ଏହି ରାଶି ମାନଙ୍କର ଭାଗ୍ୟ 4 ଦିନ ପରେ ବଦଳିବାକୁ ଯାଉଛି । ଏହି ରାଶି ମାନେ ପ୍ରଭୁ ହନୁମାନଙ୍କର ଅହେତୁକ କୃପା ଲାଭ କରିବାକୁ ଯାଉଛନ୍ତି । ଏହି ରାଶି ମାନଙ୍କର ପୂର୍ବରୁ ଅର୍ଜନ କରିଥିବା ପୁଣ୍ୟ , ସେମାନଙ୍କୁ ସବୁ ଧନ ଆକାରରେ ମିଳିବାକୁ ଯାଉଛି । ଆପଣଙ୍କୁ କହି ରଖୁଚୁ କି ପ୍ରତ୍ଯେକ ରାଶିଙ୍କର କିଛି ଭଲ ଗୁଣ ଓ ଦୁର୍ବଳତା ମଧ୍ୟ ରହିଥାଏ । ପ୍ରତ୍ଯେକ ରାଶିଙ୍କର ନିଜର ଗୁଣ, ସ୍ଵଭାବ, ଜୀବନ ତଥା ଲୋକଙ୍କ ପ୍ରତି ଅଚ୍ଚାର ବ୍ୟବହାର ଅଲଗା ଅଲଗା ରହିଥାଏ । ଏହି ରାଶି ଅନୁସାରେ ହିଁ ବ୍ୟକ୍ତି ଜୀବନରେ ହେଉଥିବା ଉତ୍ଥାନ ପତ୍ତନ ବିଷୟରେ ଜଣା ପଡିଥାଏ ।
ମେଷ ରାଶି-ମେଷ ରାଶିର ଲୋକଙ୍କ ଭାଗ୍ୟ ବହୁତ ସୁଖ ରେ ଅତିବାହିତ ହେବାକୁ ଯାଉଛି । ଅଫିସ କାମର ପ୍ରେସର ରହିଲେ ମଧ୍ୟ ଆପଣ ତାହାକୁ ବହୁତ ଭଲ ଭାବରେ କରିପାରିବେ । ଆପଣ ନିଜ କାମ ଦ୍ୱାରା ନିଜର ଉଚ୍ଚ ଅଧିକାରୀ ମାନଙ୍କୁ ଖୁସି କରିପାରିବେ । ପ୍ରେମ ଜୀବନ ରେ ଭରପୁର ରୋମାନ୍ସ ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କୁ ବହୁତ ଲାଭ ମିଳିବ । ନୂଆ ବ୍ୟାପାର କରିବାକୁ ଚାହୁଁଥିଲେ ବହୁତ ବିଚାର କରି ଆରମ୍ଭ କରନ୍ତୁ।
ସିଂହ ରାଶି-ଏହି ରାଶିର ବ୍ୟକ୍ତି ମାନଙ୍କ ପାଖରେ ବହୁତ ଆତ୍ମବିଶ୍ବାସ ଦେଖାଯିବ । ସାଧ୍ୟ ଯୋଗ ହେତୁ ବିଦ୍ୟାର୍ଥୀ ମାନଙ୍କ ସମୟ ବହୁତ ଭଲ ରହିବ । ଏହି ସମୟ ରେ ଆପଣ ନିଜର ଭବିଷ୍ୟତ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବେ । ଆପଣ କୌଣସି ବନ୍ଧୁ ଙ୍କ ସହିତ ଦେଖା କରିପାରନ୍ତି । ଦାମ୍ପତ୍ୟ ଜୀବନ ବହୁତ ଭଲ ରେ କଟିବ । ନିଜ ପିଲାଙ୍କ ଠାରୁ ବହୁତ ଖୁସି ଖବର ପାଇ ପାରନ୍ତି । ଏହି ସମୟ ରେ ନିଜ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
ଧନୁ ରାଶି- ଏହି ସମୟ ରେ ଭଗବାନ ଶନି ଦେବ ଏହି ରାଶି ଉପରେ ବହୁତ ସନ୍ତୁଷ୍ଟ ଅଛନ୍ତି । ଯାହା ଫଳରେ ଏହି ସମୟ ରେ ଆପଣଂକୁ ବହୁତ ଲାଭ ମିଳିବ । ଆପଣଂକୁ ଏହି ସମୟ ରେ ବହୁତ ସଫଳତା ମିଳିବ । ବିଦ୍ୟର୍ଥୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ବିଦ୍ୟର୍ଥୀ ମାନଙ୍କ ମନ ପାଠ ପଢା ରେ ଲାଗି ରହିବ ।
ତୁଳା ରାଶି-ଏହି ସମୟ ରେ ଭଗବାନ ଶନି ଦେବ ଙ୍କ କୃପା ରୁ ଆପଣଙ୍କ ର ବହୁତ ଭଲ ସମୟ ଆସିବ । ପୂର୍ବ ରୁ ଥିବା ସମସ୍ତ ସମସ୍ୟା ର ଖୁବ ଶୀଘ୍ର ସମାଧାନ ହୋଇଯିବ । ଏହି ସମୟ ରେ ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ । ଏହି ସମୟ ରେ ଆପଣଙ୍କ ର କୋର୍ଟ କଚେରୀ ରେ ବାକି ଥିବା କାର୍ଯ୍ୟ ର ସମାପ୍ତ ହେବ । ଆପଣଂକୁ ଅଚାନକ ଧନ ପ୍ରାପ୍ତି ହେବ । ଏହି ସମୟ ଟି ବାସ୍ତବ ରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ସାବ୍ୟସ୍ତ ହେବ ।
ମିଥୁନ ରାଶି- ଆସୁଥିବା 4 ଦିନ ପରେ ଏହି ରାଶି ମାନଙ୍କର ଭାଗ୍ୟ ବଦଳିଯିବ । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କୁ ନିଜ ଜୀବନରେ ପ୍ରଚୁର ଧନ ମିଳିବ । ଆପଣଙ୍କ ଉପରେ ବୃହସ୍ପତିଙ୍କର ବିଶେଷ କୃପା ନିଶ୍ଚୟ ରହିବ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆଜି ଠାରୁ ଆପଣ କରିପାରିବେ । ଆଗାମୀ ସମୟରେ ଆପଣ ଜମି, ବାହନ ଓ ଘର କରିପାରନ୍ତି ।