ମୃତକ ଶରୀରକୁ ନେଇଗଲେ ମଶାଣି, ନିଆଁ ଲଗାଇଲା ବେଳେ ଶବ ଉଠି ଠିଆ ହେଲେ ଓ ତା ପରେ…

ଦୁନିଆରେ ବହୁତ ଏମିତି ଘଟଣା ଆପଣ ଦେଖିବାକୁ ପାଇଥୀବେ ଯେଉଁଥିରେ ଭୂ-ତ୍ ପ୍ରେ-ତ୍ କାହାଣୀ ହୋଇଥାଏ ।

ତେବେ ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଭୂ-ତ ପ୍ରେ-ତ ବିଷୟ କୁ ସତ ମାନନ୍ତି କିନ୍ତୁ ବହୁତ୍ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଭୂ-ତ ପ୍ରେ-ତ କୁ ମାନନ୍ତି ନାହିଁ କାହିଁକିନା ସାଇନ୍ସ ଏହାର କିଛି ପ୍ରମାଣ ଦେଇ ପାରି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ମୃ-ତ-କ ନିଜ ଶଯ୍ୟାରୁ ଉଠି କହିଲେ ରାମ ରାମ ।

ଏହି ଘଟଣା ପାଟନା ର କାମାପୁର ମ-ଶା-ଣି ଘାଟର ଅଟେ । ବିହାର ର ରାଜଧାନି ଅଟେ ପାଟନା ଶହର ଏଠାରେ ସବୁ ଦିନ କିଛି ନା କିଛି ନୁଆ ଚାଲିଥାଏ । ତେବେ ନୁଆ ଖବର ଅନୁଯାଇ ବିହାର ଥଣ୍ଡା ବହୁତ୍ ଅଧିକ ବଢିବାରୁ ବହୁତ୍ ଲୋକଙ୍କ ମୃ-ତ୍ୟୁ ହୋଇଯାଇଛି ଏହି କାରଣରୁ ଜଣେ ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇଥିଲା ଯାହା ପରେ ପରିବାର ଓ ସମ୍ପର୍କୀୟ ମାନେ ମିଶି ତାଙ୍କ ନିଃଶ୍ୱାସ ନ ଚାଲିବାରୁ ତାଙ୍କୁ ମୃ-ତ-କ ଭାବି ମ-ଶା-ଣି ନେଇ ଯାଇଥିଲେ ।

କିନ୍ତୁ ହଟାତ ମ-ଶା-ଣିରେ ସେଜକୁ ନିଆ ଲଗାଇବା ସମୟରେ ମୃ-ତ-କ ଠିଆ ହୋଇ ରାମ ନାମ ଚିତ୍କାର କରିଥିଲେ ଯାହା ବହୁତ୍ ଲୋକେ ଶୁଣି ଡରି ଯାଇଥିଲେ ଓ ମ-ଶା-ଣିରେ ଲୋକ ଏପଟ ସେପଟ ଦୋଉଡ଼ିବାକୁ ଲାଗିଥିଲେ କିନ୍ତୁ କିଛି ସମୟ ପରେ ସମସ୍ତେ ଏହା ଅନୁଭବ କରିଥିଲେ ଯେ ମୃ-ତ-କ ଭୂ-ତ ନୁହନ୍ତି ସତରେ ଜୀବିତ ହୋଇଛନ୍ତି ଆଉ ଫୁଣୀ ଜିବନ ପାଇଛନ୍ତି । ମୃ-ତ-କଙ୍କୁ ଘରକୁ ନେଇ ଆସିଲେ ସମ୍ପର୍କୀୟ ଓ ଘର ଲୋକେ ମୃ-ତଙ୍କୁ ଦେଖି ଆଶ୍ଚର୍ୟ୍ଯ ଚକିତ ହୋଇଥିଲେ ଓ ଖୁସି ମଧ୍ୟ ହୋଇଥିଲେ ।

ତେବେ ମୃ-ତଙ୍କ ବିସୟରେ ପୁରା ଗାଁ ଓ ଜିଲ୍ଲାରେ ଲୋକେ ବହୁତ୍ କଥା କାହାଣୀ କହିଛନ୍ତି କିନ୍ତୁ ବୈଜ୍ଞାନିକ ମାନଙ୍କ କଥା ସମ୍ପୂର୍ଣ ଅଲଗା ଅଟେ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ବ୍ୟକ୍ତିକୁ ଲୋକେ ମୃ-ତ-କ ଭାବିଥିଲେ ତାଙ୍କର ବହୁତ ଅଧିକ ଥଣ୍ଡା ହେବାରୁ ନିଃଶ୍ୱାସ ବହୁତ୍ କମି ଯାଇଥିଲା ଯାହା ପରେ ଘର ଓ ପରିବାର ଲୋକ ତାଙ୍କୁ ମୃ-ତ-କ ଭାବିଥିଲେ କିନ୍ତୁ ଯେତେବେଳେ ମୃ-ତ-କଙ୍କ ଶରୀରକୁ ଯୁଇ ନିଆ ବାଜିଲା ସେତେବେଳେ ତାଙ୍କ ଶରୀର ଗରମ ହେଲା ଓ ନିଃଶ୍ୱାସ ଠିକ ବେଗରେ ଚାଲିବା ଆରମ୍ଭ କରିଥିଲା ଓ ମୃ-ତ-କ ଉଠି ଠିଆ ହୋଇଥିଲେ ।

Leave a Reply

Your email address will not be published. Required fields are marked *