ଜାଣନ୍ତୁ ମାଳିକା କାହିଁକି ଠାର ଗାରରେ ଲେଖା ହୋଇଛି

ମାଳିକାରେ ଆମ ସଂସାର ବିଷୟରେ ସବୁ କିଛି ଉଲ୍ଲେଖ କରା ଯାଇଛି, ତେବେ ମାଳିକାରେ ପ୍ରତି ବି-ପ-ଦ ଆପଦ ପାଇଁ ସଠିକ ସମୟ ଉଲ୍ଲେଖ କରା ଯାଇଛି ।

କିନ୍ତୁ ତାକୁ ଠାର ଗାର କରି ଲେଖା ହୋଇଛି ଯାହା ଦ୍ଵାରା ସମସ୍ତେ ଏହାକୁ ଜାଣି ପାରିବେ ନହିଁ ତେବେ ବହୁତ ଲୋକ ଅଛନ୍ତି ଯିଏ ଏହା କୁହନ୍ତି ଯେ ମାଳିକାରେ ତ ଲେଖା ହୋଇଛି ତେବେ ବଡ ବଡ ପଣ୍ଡିତ ମାନେ ଏହାର ସଠିକ ତିଥି କାହିଁକି କହୁ ନାହାନ୍ତି । ତେବେ ଠାର ଗାରରେ ମାଲିକାରେ ସବୁ ଜିନିଷ ଲେଖିବାର ଅର୍ଥ ମହାପ୍ରଭୁ କେତେକ ଲୋକଙ୍କୁ ରକ୍ଷା କରିବାକୁ ଚାହନ୍ତି ଆଉ ଯିଏ ମହାପ୍ରଭୁଙ୍କ ସରଣରେ ରହିଥାଏ ତାକୁ ଅନୁଭବ ଆଗ ହୋଇଥାଏ ।

ଯେ କିଛି ଅଣିଷ୍ଠ ଘଟିବାକୁ ଯାଉଛି ଠିକ ସେମିତି ଯେମିତି ଚୋର ମାନେ ଜାଣିଛନ୍ତି ପୋଲିସ ତାଙ୍କୁ ଧରିବ କିନ୍ତୁ କେଉଁଠି ଆଉ କେମିତି ଏହି କଥା କେହି ଜାଣି ନଥାନ୍ତି । ତେବେ ସେମାନେ ଯେତେବେଳେ ତାସ ବା ଅନ୍ୟ ଜିନିଷରେ ବ୍ୟସ୍ତ ଥିବେ ସେତେବେଳେ ପୋଲିସ ତାଙ୍କୁ ଧରିଥାଏ, କିନ୍ତୁ କିଛି ଲୋକଙ୍କ ପରିଜନ ପୋଲିସରେ ମଧ୍ୟ ଥାନ୍ତି ଯିଏ ଆଗୁଆ ଜଣାଇ ଦିଅନ୍ତି ଯେ ଆଜି ଚେକିଙ୍ଗ ଅଛି ଲୁଚି ଜାଅ ।

ଠିକ ସେମିତି ମହାପ୍ରଭୁ ସମୟ ଆସିଲେ ନିଜ ଭକ୍ତ ମାନଙ୍କୁ ଇସସାରା ଦେଇଥାନ୍ତି ଯାହାକୁ ଯିଏ ବୁଝିବ ସିଏହି ବଞ୍ଚି ପାରିବ ନଚେତ ପା-ପୀ ମାନଙ୍କ ସହ ସିଏ ମଧ୍ୟ ବୁଡି ଜୀବ । ତେବେ ଯେମିତି ଛୁଆକୁ ନୂଆ ନୂଆ ସ୍କୁଲ ପଠାଇବା ପାଇଁ ତାକୁ ମା ବାପା ବହୁତ ପ୍ରକାର ଲୋଭ ଦେଇଥାନ୍ତି କିନ୍ତୁ କଲେଜ ଯାଉଥିବା ପିଲାକୁ କେହି ଲୋଭ ଦିଅନ୍ତି ନାହିଁ କାହିଁକିନା ସେ ନିଜ ଭଲ ମନ୍ଦ ବିଚାର କରି ପାରୁଥାଏ ।

ତେବେ ମାଳିକା ମଧ୍ୟ ଏମିତି ଅଟେ ଏହା ବିରାଟ ସତ୍ୟ ଅଟେ କିନ୍ତୁ ଯିଏ ମାଣିବାକୁ ଇଛା କରନ୍ତି ତାଙ୍କ ପାଇଁ ଆଉ ଯିଏ ଏହାକୁ ମାନନ୍ତି ନାହିଁ ତାକୁ ଡରାଇ କିଛି ମାନିବା ପାଇଁ କହିଲେ କିଛି ଲାଭ ହୁଏ ନାହିଁ । ତେବେ ମହାପ୍ରଭୁ କହିଛନ୍ତି ଯେ ମାଳିକା ଉପରେ ଆଉ ମୋ ଉପରେ ଭରସା କରୁଥିବା ଭକ୍ତ ମାନଙ୍କ ଉପରେ ମୁଁ ମୋ କୃପା କରିବି କିନ୍ତୁ ଯିଏ ସଠିକ ସମୟରେ ସଂକେତ ବୁଝି ପାରିଲା ତାଙ୍କ ଜୀବନ ସୁଖମୟ ହୋଇବ

କିନ୍ତୁ ପା-ପୀ ମାନଙ୍କୁ କେବେ ଏହି ସଂକେତ ମିଳିବ ନାହିଁ ସେଥିପାଇଁ ବୁଧିଆ ଲୋକ ମାନେ ଅଧର୍ମ ବାଟ ଛାଡି ଧାର୍ମିକ କାର୍ଯ୍ୟ କରିଥାନ୍ତି ଯାହା ଦ୍ଵାରା ତାଙ୍କ ଜୀବନ ବଦଳି ଯାଇବ । ତେବେ ଧର୍ମର ସ୍ଥାପନା ପାଇଁ କଳିଯୁଗ ଅନ୍ତ କରିବା ପାଇଁ କଲ୍କି ଅବତାର ନେବେ ବୋଲି କୁହା ଯାଇଛି । ତେବେ ଆପଣଙ୍କୁ ଏହି ସବୁ କାହା ଜାଣି ରଖିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *