ସକାଳୁ ଖାଲି ପେଟରେ ହଳଦୀ ଏବଂ ଗୋଲ ମରିଚ ସେବନ କରିବାର ଫାଇଦା ଜାଣି ବିଶ୍ଵାସ ହେବନି, ମୂଳରୁ ଶେଷ ହେବ 12ଟି ଭୟଙ୍କର ରୋଗ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ହଳଦୀ ଏବଂ ଗୋଲ ମରିଚ ର ଉପକାର ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ । ବନ୍ଧୁଗଣ ଏହି ଦୁଇଟି ଜିନିଷରେ ଅନେକ ଫାଇଦା ରହିଅଛି । ଆପଣ ଏହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତ ଆମ ଶରୀରରେ ନାନା ପ୍ରକାରର ରୋଗମାନ ଦେଖାଯାଇଥାଏ । ଆମ୍ଭ ମାନଙ୍କୁ କୌଣସି ପ୍ରକାରର ରୋଗ ହେଲା ମାତ୍ରେ ସର୍ବପ୍ରଥମେ ଆମ୍ଭେମାନେ ଡାକ୍ତର ଙ୍କ ନିକଟକୁ ଚିକିସ୍ୟା ନିମନ୍ତେ ଯାଇଥାଉ । ମାତ୍ର ଆମ୍ଭେ ସମସ୍ତେ ଭୁଲି ଯାଇଥାଉ ଯେ, ଆମ୍ଭ ବାସ ଗୃହରେ ଥିବା ରୋଷେଇ ଘରେ ସମସ୍ତ ପ୍ରକାରର ଔଷଧ ରହିଅଛି ।

ରୋଷେଇଘରେ ଥିବା ସମସ୍ତ ପଦାର୍ଥ ରେ ଔଷଧୀୟ ଗୁଣ ରହିଥାଏ । ଏହି ପଦାର୍ଥ ରୁ ଆମ୍ଭେ ପ୍ରତ୍ୟକ ଛୋଟ ବଡ ରୋଗ ର ଚିକିସ୍ୟା କରିଥାଉ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିଭଳି ହଳଦୀ ଏବଂ ଗୋଲ ମରିଚ ର ବ୍ୟବହାରରୁ ଆମ୍ଭେ ଭୟାନକ ରୋଗର ଚିକିସ୍ୟା କରିପାରିବା ।

୧- “ହଳଦୀ”;- ବନ୍ଧୁଗଣ ହଳଦୀ, ଆମ୍ଭେ ସମସ୍ତେ ଜାଣିଛୁ ଯେ ଏହା ଆଣ୍ଟି ସେଫ୍ଟିକ, ଆଣ୍ଟି ବ୍ୟାକ୍ଟେରିୟାଲ, ଏବଂ ଆଣ୍ଟି ଫଙ୍ଗଲ ଅଟେ । ବନ୍ଧୁଗଣ ହଳଦୀ ବହୁତ ପ୍ରକାରର ରହିଅଛି । ସବୁଠାରୁ ଉତ୍ତମ ହଳଦୀ ହେଉଛି, “ଅମ୍ବା ହଳଦୀ” । ଯଦି ଆପଣ ସତେଜ ହଳଦୀ ଆଣି ତାହାର ରସ ବାହାର କରି ସକାଳୁ ଖାଲି ପେଟରେ ତାହାର ସେବନ କରନ୍ତି ତେବେ ଆପଣ ଅନେକ ରୋଗରୁ ବଞ୍ଚିତ ହୋଇ ରହିପାରିବେ । କ୍ୟାନ୍ସର ଭଳି ମାରାତ୍ମକ ବେମାରି ମଧ୍ୟ ଅମ୍ବା ହଳଦୀ ର ରସ ରୁ ସଠିକ ହୋଇପାରିବ ।

ବନ୍ଧୁଗଣ ଯଦି ଆପଣଙ୍କୁ ଥଣ୍ଡା ଜର ହୋଇଅଛି, ତେବେ ଆପଣ ହଳଦୀ ବାଲା ଦୁଗ୍ଧ ର ସେବନ କରନ୍ତୁ । ଏବା ବ୍ଯତୀତ ଆପଣ ଗରମ ପାଣିରେ ମଧ୍ୟ ହଳଦୀ ର ସେବନ କରିପାରିବେ । ବନ୍ଧୁଗଣ ଯଦି ଆପଣ ଗୋଟିଏ ଗିଲାସ ଦୁଗ୍ଧ ରେ ଅଧ ଚାମଚ ହଳଦୀ ମିଶାଇ ତାହାକୁ ଫୁଟାଇ ସେବନ କରିବେ ତେବେ ସେଥିରୁ ଛୁଟକାରା ପାଇ ପାରିବେ । ବନ୍ଧୁଗଣ ହଳଦୀ ଆମ ବ୍ଲଡ଼ କୁ ପ୍ୟୁରୀଫାଏ କରିଥାଏ । ବନ୍ଧୁଗଣ ଅମ୍ବା ହଳଦୀ କୁ ଯଦି ଆପଣ ପେଷ୍ଟ ବନାଇ ନିଜ ମୁହଁରେ ଲଗାଉଛନ୍ତି ତେବେ ଆପଣଙ୍କର ସମସ୍ତ ପ୍ରକାରର ଦାଗ ତଥା ବ୍ରଣ କ୍ଷୟ ହୋଇଯିବ ।

୨- “ଗୋଲ ମରୀଚ”;- ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିବା ଗୋଲମରିଚ ସମ୍ବନ୍ଧରେ, ବନ୍ଧୁଗଣ ଗୋଲମରୀଚ ଏକ ଔଷଧୀୟ ଅଟେ । ସାଧାରଣତ ଆମ୍ଭେ ଆମ ଘରେ ଲାଲୀମରିଚ ର ବ୍ୟବହାର କରିଥାଉ । ବନ୍ଧୁଗଣ ଏହାକୁ ବିଷ କହିଲେ ଅତ୍ଯୁକ୍ତି ହେବ ନାହିଁ । ଲାଲୀମରିଚ ର ସେବନ କେବେ ମଧ୍ୟ କରିବା ଉଚିତ ନୁହେଁ ।

ଏହା ଆମ୍ଭ ଶରୀରରେ ପିତ ଦୋଷ କୁ ବଢାଇଥାଏ । ଆପଣ ମାନେ ପ୍ରାଏ ଜାଣି ନଥିବେ ଯେ, ଆମ୍ଭ ଶରୀରରେ ୮୦ ପ୍ରତିଶତ ରୋଗ କେବଳ ପିତଦୋଷ କାରଣରୁ ହୋଇଥାଏ । ଯଦି ଆପଣଙ୍କର ପେଟ ଜାତୀୟ କୌଣସି ସମସ୍ଯା ରହିଅଛି ତେବେ ଆପଣ ଗୋଲମରୀଚ ର ସେବନ କରନ୍ତୁ । ଖାଲି ପେଟରେ ୨ ରୁ ୩ ଟି ଗୋଲମରୀଚ ଖାଇବା ଦ୍ଵାରା ଆପଣଙ୍କର ସମସ୍ତ ଡାଇଜେସନ ସମସ୍ଯା ସମାପ୍ତ ହୋଇଥାଏ ।

ଯଦି ଆଖି ସମସ୍ଯା ରହିଅଛି ତେବେ ସକାଳୁ ଉଠି ଖାଲି ପେଟରେ ଯେତେ ପାରିବେ ସେତେ ବିଲାତି ସହିତ ଗୋଲମରୀଚ ଛିଞ୍ଚି ସେବନ କରନ୍ତୁ । ଏହା ଖାଇବା ଦ୍ଵାରା ଆପଣଙ୍କର ଆଖି ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଆପଣଙ୍କୁ ଭଲ ଲାଗିଲେ, ଦୟାକରି ଗୋଟିଏ ଲାଇକ ଓ ଶେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *