ଖୁବ ଶୀଘ୍ର ମୀନ ଶନି ଭୋଗହେବ, ବଦଳିବ ଋତୁ ଚକ୍ର, ଯୁଗ ଶେଷର ବଡ ପ୍ରମାଣ- Malika Bachana

ମାଳିକା ଆମ ପୁରାତନ କାଳରୁ ଲେଖା ହୋଇଛି, ତେବେ ବହୁତ ଲୋକ ଏହାକୁ ମାନ୍ୟ କରନ୍ତି ନାହିଁ କିନ୍ତୁ ମାଳିକା ବଚନ ଆଜି ପର୍ଯ୍ୟନ୍ତ କେବେ ଭୁଲ ହୋଇ ନାହିଁ ମାଳିକା ବଚନରେ କୁହା ଯାଇଥିଲା ଯେ ସମୟ ଆସିବ ପଶୁ ପକ୍ଷୀ ସ୍ଵତନ୍ତ୍ର ବୁଲିବେ ମଣିଷ ଘରେ ବିଏନଡ଼ି ହୋଇ ରହିବେ ।

ଏହା ଛଡା ମାଲିକାରେ ଏହା ମଧ୍ୟ ଲେଖା ହୋଇଥିଲା ଯେ ମହାମାରୀ ଡରରେ ଲୋକ ନିଜ ନିଜ ଘରେ ଲୁଚି ରହିବେ, ଖାଇବାକୁ ପାଇବେ ନାହିଁ ଧନ ପ୍ରବଳ ମାତ୍ରାରେ ହାନି ହବ । ଏହା ଛଡା ମଣିଷ ତୁଣ୍ଡି ବାନ୍ଧି ବୁଲିବ ବୋଲି ମଧ୍ୟ ଶାସ୍ତ୍ର ଔ ମାଲିକାରେ ଲେଖା ହୋଇଛି ଯାହା ଆଜି କରୋନା ରୂପରେ ସତ ମଧ୍ୟ ହୋଇଛି । ତେବେ ଆଜି ଆମେ ଆପଣଙ୍କୁ ମାଳିକା ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ କଳିଯୁଗ ଅନ୍ତ କେବେ ଆଉ କେମିତି ହବ ।

ମାଲିକାରେ ଲେଖା ହୋଇଛି କଳିଯୁଗ ଅନ୍ତ ଆଗରୁ ବହୁତ ସଂକେତ ମିଳିବ ଭଗବାନ ଶ୍ରୀ ହଋ ବିଷ୍ଣୁ ନିଜ ବାହନ ଗରୁଡଙ୍କୁ କହୁଛନ୍ତି ହେ ଗରୁଡ କଳିଯୁଗ ଅନ୍ତ ବେଳେ ସବୁ କିଛି ବଦଳିବାକୁ ଲାଗିବ । ସେହି ସମୟରେ କୋଇଲି କେବଳ ବସନ୍ତ ରିତୁରେ ନୁହ ସବୁ ରିତୁରେ ଗାଇବ କିନ୍ତୁ ତା ସ୍ଵର ଆଉ ମିଠା ରହିବ ନାହିଁ କାକ ଭଳି କର୍କଶ ହୋଇଯିବ । ଏହା ଛଡା ଗ୍ରୀଷ୍ମ ରିତୁ ତା ସମୟ ଆଗରୁ ଆସିବ ଆଉ ଅନ୍ତ ପରେ ମଧ୍ୟ ରହିବ, ବର୍ଷା ଦିନ ଯେତେବେଳେ ଇଛା ହବ କିନ୍ତୁ ରିତୁ ସମୟରେ ହବ ନାହିଁ ।

ଏହା ଛଡା ଭଗବାନ ହଋ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେ ହେ ଗରୁଡ କଳିଯୁଗ ଅନ୍ତ ସମୟରେ ୧୩ ଦିନ ପକ୍ଷ ହବ ଯେତେବେଳେ ୧୩ ଦିନ ପକ୍ଷ ଆରମ୍ଭ ହୋଇବ କଳକିଙ୍କୁ ଚିନ୍ତା ଆରମ୍ଭ ହୋଇଯିବ । ଏହା ଛଡା ୧୫ ଦିନ ଭୂମିକମ୍ପ ହବ ମଣିଷ ପିମ୍ପୁଡି ଭଳି ମାଟି ତଳେ ଚାଲି ଯିବେ । ଏହା ଛଡା କହିଛନ୍ତି ପାପର ନାସ ହୋଇବ ଆଉ ପାପୀ ମାନେ ଦଣ୍ଡ ପାଇବେ ।

ଏହା ଛଡା ଭଗବାନ ଶ୍ରୀ ହଋ ବିଷ୍ଣୁ ନିଜ ବାହନ ଗେରୁଦକୁ କହିଛନ୍ତି କଳିଯୁଗ ଅନ୍ତ ସମୟରେ ସବୁ ରିତୁ ଆଉ ପ୍ରକୃତି ତା ବିକରାଳ ରୂପ ଦେଖେଇବ । ପାଣି ଆଉ ପାଣି ରହିବ ନାହିଁ ସୁନାମୀ ରୂପ ନବ, ନିଆ ଜାଲି ପୋଡି ସବୁ ଧ୍ଵଂସ କରିବ, ମାଟି ତଳକୁ ତଳ ଖସି ଖସି ଜୀବ ।

ପ୍ରକୃତି ତା ବିରାଟ ରୂପ ଦେଖେଇବ ଯାହା ସମ୍ଭାଳିବା କାହା ପାଇଁ ବି ସମଭାବ ହବ ନାହିଁ । ତେବେ ପାପ ଯେତେ ବଢି ବଢି ଯାଉଛୁ କଳିଯୁଗ ସମୟ ସେତେ କମି କମି ଯାଉଛି ଆଉ ଧର୍ମ କରୁଥିବା ଲୋକ ସେତେ କମି କମି ଯାଉଛନ୍ତି, ଭଗବାନ କହିଛନ୍ତି କଳିଯୁଗ ଅନ୍ତ ପାଖେଇ ଆସିଲେ ମଣିଷ ମନରେ ଅହଂକାର ଭର୍ତି ହୋଇ ରହିଥିବ ।

Leave a Reply

Your email address will not be published. Required fields are marked *