ସାଲ୍ୟୁଟ ମାରି ଶେଷ ବିଦାୟ ଦେଲେ ଓଡିଆ ବୀର ଯବାନ Rana Pratap ଙ୍କ ସ୍ତ୍ରୀ Shivangi

ମୋ ସ୍ଵାମୀ ମହାନ । ମୁଁ ତାଙ୍କ ପାଇଁ ଗର୍ବିତ । କାରଣ ସେ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛନ୍ତି । ତମେ ଚାଲିଯିବା ପରେ ଆଖିର ଲୁହ ଗୁଡାକ ରୋକି ହେଉ ନାହି ସତ କିନ୍ତୁ ଦେଶ ପାଇଁ ତୁମର ତ୍ୟା-ଗ ଓ ବଳିଦାନ ମୋତେ ଆଜି ଗର୍ବିତ କରିଛି ଯେ ସହିଦଙ୍କ ଯବାନଙ୍କ ସ୍ତ୍ରୀ ଭାବେ । ମୃ-ତ ସ୍ଵାମୀଙ୍କ ପାଖରେ ଛିଡା ହୋଇ ସାଲୁଟ ଦେଇଛନ୍ତି ଯବାନ ରାଣାପ୍ରତାପ ଙ୍କ ସ୍ତ୍ରୀ ଶିବାଙ୍ଗୀ ।

ଶିବାଙ୍ଗୀ ନିଜ ସ୍ଵାମୀଙ୍କୁ ଶେଷ ବିଦାୟ ଦେବା ସମୟରେ ଆଖି ରୁ ଲୁହ ଝରାଇ କହିଛନ୍ତି ଯେ ତୁମେ ମୋତେ ଏକା କରି ଚାଲି ଗଲ । ତୁମ ପୁଅ ଆଜି ଯାଏଁ ତୁମକୁ ଠିକ ଭାବେ ବାପା ବୋଲି ମଧ୍ୟ ଡାକି ନାହି ବୋଲି ଶିବାଙ୍ଗୀ ତାଙ୍କ ସ୍ଵାମୀଙ୍କର ମର ଶରୀର ପାଖରେ ଠିଆ ହୋଇ କହିଛନ୍ତି ।

ତେବେ ଯାହା ହେଉ ପୁଅ ବଡ ହେଲେ ଏତିକି କହିବି କି ତା ବାପା ଜଣେ ବୀର ଯୋଦ୍ଧା ଥିଲେ ଯିଏ ଦେଶ ପାଇଁ ସହିଦ ହୋଇଛନ୍ତି ବୋଲି ଶିବାଙ୍ଗୀ କହିଛନ୍ତି । ତୁମେ ମୋତେ ଛାଡି ଚାଲିଗଲା ସତ । ମୁଁ ମୋ ନିଜକୁ ବୁଝାଇ ରଖି ଦେବି । ଆଉ ପୁଅକୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିବି ।

ତୁମେ ଭାରତମାତା ପାଇଁ ଜୀବନ ଡେଲ କିନ୍ତୁ ମୁଁ ତୁମ ଆଦର୍ଶରେ ଅନୁ ପ୍ରେରିତ ହୋଇ ଲୋକ ମାନଙ୍କର ସେବା କରିବି ବୋଲି ଶିବାଙ୍ଗୀ ମତଦାନ ଦେଇଛନ୍ତି । କାରଣ ଶିବାଙ୍ଗୀ ହେଉଛି ଜେଣ ଡାକ୍ତର । ତୁମେ ଯେଉଁଠି ବି ରୁହ ଭଲରେ ରୁହ ।

ତୁମର ପ୍ରତେକ ଟି କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରି ଲୋକଙ୍କ ସେବାରେ ନିଜକୁ ନିଯୋଜିତ କରିବି ବୋଲି ଶିବାଙ୍ଗୀ ଶେଷ କଥା ତାଙ୍କ ସ୍ଵାମୀ ରାଣାପ୍ରତାପ ଙ୍କ ଅନ୍ତିମ ସଂସ୍କାର ସମୟରେ କହିଛନ୍ତି । ଓଡିଆ ଯବାନ ରାଣାପ୍ରତାପ ଙ୍କ ସ୍ତ୍ରୀ ଆଖିରୁ ଲୁହ ଝରାଇ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଗତ ବୁଧବାର ଦିନ ତାମିଲନାଡୁ କୁନୁର ରେ ହେଲିକପ୍ଟର ଦୁର୍ଘଟଣା ରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଓଡିଆ ଯବାନ ରାଣାପ୍ରତାପ । ତାଙ୍କୁ ତାଙ୍କର ଜନ୍ମ ମାଟି କୃଷ୍ଣଚନ୍ଦ୍ରପୁର ଗାଁ ରେ ଦିଆ ଯାଇଛି ଶେଷ ବିଦାୟ ।

ତାଙ୍କୁ ତାଙ୍କର ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ଯବାନ ମାନେ ଓ ପରିବାର ବର୍ଗ ଦେଇଛନ୍ତି ଶେଷ ସଲାମ । ଆମେ ମାନେ ସମସ୍ତେ ଭଗବାନ ଙ୍କ ନିକଟରେ ରାଣାପ୍ରତାପ ଙ୍କ ଆ-ତ୍ମାର ସ-ଦ-ଗ-ତି ନିମନ୍ତେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *