ଯାଦୁ, କାଛୁ ଓ କୁଣ୍ଡିଆ ଭଳି ରୋଗକୁ ମୂଳରୁ କରିବ ଶେଷ ଏହି ଗଛର ରସ- Acharya Balkrishna

ଆପଣ ମାନେ ସମସ୍ତେ କେବେ ନା କେବେ ଚର୍ମ ରୋଗ ବା କୁଣ୍ଡିଆ ରୋଗ ଭଳି ସମସ୍ୟାରୁ ଗ୍ରସ୍ତ ହୋଇଥିବେ ଏହି ଭଳି ସମସ୍ୟା ପ୍ରାୟତଃ ଥଣ୍ଡା ଦିନରେ ଅଧିକ ମାତ୍ରା ରେ ହୋଇଥାଏ । ତେବେ ଥଣ୍ଡା ଦିନରେ ଶରୀର ଚର୍ମ ସୁଖିବାକୁ ଲାଗିଥାଏ ଯେଉଁ କାରଣରୁ ଏହି ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କୁ ମଧ୍ଯ ଏହି ଭଳି ସମସ୍ୟା ଅଛି ତେବେ ଚିନ୍ତା କରନ୍ତୁ ନାହିଁ କାହିଁକିନା ଆମେ ଆପଣଙ୍କ ପାଇଁ ବହୁତ୍ ସହଜ ଘରୋଇ ଉପଚାର ଆନିଛୁ ଯାହା ସମସ୍ତଙ୍କ ପାଇଁ ବହୁତ୍ ଲାଭକାରୀ ଅଟେ ।

ଆପଣ ମାନେ ସମସ୍ତେ ଦୁଦୁରା ଫୁଲ ଗଛ ନିଜ ଆଖ ପାଖ ଜାଗାରେ ଦେଖିବାକୁ ପାଇଥିବେ ଏହି ଫୁଲ ବହୁତ୍ ଔଷଧୀୟ ହୋଇଥାଏ କିନ୍ତୁ ଏହାର ଅଧିକ ବ୍ୟବହାର ଆପଣଙ୍କ ପାଇଁ ବହୁତ୍ ଖରାପ୍ ହୋଇଥାଏ । ତେବେ କୁହା ଯାଇଛି ଯେ ଦୁଦୁରା ଫୁଲ କ୍ଷୀର ଯଦି କାହା ଆଖିରେ ପଡ଼ିଥାଏ ତେବେ ବ୍ୟକ୍ତି ନିଜ ଦୃଷ୍ଟି ହରାଇଥାଏ ସେଥିପାଇଁ ଧ୍ୟାନ ରଖି କାମ କରିବା ଆବଶ୍ୟକ ଅଟେ ।

ଆପଣଙ୍କୁ ଦୁଦୁରା ଗଛ୍ରୁ ଗୋଟେ ଚାମଚ କ୍ଷୀର ବାହାର କରିବାର ଅଛି, ଏହା ପରେ ଆପଣଙ୍କୁ ନିମ୍ବ ତେଲ ଗୋଟେ ଚାମଚ୍ ପକାଇବାକୁ ହବ । ଆପଣ ନିମ୍ବ ତେଲ କାଉନସିଲ୍ ଔଷଧ ଦୋକାନରେ ପାଇ ପାରିବେ ନଚେତ୍ ଆପଣ ସୋରିଷ ତେଲ ମଧ୍ଯ ବ୍ୟବହାର କରି ପାରିବେ କାହିଁକିନା ଏହା ଦ୍ୱାରା କିଛି ବି ଚର୍ମ ରୋଗ ବହୁତ୍ ସହଜ ରେ ଭଲ ହୋଇଥାଏ ।

ଆପଣଙ୍କୁ ଏହି ରସ ସମ୍ଭାଳି ରଖିବାକୁ ହବ ଓ କୁଣ୍ଡିଆ ଜାଗାରେ ଏହାକୁ ନେଇ କିଛି ସମୟ ପାଇଁ ମାଲିସ କରିବାକୁ ହବ ଓ ଏହା ପରେ ୫ ଘଣ୍ଟା ପାଇଁ ତାକୁ ଛାଡିବାକୁ ହବ । ଆପଣଙ୍କୁ ଏହି କଥା ବହୁତ୍ ଆଶ୍ଚର୍ଯ୍ୟ କରିବ କିନ୍ତୁ ଦୁଦୁରା ଗଛ କ୍ଷୀର ବହୁତ୍ ଔଷଧ ପାଇଁ ବ୍ୟବହାର କରାଯାଇ ଥାଏ ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ବହୁତ୍ ସମସ୍ୟା ବହୁତ୍ ସହଜ ରେ ଦୂର ହୋଇଥାଏ ଓ ଆପଣଙ୍କୁ ଏହାର ବ୍ୟବହାର ଅଧିକ ଦିନ ପାଇଁ କରିବାର ନାହିଁ ।

ଆପଣ କେବଳ ଗୋଟେ ସପ୍ତାହ ଏହାର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ସବୁ ଚର୍ମ ରୋଗ ବହୁତ୍ ସହଜ ରେ ଦୁର ହବ କିନ୍ତୁ ଧ୍ୟାନ ରଖନ୍ତୁ ଯେମିତି ଏହା ଆପଣଙ୍କ ଆଖିରେ ନଲାଗୁ ନଚେତ୍ ବହୁତ୍ ଅସୁବିଧା ହୋଇପାରେ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଦୁଦୁରା ଗଛ ପତ୍ର ଗରମ କରି ସେଥିରେ ସୋରିଷ ତେଲ ଲଗାଇ ଆଣ୍ଠୁ ଗଣ୍ଠି ଓ ପିଠି ରେ ଲଗାଇଲେ ଆପଣଙ୍କ ସବୁ ଦରଜ କମିବା ଶହ ବହୁତ୍ ଦୁଃଖ ମଧ୍ଯ ଦୁର ହୋଇଥାଏ ।

Leave a Reply

Your email address will not be published. Required fields are marked *