ସୋମବାର 03 ମଇ 202- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୩ଟି ରାଶିକୁ ଭାଗ୍ୟ ବଦଳିଯିବ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ସବୁ କାମ ସରଳତା ଦ୍ଵାରା ସମ୍ପର୍ଣ କରିପାରିବେ । ମିତ୍ରଙ୍କ ଠୁ ଧନର ଲାଭ ହେବ । ଆଜି ଆପଣ ଦେଖିବେ ଆପଣଙ୍କର ପ୍ରୟାସ ଦ୍ଵାରା ମତଭେଦ କମ ହେଉଛି ତଥା ନିଜ ଭିତରେ ପ୍ରେମ ଚରମ ସୀମା ଭିତରେ ରହିଛି । ଚାକିରିରେ ଉଚ ପଦଧିକାରୀ ଖୁସି ରହିବେ । ଆପଣଙ୍କ ଏକାଗ୍ରତା ଚରମରେ ରହିବ ଓ ଗୋଟିଏ ସାଥିରେ ବହୁତ କାମ ସମ୍ଭାଳିବାକୁ ପଡିବ । କାମ ପାଇଁ ଘର ବାହାରକୁ ଯିବାକୁ ପଡିପାରେ, ସାବଧାନର ସହିତ ଘରୁ ବହରକୁ ଯିବେ ।

ବୃଷ :- ଆଜି ଆପଣ ବିଷମ ସ୍ଥିତି ମଧ୍ୟରେ ପରିଶ୍ରମ ବା ଲଗନ ଦ୍ଵାରା ପ୍ରଗତି ଆଡକୁ ଅଗ୍ରସର ହେବ । ଆଜିର ଦିନ ବହୁତ ବଢିଆ ରହିବ । ଆପଣଙ୍କୁ ନିଜ ଆୟା ବଢାଇବାର ସୁଯୋଗ ମିଳିବ । ଆଜି ଆପଣଙ୍କର କାଉନଶୁ ଖାସ ବ୍ୟକ୍ତି ସହିତ ଦେଖା ହୋଇପାରେ । ଦାମ୍ପତ୍ୟ ଜୀବନରେ ଚିନ୍ତା ସମାପ୍ତ ହେବ । ପ୍ରେମ ଜୀବନରେ ଆପଣଙ୍କୁ ମିଳାମିଶା ଫଳ ମିଳିବ । ଧାର୍ମିକ ଓ ଆଧ୍ୟାତ୍ମିକ ଆଡକୁ ଆକର୍ଷିତ ହେବେ ।

ମିଥୁନ :- ଆଜି ଆପଣଙ୍କୁ ଧନର ପ୍ରାପ୍ତି ହେବ । ଆଶା ଅନୁସାରେ ଆପଣଙ୍କ ସବୁ କାମ ଠିକ ହେବ । ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ରହିଛି । ଭାଗ୍ୟଦୋୟର ପ୍ରବଳ ଯୋଗ ରହିଛି । ପଇସାର ସ୍ଥିତି ଠିକ ରହିବ । ଭାଗ୍ଯର ସାଥ ସବୁ କାର୍ଯ୍ୟ ପୂର୍ଣ କରିବା ପାଇଁ ତତ୍ପର ରହିବେ । ଉଛଧିକାରୀଙ୍କ କୃପାରେ ଭୂମି ଓ ଧନ ସମ୍ପତି ସମ୍ବନ୍ଧୀୟ ବିବାଦର ସମାଧାନ ମଧ୍ୟ ହୋଇବ ।

କର୍କଟ :- ଚାକିରି ସହିତ ଜଡିତ ଲୋକ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆଜି ପୁରୁଣା ସମସ୍ୟାର ମୁକ୍ତି ମିଳିବ । ଆଜି ପୁରା ଦିନ ନିଜର ଊର୍ଜା ଦ୍ଵାରା ଭରା ଅନୁଭବ କରିବେ । ଛଣା ଛଣି ଜିନିଷକୁ ଆଭଏଡ କରନ୍ତୁ । ଆଜି ଆପଣଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଆଜି ଆପଣ ଅନ୍ୟାକୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ ।

ସିଂହ :- ସୌଭାଗ୍ୟ ଆପଣଙ୍କର ସବୁ ଜାଗାରେ ଆପଣଙ୍କ ପିଛା କରିବ । ଧର୍ଜ୍ୟର ସହିତ ନିଜ ଘର କଥାକୁ ସମାଧାନ କରନ୍ତୁ । ଘର ଏବଂ ବାହାରେ ଦୁଇ ଜାଗାରେ ସାବଧାନ ରୁହନ୍ତୁ । ସଂଯମତାର ସହ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । କ୍ଷୁଦ୍ର ବ୍ୟାପାରୀଙ୍କ ପାଇଁ ଦିନଟି ଭଲ ରହିବ । ଆଧ୍ୟାତ୍ମିକ ଶ୍ରମ କରିବା ଦ୍ଵାରା ଆଯ କମ ଓ ବ୍ୟୟ ଅଧିକ ହେବ । ବହୁତ ଦିନରୁ ଭାଇ ବନ୍ଧୁଙ୍କ ଦ୍ଵାରା ହେଉଥିବା ବିବାଦର ସମାଧାନ ହେବ ।

କନ୍ୟା :- ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣଙ୍କ କାମ ଓ ବିକାଶ ରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କ ପାଇଁ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ହଠାତ ଯାତ୍ରା କାରଣରୁ ଆପଣଙ୍କଉ ଅସୁବିଧାର ସାମ୍ନା କରିବାକୁ ପଡିବ । ନିଜ ସମ୍ପର୍କରେ ସୁଧାର ଆସିବ । ପରିବାର ଲୋକଙ୍କ ଭଲପାଇବା ଓ ସମର୍ଥନ ମିଳିବ ।

ତୁଳା :- ଆଜି ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଧନର କମି ରହିବ, ପୁଣି ଖରଚ ମଧ୍ୟ ଅଧିକ ହେବ । ବହୁତ ପ୍ରୟାସ କରିବାକୁ ପଡିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆଜି ଆପଣ ଧନ କାହାରୀକୁ ଉଧାର ଦିଅନ୍ତୁ ନାହିଁ । ସମ୍ଭବ ହୋଇବକି ଆଜି ଆପଣଙ୍କ ଅତୀତ ସହିତ ଜଡିତ କୌଣସି ବ୍ୟକ୍ତି ଆଜି ଆପଣଙ୍କ ସହିତ ସମ୍ପର୍କ କରିବା । ଆଜି ଲୋକ ପ୍ରିୟତାରେ ବୃଦ୍ଧି ହେବ । ଜୀବନ ସାଥି ସହିତ ସମ୍ପର୍କରେ ମଧୁରତା ଆସିବ ।

ବିଛା :- ଆଜି ଆପଣଙ୍କଉ କୌଣସି ପ୍ରେସରରେ କାମ କରିବାକୁ ପଡିପାରେ । ପରିବାରର ମାହୋଲ ବହୁତ ଭଲ ରହିବ । ଆପଣ ଯାହାକୁ ନିଜ ସମସ୍ଯା ଭାବୁଛନ୍ତି ତାହା ଅଳ୍ପ ସମୟ ପରେ ଆପଣଙ୍କ ପାଇଁ ଜୀବନରେ ପଜେଟିଭ ଚେଞ୍ଜେସ ଆଣିବାରେ ସାବିତ ହେବ । ଦେଇଥିବା ଉଧାର ଆପଣଙ୍କୁ ଶୀଘ୍ର ମିଳିବ । ଆପଣ ନିଜ ସମୟ ନିଜ ପରିବାରକୁ ଦେବେ । ପରିବାର ଲୋକଙ୍କ ନଜରରେ ସନମାନ ବଢିବ ।

ଧନୁ :- ବ୍ୟାପାରରେ କିଛି ନୂଆ କରିବା ପାଇଁ ଭାବୁଛନ୍ତିତ ନିଶ୍ଚିତ ରୂପରେ କରନ୍ତୁ ଆଜି ସଫଳତା ନିଶ୍ଚିତ ରୂପରେ ମିଳିବ । ଆଜି ସମଯରେ ମନ ସନମାନ ମିଳିବ । ପରିବାରରେ ସୁଖ ଶାନ୍ତି ରହିବ । କୌଣସି ବିବାଦରେ ପଡନ୍ତୁ ନାହିଁ । ଆପନ୍ନକ ମନ ପ୍ରସନ୍ନ ରହିବ । ଆର୍ଥିଆକ ଚିନ୍ତା ଖତମ ହେବ, ନୂଆ ଦାୟିତ୍ଵ ଆପଣଙ୍କୁ ମିଳିବ । ଭାବି ଚିନ୍ତି କଥା କୁହନ୍ତି ଓ ଚେଷ୍ଟା କରନ୍ତୁକି ଅନାବଶ୍ୟକ ବିବାଦରେ ପଡନ୍ତୁ ନାହିଁ ।

ମକର :- ବ୍ୟାପାର କ୍ଷେତ୍ରରେ ନୂଆ ସମ୍ପର୍କ ଦ୍ଵାରା ଭବିଷ୍ୟତରେ ଲାଭ ହେବାର ସମ୍ଭାବନାରେ ବୃଦ୍ଧି ହେବ । କୌଣସି ଖାସ ବ୍ୟକ୍ତି ସହିତ ଫୋନରେ କଥା ହେବେ, ଯାହା ଆଗକୁ ଯାଇ ଆପଣଙ୍କୁ ବହୁତ ଫାଇଦା ହେବ । ଆପଣଙ୍କୁ କାରିୟର ସମ୍ବନ୍ଧିତ ନୂଆ ଅବସର ପ୍ରାପ୍ତ ହେବ । ଯାତ୍ରା କରିବା ଲାଭ ଦାୟକ କିନ୍ତୁ ମହଙ୍ଗା ସବିତ ହେବ । ଜୀବନ ସାଥି ସହିତ ସମ୍ପର୍କ ଟିକେ ଭଲ ହୋଇବ ।

କୁମ୍ଭ :- ଆପଣ ମନରେ କରୁଥିବା ବେକାର ଚିନ୍ତାକୁ ହଟାଇବାକୁ ହେବ । ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ପରିବାର ଲୋକଙ୍କୁ ଏହା ଅନୁଭବ କରାନ୍ତୁକି ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି । ଏହି ସମୟରେ ଆପନ୍ନକୁ ନିଜ ମତ ପିତାଙ୍କ ଆଦର କରିବା ଉଚିତ । ଆଜି କେଉଁଠି ପଇସା ଫସିବାର ସମ୍ଭାବନା ରହିଛି । କୌଣସି ରିସ୍କ ବାଲା କାମ କରନ୍ତୁ ନାହିଁ ।

ମୀନ :- ଆଜି ଭାଗ୍ଯର ସାଥ ମିଳିବା ଦ୍ଵାରା ନିଜ କାର୍ଯ୍ୟକୁ ସମୟରେ ପୁରା କରିବାରେ ସଫା ହେବେ । ଧନ ମିଳିବାର ଆଶା ଲାଗି ରହିବ । ପ୍ରଭୁ ଓ ସାଧୁସନ୍ଥ ଉପରେ ବିଶ୍ଵାସ ବଢିବ । ଆପଣଙ୍କ ରହିଯାଇଥିବା କାମ ଘର ଲୋକଙ୍କ ସାହାର୍ଯ୍ୟ ଦ୍ଵାରା ପୁରା ହେବ । ଆପଣଙ୍କୁ ଅନ୍ୟ ଲୋକ ଆଗରେ ଭାବିଛିନ୍ତି କହିବାର ଅଛି ।

Leave a Reply

Your email address will not be published. Required fields are marked *