ମଙ୍ଗଳବାର ଦିନ କରନ୍ତୁ ଏହି ଖାସ ଟୋଟକା, ବାରମ୍ବାର ଅସୁବିଧା ଉପୁଜୁଥିବା କାମ ବି ଗୋଟେ ଥରରେ ହେଇଯିବ

ଆଜିକାଲିକା ଦୁନିଆରେରେ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚିତ ଅଛି । କିଏ ନିଜର ଶତ୍ରୁ ଦ୍ଵାରା ଶିକାର ହୋଇଥାଏ । ତ କାହାକୁ ନିଜର ମନପସନ୍ଦ ଜୀବନସାଥୀ ମିଳେ ନଥାଏ। ଏମତି ପ୍ରକାର ସମସ୍ଯା ସମସ୍ତଙ୍କ ଜୀବନରେ ଥାଏ । ଏହି ସମସ୍ୟାର ସମାଧାନ ପାଇଁ ଆପଣ ବହୁତ ଅଲଗା ଅଲଗା ପ୍ରକାର ଉପାୟ କରିଥାନ୍ତି । ଆଜି ଆମେ ସେମିତି କିଛି ଉପାୟ ବିଷୟରେ କହିବାକ ଯାଉଛୁ ।

ଏହି ଉପାୟ ଆପଣଙ୍କ ର ଖରାପ ଭାଗ୍ୟ କୁ ଦୂରେଇ ଦବ । ମଙ୍ଗଳବାର ଦିନ ହନୁମାନଙ୍କ ଜନ୍ମ ଦିନ । ସେଥିପାଇଁ ଏହି ଭଳି ଉପାୟକୁ ମଙ୍ଗଳବାର ଦିନ କରିଲେ ଆପଣ ବେଶି ଲାଭରେ ରହିବେ । ମଙ୍ଗଳ ବାର ଦିନ ସକାଳୁ ଉଠି ଗାଧୋଇ ସାରି ହନୁମାନଙ୍କ ସାମନାରେ ଗୋଟିଏ ଦୀପ ଜଳାନ୍ତୁ । ଏବଂ ଏକ ତମ୍ଭା ଥାଳିରେ ଚାଉଳ , ନଡିଆ, ଅଙ୍ଗୁର, ଏବଂ କଦଳୀ ଏବଂ ମୋତିର ଏକ ହାର ରଖି ଦିଅନ୍ତୁ । ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ହନୁମାନଙ୍କ ର ପୂଜା କରନ୍ତୁ ।

ଏହା ପରେ ଆରତି କରନ୍ତୁ ଏବଂ ହନୁମାନଙ୍କ ସାମନ୍ନାରେ ହାତ ଯୋଡି ଏବଂ ମଥା ଟେକି ନିଜର ମନୋକାମନା ପୂରଣ କରନ୍ତୁ । ଏହା ପରେ ଥାଳି ରଖିଥିବା ଚାଉଳକୁ ଶିବ ମନ୍ଦିରରେ ଦାନ କରନ୍ତୁ । ଅଙ୍ଗୁର ଏବଂ କଦଳୀ କୁ କୌଣସି ପଶୁ ମାନେ ଗାଈ ଏବଂ ମାଙ୍କଡଙ୍କୁ ଖାଇବାକୁ ଦିଅନ୍ତୁ । ନଡିଆ କୁ ଭାଙ୍ଗି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଧ୍ୟାନ ରଖନ୍ତୁ କି ପ୍ରସାଦ କୌଣସି ବାହାର ଲୋକଙ୍କୁ ଦେବେ ନାହିଁ । କଳା ମୋତିର ଏକ ଗଛ ତଳେ ବାନ୍ଧି ଦିଅନ୍ତୁ । ଏବଂ ପଛ କୁ ଫେରି ଦେଖିବେନି । ଏବଂ ତମ୍ଭା ଥାଳି କୁ କୌଣସି ଗାରିବାକୁ ଦାନ କରିଦିଅନ୍ତୁ । ଏହାକୁ ମଙ୍ଗଳବାର ଦିନ କରିବେ ।

ଏହି ଉପାୟ ପାଇଁ ଆପଣଙ୍କୁ ବେଶି କଷ୍ଟ କରିବା କୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଏକ ଲେମ୍ବୁ ଦରକାର । ମଙ୍ଗଳବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ଏକ ଲେମ୍ବୁ ନିଅନ୍ତୁ ଏବଂ ଲେମ୍ବୁ ଏମତି କାଟନ୍ତୁ କି ଲେମ୍ବୁଟି ଅଲଗା ଅଲଗା ନ ହୋଇଯାଉ । ଏବଂ ଏହା ପରେ ଆପଣ କାଟିଥିବୀ ଲେମ୍ବୁ ରେ ସିନ୍ଦୁର ପକାନ୍ତୁ । ଏହା ପରେ ଲେମ୍ବୁ ଟିକୁ ୨୧ ଥର ହନୁମାନଙ୍କ ପ୍ରତିମା ସାମନ୍ନାରେ ଉପର ତଳ କରି ଗୋଲ ଗୋଲ କରି ଏବଂ ନିଜର ମୋନକାମନା କୁହନ୍ତୁ । ଏହା ପରେ ଲେମ୍ବୁ ନିଜ ଘର ପାଖରେ ପୋତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *