Odia Dhaga Dhamali- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି, ବାହାରକୁ ଆସେ ଲଙ୍ଗଳା ହୋଇ, ତାହା କଣ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି ।

୧- ଗାତରେ କରଇ ଘର, ମୁହଁରେ ତାର ନିଶ, ଯାହା ଘରେ ପଶେ ତାର କରେ ସର୍ବନାଶ ?

ଉତ୍ତର- ମୂଷା

୨- ବର୍ଷା ଆସିଲେ ତା ଉପରକୁ ଉଠେ, ବର୍ଷା ଛାଡିଲେ ତାହା ତଳକୁ ଖସେ ତାହା କଣ ?

ଉତ୍ତର- ଛତା

୩- ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳେ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢି ରେ ଦୋଳି ପକ୍ଷେ ଖାଆନ୍ତି ତାହାର କୋଳି ?

ଉତ୍ତର- ବରଗଛ

୪- କେଉଁ ଜୀବ ଆଖି ଓ କଣ ପଟେ ନିଶ୍ଵାସ ପ୍ରଶ୍ଵାସ ନେଇଥାଏ ?

ଉତ୍ତର- ହାରିଣ

୫- ସଂସାର ସବୁଠାରୁ ବଡ କଇଁଛ କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା

୬- କେଉଁ ଜୀବ ର ହୃଦୟ ୧ ମିନିଟରେ ୯ ଥର ଧଡକି ଥାଏ ?

ଉତ୍ତର- ବ୍ଲୁ ହ୍ଵେଲ

୭- ଶୁଦ୍ଧ ଜଳର ପିଏଚ ନାମ କେତେ ଅଟେ ?

ଉତ୍ତର- ୭

୮- କାଚର ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ବାହାରିଥାଏ ?

ଉତ୍ତର- ଫେରିକ ଆକ୍ସାଇଡ କାରଣରୁ

୯- କେଉଁ ଫୁଲ ୧୨ ବର୍ଷରେ ଠାରେ ଫୁଟିଥାଏ ?

ଉତ୍ତର- ନୀଳକୁରଞ୍ଜି

୧୦- ବିଶ୍ଵ ଆକାଶରୁ ବିଜୁଳି ସବୁଠାରୁ ଅଧିକ କେଉଁଠାରେ ପଡିଥାଏ ?

ଉତ୍ତର- ଆଫ୍ରିକାରେ

୧୧- ଭାରତରେ କେଉଁ ରାଜ୍ଯରେ ଇଂରାଜୀ ଭାଷା ପ୍ରଚିତ ଅଛି ?

ଉତ୍ତର- ନାଗାଲ୍ୟାଣ୍ଡ

୧୨- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ଭଳି କାନ୍ଦିଥାଏ ?

ଉତ୍ତର- ମଣ୍ଡୁକ ଗଛ

୧୩-  ଫୁଟବଲ ରେ କେଉଁ ଗ୍ଯାସ ଭରା ଯାଇଥାଏ ?

ଉତ୍ତର- ହାଇଡ୍ରୋଜେନ ଗ୍ଯାସ

୧୪- ଚିନୀ ର ଦେଶର କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ

୧୫- ଗାନ୍ଧୀଜୀ ଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ ଯେବେ ଯୋଡା ହୋଇଥିଲା ତାହା କେବେ ହୋଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ

୧୬- ଭାରତର ଯେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ତାହାର ନାମ କଣ ?

ଉତ୍ତର- ତାମିଲନାଡୁ

୧୭- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି, ବାହାରକୁ ଆସେ ଲଙ୍ଗଳା ହୋଇ ତାହା କଣ ?

ଉତ୍ତର- କଦଳୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *