21 ମାର୍ଚ୍ଚରେ ଶନି ହେବେ ମାର୍ଗୀ, ଏହି ୬ଟି ରାଶି ର ଦୂର ହବ ଦୁଃଖ କଷ୍ଟ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ୧୪ ମାର୍ଚ୍ଚ ଠାରୁ ଶନି ମାର୍ଗୀ ହେବେ, ଯାହା ଦ୍ଵାରା କିଛି ରାଶି ଲୋକଙ୍କ ଦୁଃଖ ଦୂର ହୋଇଯିବ । ତାଙ୍କ ଜୀବନ ରେ ସୁଖ ସମୃଦ୍ଧି ଘରକୁ ଆସିବ, ଏହା ସହ ତାଙ୍କ ଜୀବନ ବଦଳିଯିବ ତାଙ୍କ ଜୀବନରେ ବହୁତ ପ୍ରକାର ପରିବର୍ତ୍ତନ ହବ ଯାହା ତାଙ୍କ ଜୀବନ ସୁଖମୟ କରିବ । ଶନିଙ୍କ ପ୍ରଭାବ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ରାଶି ବିଷୟରେ କୁହା ଯାଇଛି ଯାହା ଉପରେ ଶନିଙ୍କ ପ୍ରଭାବ ଭଲ ରହିବ ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଶନିଙ୍କ କେମିତି ପ୍ରଭାବ ରହିବ, ଓ କେଉଁ ରାଶି ଶନିଙ୍କ ମାର୍ଗୀ ହେବା ଦ୍ଵାରା ଲାଭ ପ୍ରାପ୍ତ କରିବେ ।

କର୍କଟ ଓ ବୃଷ ରାଶି :

୨୧ ମାର୍ଚ୍ଚ ଠାରୁ ଶନି ମାର୍ଗୀ ହେବେ, କର୍କଟ ଓ ବୃଷ ରାଶି ଲୋକଙ୍କ ଦୁଃଖ ଦୂର ହବ, ଏହି ରାଶି ଲୋକଙ୍କ ଜୀବନରେ ସୁଖ ଆସିବ । ଏହି ରାଶି ଲୋକଙ୍କ ସ୍ଵପ୍ନ ସତ ହୋଇ ପାରିବ, ଏହି ରାଶି ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହବ, ଏହି ରାଶି ଲୋକଙ୍କ ଘରେ ସୁଖ ସମୃଦ୍ଧି ଆସିବ । ଏହି ଲୋକଙ୍କ ପାଇଁ ଶନିଦେବଙ୍କ ଉପାସନା କରିବା ଶୁଭ ଅଟେ ।

ମକର ଓ ତୁଳା ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ୨୧ ମାର୍ଚ୍ଚ ଠାରୁ ଶନି ମାର୍ଗୀ ହେବେ, ଶନିଙ୍କ ଏହି ସିଧା ଚାଲି ପାଇଁ ମକର ଓ ତୁଳା ରାଶି ଜୀବନରେ ଲାଭ ଉପରେ ଲାଭ ହବ । ଏହି ରାଶି ଲୋକଙ୍କ ସବୁ ପ୍ରକାର ଦୁଃଖ ଦୂର ହବ, ଏହି ରାଶିଙ୍କ ଘରେ ଧନ ସମ୍ପତ୍ତି ବଢିବାକୁ ଲାଗିବ । ଏହି ରାଶି ଜାତକ ଲୋକଙ୍କ ଜୀବନ ସେଲିବ୍ରେଟି ଭଳି କଟିବ, ପ୍ରେମ ଓ ଟଙ୍କାରେ ଏହି ଲୋକଙ୍କୁ ବହୁତ ସଫଳତା ପ୍ରାପ୍ତ ହବ, ଶନିଦେବଙ୍କ ଆରାଧନା କରିବା ଆପଣଙ୍କ ପାଇଁ ଉତ୍ତମ ଅଟେ ।

ଧନୁ ଓ ବିଛା :

ଧନୁ ଓ ବିଛା ରାଶି ପାଇଁ ଶନିଙ୍କ ସିଧା ଚାଲି ବହୁତ ବିଶେଷ ଅଟେ, ଏହା ଦ୍ଵାରା ଲୋକଙ୍କ ଜୀବନରୁ ଦୁଃଖ ଦୂର ହବ । ଏହି ରାଶି ଲୋକଙ୍କ ଭାଗ୍ୟ ନୂଆ ରାସ୍ତା ରେ ଜୀବ, ଜୀବନ ସୁଖମୟ ରହିବ, ଜୀବନସାଥୀ ସହ ସଫଳତା ପ୍ରାପ୍ତ କରିବେ ଯାହା ଦ୍ଵାରା ସମ୍ପର୍କ ଆହୁରି ଘନିଷ୍ଠ ହବ ।

Leave a Reply

Your email address will not be published. Required fields are marked *