ICMR ଦ୍ଵାରା ଡିଜାଇନ କରା ଯାଇଥିବା Kit ସାହାଯ୍ୟରେ ମାତ୍ର 2 ଘଣ୍ଟା ମଧ୍ୟରେ ଚିହ୍ନଟ ହେବ Omicron, କେମିତି ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ବରେ ଭୟର ଆତଙ୍କ ସୃଷ୍ଟି କରିଛି । ଏହାକୁ ନେଇ ପୁଆ ଦେଶବାସୀ ଚିନ୍ତା ରେ ଅଛନ୍ତି । ତେବେ ବର୍ତ୍ତମାନ ସୂଚନା ଅନୁସାରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ ହୋଇ ପାରିବ । କୋରୋନର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ କୁ ଦୁଇ ଘଣ୍ଟା ମଧ୍ୟରେ ଚିହ୍ନଟ କରିବାକୁ ନୂଆ କିଟ ତିଆରି କରିଛି ICMR ।

ସାରା ବିଶ୍ବରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଯେତେ ଜଲ୍ଦି ସମ୍ଭବ ଏହି ଭ୍ୟାରିଆନ୍ଟ ଦ୍ଵାରା ସଂକ୍ରମିତ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ଆସୋଲେସନ ରେ ରଖାଯିବା ପରେ ସମସ୍ତେ ଗୁରୁତ୍ଵ ଦେଇଛନ୍ତି । ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କୋରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ କି ନାହି ତାହା ଜନିଆବ ପାଇଁ ୩ରୁ ୪ ଦିନ ସମୟ ସୀମା ଲାଗୁଥିଲା ।

କିନ୍ତୁ ଇଣ୍ଡିଆ କାଉନ୍ସିଲର ମେଡିକାଲ ଅଫ ରିସର୍ଚ ବା ICMR ଦ୍ଵାରା ବିକଶିତ ନୂଆ କୀଟ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରିବ ବୋଲି ଜାତୀୟ ଗଣ ମାଧ୍ୟମ ଦ୍ଵାରା ଖବର ପରଛାର ହୋଇଛି । ଆସାମ ବୃଗ୍ରୀଡ ସ୍ଥିତି ଆଞ୍ଚଳିକ ଭେଶେଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ କରା ଯାଇଛି । ତେବେ ଏହି ଖବର ପ୍ରଚାର ହେବା ପରେ ଲୋକ ମାନଙ୍କ ମଧ୍ୟରେ ଅଳ୍ପ ମାତ୍ରା ରେ ଆଶ୍ବସ୍ତିକର ସ୍ଥିତି ଦେଖିବାକୁ ମିଳିଛି ।

ମାତ୍ର ଦୁଇ ଘଣ୍ଟା ମଧ୍ୟରେ କୀଟ ଦ୍ଵାରା ଓମିକ୍ରନ ଚିହ୍ନଟ ହୋଇ ପାରିବେ ସଂକ୍ରମିତ ହୋଇଥିବା ବ୍ୟକ୍ତିର ସଠିକ ଚିକିତ୍ସା ଆରମ୍ଭ ହୋଇ ପାରିବ । ତେବେ ଓମିକ୍ରନ ଭ୍ୟାରିଆନ୍ଟ କୁ ନେଇ ଅନେକଙ୍କ ମତରେ ଆତଙ୍କ ଖେଳି ଯାଇଥିବା ବେଳେ ଏହି ଖବର ଟି ସେମାନଙ୍କ ପାଇଁ କିଛି ଆଶା ର କିରଣ ଆଣିପାରେ ।

ଏମିତି ବି କୁହା ଯାଉଛି କି କୋରୋନା ଭାଇରସ ଠାରୁ ଓମିକ୍ରନ ଭ୍ୟାରିଆଣ୍ଟ ଏତେ ମାତ୍ରା ରେ ଆତଙ୍କିତ କରିବା ଭଳି କଥା ନୁହେ । ତେବେ ସେ ଯାହା ହେଉ ନାଁ କାହିଁକି ଏହି ଖବର ଋ ହୁଏ ତ କିଛି ମାତ୍ରା ରେ ସମସ୍ତଙ୍କ ପାଇଁ ଆଶ୍ଵସ୍ତିକର ଖବର ଅଟେ ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *