ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ରେଡ୍ଡି, ଆଜି ରାତିରୁ ଏହି ରାଶିର ସବୁ ସଙ୍କଟ ଦୂର କରିବେ ବଜରଙ୍ଗବଲି

ଭଗବାନ ହନୁମାନଙ୍କୁ ଲୋକ ସଙ୍କଟ ମୋଚନ କହିଥାନ୍ତି କାହିଁକିନା ମାନ୍ୟତା ଅନୁଯାଇ ଭଗବାନ ହନୁମାନ ଲୋକଙ୍କ ଜୀବନ ସବୁ ସଙ୍କଟ ଦୂର କରିଥାନ୍ତି । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଭଗବାନ ଶ୍ରୀ ହନୁମାନ ଏକମାତ୍ର ଏମିତିକା ଦେବତା ଅଟନ୍ତି ଯିଏ ବଞ୍ଚିଥିବାର କୁହା ଯାଇଛି, ତେବେ ଭଗବାନ ଶ୍ରୀ ହନୁମାନଙ୍କୁ ଭଗବାନ ରାମ ଏହା ଆଦେଶ ଦେଇଥିଲେ ଯେ କଳିଯୁଗ ସମାପ୍ତି ପର୍ଯ୍ୟନ୍ତ ତାଙ୍କୁ ପୃଥି ଲୋକରେ ବାସ କରିବାକୁ ହବ ଆଉ ମଣିଷକୁ ସତ୍ୟ ପାଇଁ ପ୍ରୋତ୍ସାହିତ କରିବାକୁ ହବ । ତେବେ କେହି ଜାଣି ନାହାନ୍ତି ଭଗବାନ ହନୁମାନ କେଉଁଠାରେ ଅଛନ୍ତି କିନ୍ତୁ ଏବେ ବି ମାନ୍ୟତା ଅଛି ଯେ ଭଗବାନ ହନୁମାନ ଜୀବିତ ଅଛନ୍ତି । ତେବେ କିଛି ରାଶିଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ହବାକୁ ଯାଉଛି ଆଉ ଏହି ରାଶି ମାନଙ୍କୁ ଉପରେ ଧନର ବର୍ଷା ହବାକୁ ଯାଉଛି ।

ତୁଳା ରାଶି :

କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ ।

ସିଂହ ରାଶି :

ଆପଣଙ୍କ ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । କୌଣସି ରୋମାଣ୍ଟିକ ଜାଗା ଯିବା ଆଗରୁ ନିଜ ଜୀବନସାଥୀ କୁ ପଚାରିବା ଉଚିତ ଅଟେ ।

ମେଷ ରାଶି :

ଆପଣଙ୍କ ମନ ଆତ୍ୟାଧମିକତା ଆଡୁକୁ ଆକର୍ଷିତ ହବ, ବଡ ଲାଭ ପ୍ରାପ୍ତ ହୋଇ ପାରେ ଯୋଗ ଅଛି । ଆପଣ ଯେତେ ଧାର୍ମିକ କାର୍ଯ୍ୟ କରିବେ ଆପଣଙ୍କ ମନ ସେତେ ସୁଖ ପ୍ରାପ୍ତି କରିବ ।

କନ୍ୟା ରାଶି :

ଆସନ୍ତା ସମୟ ଆପଣଙ୍କ କାର୍ଯ୍ୟରେ ବାଧା କଟିଯିବ, ଯାହା ଦ୍ଵାରା ଆପଣଙ୍କ ମନ ସୁଖୀ ରହିବ, ବ୍ୟବସାୟ ସାମାନ୍ୟ ରହିବ କିଛି ଚିନ୍ତା ର ବିଷୟ ନାହିଁ । ଆପଣ କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ମକର ରାଶି :

ଆପଣ ଭଗବାନ ରାମଙ୍କୁ ପୂଜା କରି ଦିନ ଆରମ୍ଭ କରନ୍ତୁ, ବ୍ୟବସାୟ ବଢିବାକୁ ଲାଗିବ, ଯାତ୍ରା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ ।

ବିଛା ରାଶି :

ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଆସନ୍ତା ସମୟ ଆପଣଙ୍କ ଯାତ୍ରା ଆପଣଙ୍କ ପାଇଁ ସୁଖମୟ ହବ, ସାମାଜିକ ରୂପରେ ଲୋକପ୍ରିୟତା ଓ ପ୍ରତିଷ୍ଠା ପ୍ରାପ୍ତ ହବ । ଯାତ୍ରା ସମୟରେ ଗାଡି ସାବଧାନ ହୋଇ ଚଲାନ୍ତୁ ।

Leave a Reply

Your email address will not be published. Required fields are marked *