ମା କାଳୀଙ୍କ ଅଂଶ ହୋଇଥାନ୍ତି ଏହି 12ଟି ନାମର ବ୍ୟକ୍ତି, ଏମାନଙ୍କ ସହ ଶତ୍ରୁତା ପଡିବ ଆପଣଙ୍କୁ ଭାରି  

ମାତା କାଳି ବହୁତ କ୍ରୋଧିତ ଅଟନ୍ତି ବୋଲି କୁହା ଯାଇଥାଏ କିନ୍ତୁ ସତ୍ୟ ଏହା ଅଟେ ଯେ ମାତାଙ୍କ ଆରାଧନା ଯିଏ କରିଥାଏ ତା ଜୀବନରେ କେବେ ଅନ୍ୟାୟ ହୋଇନଥାଏ ଯେଉଁ ବ୍ୟକ୍ତି ନିଜ ଜୀବନରେ ଅନ୍ୟ ମାନଙ୍କୁ କଷ୍ଟ ଦେଇ ନଥାଏ ଆଉ ନିଜେ ସମସ୍ତଙ୍କ ରାଗ ସାହିଯାଇ ସବୁ କାମ କରନ୍ତି ତାଙ୍କ ଉପରେ ମାତା କାଳୀଙ୍କ ଅସିମ କୃପା ରହିଥାଏ । ତେବେ ମାତା କାଳୀଙ୍କ ଅଂସ ଥିବା ବ୍ୟକ୍ତି କେବେ ଅନ୍ୟାୟ କରି ନଥାଏ କିନ୍ତୁ କିଛି ଖାସ ଲୋକଙ୍କ ଉପରେ ମାତା ବିଶେଷ କୃପା କରିଥାନ୍ତି ଆଉ ତାଙ୍କୁ ସବୁ ପ୍ରକାର ଦୁଃଖରୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ମାତାଙ୍କ ଆଶୀର୍ବାଦ ରହିଥାଏ ।

ଏ :

ଏହି ନାମ ବ୍ୟକ୍ତିଙ୍କ ଉପରେ ମାତା କାଳି ନିଜ କୃପା ବରଷାୟ ଥାନ୍ତି, ଏହି ନାମ ଲୋକ ବହୁତ ଭାଉକ ସ୍ଵଭାବର ହୋଇଥାନ୍ତି ।

ଡି:

ଏହି ନାମ ବ୍ୟକ୍ତି କେବେ ଅନ୍ୟାୟ ସାହି ପାରନ୍ତି ନାହିଁ ଯାହା ସହ ମଧ୍ୟ ଭୁଲ ହେଲେ ସେ ଆଗକୁ ବଢି ନିଜ ସାମର୍ଥ୍ୟ ଅନୁଯାଇ ସାହାଯ୍ୟ କରନ୍ତି ।

ଏଚ :

ଏହି ନାମ ବ୍ୟକ୍ତି ବହୁତ ଶାନ୍ତ ଓ ସରଲ ସ୍ଵଭାବର ହୋଇଥାନ୍ତି ନିଜ ଜୀବନରେ କେବେ କାହାକୁ କିଛି ଖରାପ କୁହନ୍ତି ନାହିଁ । ମାତା ଏହି ଭଳି ଲୋକଙ୍କ ଉପରେ କୃପା କରିଥାନ୍ତି ।

ଯେ :

ଏହି ନାମ ବ୍ୟକ୍ତି ମାତାଙ୍କ ପ୍ରିୟା ହୋଇଥାନ୍ତି ଏହି ଭଳି ଲୋକଙ୍କ ଜୀବନରେ ଦୁଃଖ କେବେ ବି ଆସି ନଥାଏ ।

ଏଲ :

ଏହି ନାମ ବ୍ୟକ୍ତି ମାନେ କାହାକୁ ଦୁଃଖରେ ଦେଖିଲେ ସାହି ପାରନ୍ତି ନାହିଁ ବହୁତ କୋମଲ ହୋଇଥାଏ ତାଙ୍କ ମନ ।

ଆର :

ଏହି ନାମ ବ୍ୟକ୍ତି ମାତାଙ୍କ ଭଳି ବହୁତ ଶୀଘ୍ର ରାଗି ଯାଇଥାନ୍ତି ଆଉ ଶାନ୍ତ ହୁଅନ୍ତି ନାହିଁ ।

ଏମ :

ଏହି ନାମ ବ୍ୟକ୍ତି ବହୁତ ବୁଦ୍ଧିମାନ ହୁଅନ୍ତି କିନ୍ତୁ ଭୁଲ ଜାଗାରେ ବୁଦ୍ଧି ଖର୍ଚ କରନ୍ତି ନାହିଁ ।

ପି :

ଏହି ନାମ ବ୍ୟକ୍ତିଙ୍କ ମନ ବହୁତ ସଫା ହୋଇଥାଏ ସେଥିପାଇଁ ମା ତାଙ୍କ ଉପରେ ବିଶେଷ କୃପା କରିଥାନ୍ତି ।

ଭି :

ଏହି ନାମ ବ୍ୟକ୍ତି ଅନ୍ୟ ମାନଙ୍କୁ କେବେ କଷ୍ଟ ଦିଅନ୍ତି ନାହିଁ, ନିଜେ ପଛେ ଯେତେ କଷ୍ଟ ପାଇଲେ ମଧ୍ୟ କାହାକୁ କିଛି କୁହନ୍ତି ନାହିଁ, ମାତା ଏହି ଭଳି ଲୋକଙ୍କୁ ରକ୍ଷା କରନ୍ତି ।

ଏସ :

ଏହି ନାମ ବ୍ୟକ୍ତି ବହୁତ ସରଲ ହୋଇଥାନ୍ତି ସେଥିପାଇଁ ସମସ୍ତେ ତାଙ୍କ ଲାଭ ନିଅନ୍ତି କିନ୍ତୁ ମାତା ତାଙ୍କୁ ରକ୍ଷା କରନ୍ତି ।

ବି :

ଏହି ନାମ ବ୍ୟକ୍ତି ନିଜ ଜୀବନରେ କିଛି ବଡ କରିବା ପାଇଁ ମାତାଙ୍କ ଆଶୀର୍ବାଦ ପାଇଥାନ୍ତି ସେଥିପାଇଁ ଜୀବନରେ ଆଗକୁ ବଢିବା ପରେ ମଧ୍ୟ ସମସ୍ତଙ୍କୁ ସାହାଯ୍ୟ କରନ୍ତି ।

ସି :

ଏହି ନାମ ବ୍ୟକ୍ତି ନିଜ ଜୀବନରେ ମାତାଙ୍କ ପୂଜା ଆରାଧନା ବହୁତ ନିଷ୍ଠା ସହ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *