Police ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ଝିଅଟି କଲା ଏମିତି ହାଇ ଭୋଲଟେଜ ଡ୍ରାମା, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ, ଏହି ଘ-ଟ-ଣା ଟି ଭାରତର ରାଜଧାନୀ ଦିଲ୍ଲୀ ର ଅଟେ । ଆପଣ ମାନେ ସମସ୍ତେ କ-ରୋ-ନା ର ଆତଙ୍କ କୁ ଅଙ୍ଗେ ଲିଭାଇ ସାରିଛନ୍ତି । ଗତବର୍ଷ ଠାରୁ କ-ରୋ-ନା କିଭଳି ଭାବରେ ନିଜର ଆତଙ୍କ ଭିଆଇ ଚାଲିଛି ତାହା ଆଉ ଅବଗତ କରାଇବାକୁ ପଡିବ ନାହିଁ ।

ଏହି ଭୟାନକ ସଂକ୍ରମଣ ରୁ ବଞ୍ଚିବା ନିମନ୍ତେ ସରକାର କିଛି ବିଶେଷ ନିୟମ ଗୁଡିକ ଲାଗୁ କରିଛନ୍ତି । କିନ୍ତୁ ସେ ସବୁ ନିୟମ କୁ ସଂପୂର୍ଣ୍ଣ ଭାବରେ କେହି ମଧ୍ୟ ପ୍ରୟୋଗ କରୁ ନାହାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଘ-ଟ-ଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ହେଉଛି ଭାରତର ରାଜଧାନୀ ଦିଲ୍ଲୀ ର । ଏଠାରେ ଉଭୟ ସ୍ଵାମୀ ସ୍ତ୍ରୀ କାର ରେ ବସି ଯାଉଥିବା ସମୟରେ ହଟାତ ପୋ-ଲି-ସ ଅଧିକାଋ ମାନେ କାରଟିକୁ ଅଟକାଇ ଦେଇଥିଲେ । କାରଣ ଉଭୟ ସ୍ଵାମୀ ସ୍ତ୍ରୀ ମାସ୍କ ଲଗାଇ ନଥିଲେ ।

ପୋ-ଲି-ସ ଅଧିକାରୀ ଗାଡି ଅଟକାଅ ବୋଲି କହିବାରୁ ହଟାତ ମହିଳା ଜଣକ ପୋ-ଲି-ସ ବାବୁ ଙ୍କ ଉପରେ ଗରମ ଦେଖାଇ ଉଠିଲେ । କହିଲେ ଯେ କଣ ପାଇଁ ଗାଡି ଅଟକାଇବା ? ପୋ-ଲି-ସ ବାବୁ ମାନେ କହିଲେ ଆପଣ ମୁହଁ ରେ ମାସ୍କ ଲଗାଇ ନାହାଁନ୍ତି ଏହି ବାବଦକୁ ଚାଲାଣ କାଟନ୍ତୁ । ଏହାପରେ ମହିଳା ଜଣକ କାର ରୁ ବାହାରି ଆସି ବିଚ ରାସ୍ତା ଉପରେ ତାଣ୍ଡବ ରଚାଇଥିଲେ ।

କହିଲେ ଯେ, ଏଟା ମୋ ଗାଡି ମୋ ସ୍ଵାମୀ ମୁଁ ବର୍ତ୍ତମାନ ୟାଙ୍କୁ Kiss କରିବି କଣ କରିନେବ ତୁମେ ମୋର ? ମୋର ବର୍ତ୍ତମାନ Kiss କରିବାକୁ ଇଛା ହେବ ମୁଁ କରିବି କଣ କରିବ ତମେ ମୋର ? ମହିଳା ଜଣକ ବାର ବାର ଏଭଳି ଧମକି ଦେଉଥିଲେ ।

ଏହାପରେ ପୋ-ଲି-ସ ଅଧିକାରୀ କହିଲେ, ଯେ ଚାଲାଣ ଦିଅନ୍ତୁ ମାସ୍କ କାହିଁକି ପିନ୍ଧି ନାହାଁନ୍ତି । ମହିଳା ଜଣକ କୁହନ୍ତି ଯେ, କ-ରୋ-ନା ନା ରେ ତୁମ୍ଭେ ମାନେ ଗୋଟେ ଫାର୍ଶ ଚଲେଇଛ । ସାଧାରଣ ଜନତାଙ୍କ ଠାରୁ ବାବଦ ବାବଦ ଠାରୁ ଟଙ୍କା ଲୁଟି ନେଇ ଚାଲିଛ । ଯଦି ଆମେ ସ୍ଵାମୀ ସ୍ତ୍ରୀ କାର ଭିତରେ ଅଛୁ ତେବେ ମାସ୍କ ପିନ୍ଧିବାର କାରଣ ନାହିଁ ।

ଏଭଳି କହି ମହିଳା ଜଣକ ପୋ-ଲି-ସ ଅଧିକାରୀ ମାନଙ୍କୁ ଧମକ ଦେଲେ ଯେ, ମୁଁ ମଧ୍ୟ UPSC ପରୀକ୍ଷା କ୍ଲିୟର କରି ସାରିଛି ମତେ ତୁମ୍ଭେ ମାନେ ଚାଲାଣ ବାବଦରେ କୁହନି ମୁଁ ମଧ୍ୟ ଜଣେ ପୋ-ଲି-ସ ଅଫିସର ର ଝିଅ ଅଟେ । ମୋ ସାଙ୍ଗେ ଅଯଥାରେ ଯୁକ୍ତି କରନାହିଁ । ଏହାପରେ ମହିଳା ଜଣକ କୁହନ୍ତି ଯେ, ଏ ଦେଶ ତୁମ୍ଭ ବାପା ର ନୁହେଁ ଏଠାରେ ମୋର ମଧ୍ୟ ଅଧିକାର ଅଛି ତମେ ତମ ଅଧିକାର ସମ୍ବନ୍ଧରେ କୁହନି ଏତେ ।

ଏଭଳି ଅନେକ ଯୁକ୍ତି ପରେ ଯୁକ୍ତି ମାନ କରି ଚାଲିଲେ । ମାତ୍ର ମୁଣ୍ଡ ନୂଆଇ ନିଜ ଭୁଲ କୁ ସ୍ଵୀକାର କରିଲେ ନାହିଁ । ପୋ-ଲି-ସ ଅଧିକାରୀ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଥାନା କୁ ନେଇଗଲେ । ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *