ମଙ୍ଗଳବାର 23 ଫେବୃଆରୀ 202- ମା ମଙ୍ଗଳାଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି କିଛି ମାନସିକ ଚିନ୍ତା ରହିବ । କାରୋବାରରେ ବୃଦ୍ଧି ହେବ । କାରୋବାରରେ ସାମାନ୍ୟତା ରହିବ । ନୂଆ ଲୋକଙ୍କ ସହିତ ଦେଖା ଆପଣଙ୍କ ଭବିଷ୍ୟ ପାଇଁ ଲାଭଦାୟକ ହୋଇପାରେ । କାମ କାର୍ଯ୍ୟରେ ବାଧା ଦୂର ହେବ । ଆଜି ଅଫିସ କାମରେ ଯିବାକୁ ପଡିପାରେ । ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସହଯୋଗ ଓ ପ୍ରୋସ୍ଛାନ ମିଳିବ । ହଠାତ କୌଣସି ଖାସ କାମ ଆପଣଙ୍କୁ କରିବାକୁ ପଡିପାରେ । ଆପଣ ବହୁତ ଶୀଘ୍ର ନିଜ କାରିୟରରେ ସଫଳତା ଅର୍ଜନ କରିବେ ।

ବୃଷ :- ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ଅନ୍ୟ ଉପରେ ଜରୁରୀ କାମ ଛାଡନ୍ତୁ ନହିଁ । ନିଜ ପରିଶ୍ରମ ଓ ପ୍ରୟାସ ଦ୍ଵାରା କାର୍ଯ୍ୟରେ ସଫଳତା ପାଇବେ । ପରିବାର କଥାକୁ ନେଇ ଟିକେ ଦ୍ଵନ୍ଦରେ ରହିବେ । ଯଦି ଅପ୍ନା ସେୟାର ବଜାରରେ ପଇସା ନିବେଶ କରିବାକୁ ଚହୁଁଛନ୍ତି ଆପଣ ଖାଇଲି ଶେୟର ବଜାର ଉପରେ ନଜର ରଖନ୍ତୁ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାକୁ ସମୟ ମିଳିବ । ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ରହିବ ।

ମିଥୁନ :- ସାମାଜିକ ଦାୟିତ୍ଵର ନିର୍ବାହ ହେବ । ଆପଣା ନିଜ କାମ ଉପରେ ଧ୍ୟାନ ରଖନ୍ତୁ । ପରିଶ୍ରମର ଭଲ ଫଳ ମିଳିବ । ବ୍ୟାପାରରେ ଭଲ ଫଳ ହାସିଲ ହେବ । ମନରେ ଅନ୍ୟ ପାଇଁ ଭଲପାଇବାର ଭାବନା ରହିବ । ଦାଂପତ୍ଯ ଜୀବନରେ ଖୁସି ରହିବେ । ପରିଜନଙ୍କ ବ୍ୟବହାର ବହୁତ ଭଲ ରହିବ । ଏହି ବର୍ଷ ଆପଣଙ୍କର ବହୁତ ଲାଭ ହୋଇପାରେ କିନ୍ତୁ ଆପଣ ଖର୍ଚ ବୁଝି ବିଚାରୀ କରନ୍ତୁ । କୌଣସି ସାମାଜିକ ସମାରୋହରେ ଯିବାର ସୁଯୋଗ ମିଳିବ ।


କର୍କଟ :- ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ବଡ ଭାଇ ଭଉଣୀଙ୍କା ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ର ଓ ପରିବାରରେ ପ୍ରଭାବ ବଢିବ । ଆପଣ କାର୍ଯ୍ୟ କ୍ଷେତ୍ରରେ ସିନି ୟରଙ୍କ ସହିତ କୌଣସି ପ୍ରକାର ଯୁକ୍ତି ତର୍କ କରନ୍ତୁ ନହିଁ । ଏହି ଦିନତି ବହୁତ ଟେନସନର ଦିନ ଅଟେ । ବ୍ୟବସାୟରେ ପୂର୍ବ କିଛି ଦିନଠାରୁ ଏବେ ଟିକେ ମୁକାବିଲା ତେଜୀ ରହିବ  । ବହୁତ ଦିନରୁ ଆସୁଥିବା ଦୁଃଖ ଓ କଷ୍ଟରୁ ମୁକ୍ତି ମିଳିବ ।

ସିଂହ :- ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ମଧ୍ୟ ରହିବ । ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବ ଏହା ପରେ ଆପଣଙ୍କୁ ଧନ ଲାଭ ମଧ୍ୟ ହୋଇପାରେ । କୌଣସି ଯାତ୍ରାରେ ଯିବେ ଯେଉଁଥିରେ ମନ ଶାନ୍ତି ରହିବ । ଆପଣ କାହା ସହିତ କଠୋରତା ସହିତ କଥା ହୋଇଆପାରନ୍ତି । ସାଙ୍ଗ ସହିତ ମତଭେଦ ମଧ୍ୟ ବଢିବ ।

କନ୍ୟା :- କନ୍ୟା ରାଶିର ଲୋକଙ୍କୁ ବ୍ୟାପାରରେ ଲାଭର ନୂଆ ଅବସର ମିଳିବ । କୌଣସି ଖାସ କାମରେ ପଇସାର ନିବେଶ କରନ୍ତୁ ନହିଁ ନହେଲେ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ କମଜୋର ରହିବ । କାର୍ଯ୍ୟରେ ବ୍ଯବଧାନ ଆସିବା ଦ୍ଵାରା ଚିନ୍ତା ବଢିବ । ପ୍ରେମ ଜୀବନ ପାଇଁ ଦିନତି ବହୁତ ଭଲ ରହିବ । କାର୍ଯ୍ୟ ସ୍ଥଳରେ କଠିନ ପରିଶ୍ରମ  ଓ ରଚନାତ୍ମକ ଦ୍ଵାରା ପ୍ରସ୍ତୁତ ହୋଇଥିବା ସମୟ ପୂର୍ବରୁ ଲକ୍ଷକୁ ହାସିଲ କରିବେ । ଆପଣ ନେଗେଟିଭ କଳ୍ପନା କରିବେ ଓ ଦ୍ଵନ୍ଦରେ ରହିବେ ।


ତୁଳା :- କାମ କ୍ଷେତ୍ରରେ ମଧ୍ୟ ଆପଣଙ୍କ ପ୍ରୟାସ ଫଳବତୀ ହେବ । ପରିବାରର ମହୋଲ ବହୁତ ଭଲ ରହିବ । ସମସ୍ତେ ସମସ୍ତଙ୍କ ପ୍ରତି ପ୍ରେମ ଭାବନା ରଖିବେ । ପ୍ରେମ ଜୀବନରେ ଚିନ୍ତାଜନକ ସ୍ଥିତିର ନିର୍ମାଣ ହୋଇପାରେ ଓ ଯେଉଁ ଲୋକ ବିବାହିତ ଅଛନ୍ତି ତାଙ୍କ ପାଇଁ ଆସି ଦିନତି ବହୁତ ଶାନ୍ତିପୂର୍ଣ ରହିବ । କାର୍ଯ୍ୟ ସ୍ଥଳରେ ନୂଆ ଦାୟିତ୍ଵ ଆସିପାରେ ବ୍ଯବସାୟିକ କ୍ଷେତ୍ରରେ ଲାଭ ହେବ । ଖର୍ଚ ଅଧିକ ବଢିପାରେ ।

ବିଛା :- ଆଜି ଖୁସି ସାମ୍ନାରେ ପଇସାର କିଛି ମୂଲ୍ୟ ନହିଁ । ବିଜନେସ ଲୋକଙ୍କ ପାଇ ଏହି ସମୟ ବହୁତ ଭଲ ଅଟେ । ବ୍ୟାପାରରେ ଭଲ ଲାଭ ହୋଇପାରେ । ସ୍ୱାସ୍ଥ୍ୟ କମଜୋର ରହିବ । କାମ ମାମଲାରେ ଆଜିର ଦିନ ବହୁତ ଭଲ ରହିବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଲଗାତର ପ୍ରଗତି କରିବେ । ଆପଣଙ୍କୁ ନିଜ ବାଣୀ ଉପରେ ଧ୍ୟାନ ଦେବାର ଅଛି ଓ ଅନ୍ୟ ଲୋକଙ୍କୁ ସନମାନ କରିବା ଉଚିତ ।

ଧନୁ :- ବ୍ୟାପାରରେ ହାନି ହେବାର ସମ୍ଭାବନା ରହିଛି ଓ ଆପଣଙ୍କ କାର୍ଯ୍ୟରେ କଷ୍ଟ ଉତ୍ପନ ହେବ । ପୁରୁଣା ଅଟକି ଥିବା କାର୍ଯ୍ୟକୁ ପୁରା କରିପାରିବେ । ରିସ୍କ ବାଲା ନିବେଶ କରିବାରେ ବଞ୍ଚିକି ରୁହନ୍ତୁ । କେହି କିଛି ନପଚାରିଲେ କିଛି ସଜେସନ ଦିଅନ୍ତୁ ନହିଁ । ହସିଖେଳି ଦିନ ବିତାନ୍ତୁ, ରାଗକୁ ନିଜ ଉପରକୁ ଆସିବାକୁ ଦିଅନ୍ତୁ ନହିଁ । ଆସ ନିରାଶର ମିଶ୍ରିତ ଭାବ ମନରେ ରହିବ । ଏବେ ପାଇଁ ଯାତ୍ରା କରନ୍ତୁ ନହିଁ ।


ମକର:- ରାଜନୈତିକ କ୍ଷେତ୍ରରେ ଜାତକଙ୍କୁ ସାମାଜିକ କାର୍ଯ୍ୟ କରିବାରେ ସଫଳତା ମିଳିବ ।ନୂଆ କାର୍ଯ୍ୟର ରୂପ ରେଖା ବନାଇବେ । ଛାତ୍ରଙ୍କ ଉଚ ଶିକ୍ଷା ସମ୍ବନ୍ଧିତ ଇଛା ପୁରା ହେବ । ରହିଯାଇଥିବା କମ ସମ୍ପର୍ଣ ହେବ । ବାହାର ଖାଦ୍ଯ ଖାଇବାରୁ ବଞ୍ଚାନ୍ତୁ । ପ୍ରେମ ଜୀବନରେ ବାଣୀ ଉପରେ ନିୟତ୍ରାଣ ରଖିବେତ ସମ୍ପର୍କରେ ମଧୁରତା ଆସିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜି ଦିନଭରି ଲାଭର ଅବସର ପ୍ରାପ୍ତ ହେବ ଓ ଆର୍ଥିକ ସ୍ଥିତି ମଜଭୁତ ରହିବ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାଇବ । ଚାକିରି ବା ବ୍ୟାପାରରେ କିଛି ନବୀନତା ଆଣିବେତ ଆଗକୁ ଯାଇ ଆପଣାକୁ ଲାଭ ହେବ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ ଓ ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜି ସେଇ ଲୋକ ମାନେ ଆପଣଙ୍କ ପ୍ରଶଂସା କରିବେ ଯାହା ଆପଣ ଶୁଣିବାକୁ ଚାହୁଁ ଥିଲେ । ସମଜରେ ସନମାନ ମିଳିବ ।କାରୋବାର ସମ୍ବନ୍ଧିତ ଯାତ୍ରା ଲାଭ ପ୍ରଦ ରହିବ । ଦାଂପତ୍ଯ ଜୀବନରେ ଝଗଡା ହେବାର ସମ୍ଭାବନା ରହିଛି । କାର୍ଯ୍ୟ ପାଇଁ ଦିନତି ଭଲ ରହିବ । ଆପଣଙ୍କ ପରିଶ୍ରମ ସଫଳ ହେବ । କୌଣସି ଅନ୍ୟ ତାରିକାରେ ଧନ ଲାଭ ହେବ ।

Leave a Reply

Your email address will not be published. Required fields are marked *