ନାହିଁ ଓ କୋରୀଓ ଗ୍ରାଫି କରିବା ଆରମ୍ଭ କରିଥିଲେ ଓ ବହୁତ ପ୍ରସିଧ ମଧ୍ଯ ହେଲେ ।

୩- ହେଲେନ :

ଆପଣ ମାନେ ସୁପର ଷ୍ଟାର୍ ସଲମାନ୍ ଖାନ୍ ସାବତ ମା ହେଲେନଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି । ହେଳେନଙ୍କୁ ଆଇଟମ ଗର୍ଲ କୁହାଯାଏ କାହିଁକିନା ଆଇଟମ ସଙ୍ଗ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଓ ଲୋକ ତାଙ୍କ ଡ୍ୟାନସ୍ କୁ ବହୁତ ପସନ୍ଦ ମଧ୍ଯ କରୁଥିଲେ । ତେବେ ହେଲେନ କୁ ଆପଣ ମାନେ ଅନ୍ତିମ ଥର ପାଇଁ ମୋହବତ୍ ଫିଲ୍ମ ରେ ଦେଖିବାକୁ ପାଇଥିବେ ଏହା ପରେ ସେ ବହୁତ ଜାଗାରେ ନିଜ ଫ୍ୟାମିଲି ସହ ଦେଖା ଦେଇଥିଲେ କିନ୍ତୁ କିଛି ଫିଲ୍ମ କରି ନାହାନ୍ତି । ସଲମାନ୍ ଖାନ୍ ହିଲେନଙ୍କୁ ବହୁତ ଭଲ ପାଇଥାନ୍ତି ଓ ଏହା ଦୁହିଁଙ୍କୁ ଦେଖିବାରୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *