ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 700 ବର୍ଷ ପରେ ଜୁଲାଇ 15 ରେ ଶ୍ରାବଣ ଶିବରାତ୍ରି 6ଟି ରାଶି ହେବେ କୋଟିପତି ।

ବନ୍ଧୁଗଣ ପଇସା ଗଣି ଗଣି ଥକିଯିବେ । ମହାଦେବଙ୍କ କୃପାରୁ ଜୁଲାଇ ୧୫ରେ ବନିବାକୁ ଥିବା ଶ୍ରାବଣ ଶିବରାତ୍ରି ରେ ଦିବ୍ୟ ଓ ଦୁର୍ଲଭ ମହା ସଂଯୋଗ, କାଳସର୍ପ ଯୋଗ, ଅମୃତସିଦ୍ଧି ଯୋଗ କାରଣରୁ ୧୨ଟି ରାଶି ମଧ୍ୟରୁ ୬ଟି ରାଶି ହେଲେ କୋଟିପତି । ମହାଦେବଙ୍କ କୃପାରୁ ଶ୍ରାବଣ ଶିବରାତ୍ରି ରେ ଏହି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ସ୍ଵୟଂ ଭଗବାନ ଶିବ ଏମାନଙ୍କ ଗୃହକୁ ଆଗମନ କରିବାକୁ ଯାଉଛନ୍ତି । ଯାହା ଫଳରେ ଏମାନଙ୍କର ସବୁ ଦୁଃଖ କଷ୍ଟ ସ୍ଵୟଂ ମହାଦେବ ଦୂର କରିବେ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

କନ୍ୟା ରାଶି : ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ମେହରବାନ ହେବାକୁ ଯାଉଛନ୍ତି । ସବୁ ସମସ୍ଯା ଦୂର ହେବ । ଘର ପରିବାରରେ ଖୁସି ହିଁ ଖୁସି ଆସିବ । ସନ୍ତାନ ପ୍ରାପ୍ତ ହେବ । ଧନ ଲାଭର ଅନେକ ବାସର ପ୍ରାପ୍ତ ହେବ । ଆପଣଙ୍କୁ ବ୍ୟାପାରରେ ଲାଭ ମିଳିବାକୁ ଯାଉଛି । ଆପଣଙ୍କୁ ଚାରି ଆଡୁ ଧନ ଲାଭର ସଂକେତ ନଜର ଆସୁଛି ।

କୁମ୍ଭ ରାଶି : ମହାଦେବ ଏବେ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଛନ୍ତି । ଶ୍ରାବଣ ଶିବରାତ୍ରି ଆପଣଙ୍କ ପାଇଁ ଖାସ ରହିବ । ଆର୍ଥିକ ଲାଭ ହେବ । ନୂଆ ବାହନ କ୍ରୟ କରିବାର ଯୋଗ ଅଛି । ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ପ୍ରେମରେ ସଫଳତା ମିଳିବ । ଧନ ଜନିତ ସମସ୍ଯା ଦୂର ହେବ । ଘର ପରିବାରରେ ଖୁଶିର ମାହୋଲ ରହିବ ।

ସିଂହ ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ରହିବ । ଆପଣଙ୍କୁ ଅଧିକ ଫାଇଦା ମିଳିବ । ଚାରିଆଡୁ ଆପଣଙ୍କୁ ଧନ ଲାଭ ହେବ । ଜୀବନରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ନୂଆ ବାହନ ବା ଘର କ୍ରୟ କରିବାର ଶୁଭ ସଂଯୋଗ ରହିଛି ।

ମିଥୁନ ରାଶି : ଶ୍ରାବଣ ଶିବରାତ୍ରି ଠାରୁ ଦେବଙ୍କ ଦେବ ମହାଦେବଙ୍କ କୃପା ବର୍ଷା ହେବ । ବିଦେଶ ଯାତ୍ରା କରିବାର ଅବସର ମିଳିବ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଆପଣଙ୍କର ରୁଚି ଧାର୍ମିକ କାର୍ଯ୍ୟରେ ହେବ । ଧନ ଲାଭ ହେବ । ମାନସିକ ସ୍ୱାସ୍ଥ୍ୟ ଠିକ ରହିବ ।

ବୃଷ ରାଶି : ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ଜୀବନରୁ ଦୁଃଖ ସମାପ୍ତ ହେବ । ବହୁତ ବଡ ଖୁସି ଖବର ମିଳିବ । ସମ୍ପତିରୁ ଲାଭ ପାଇବେ । କୌଣସି କାମ ଅନ୍ୟ ପାଇଁ କରୁଥିଲେ ଆପଣଙ୍କର ହିଁ ଲାଭ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆପଣ ପଜେଟିଭ ରୁହନ୍ତୁ ।

ମେଷ ରାଶି : ଭଗବାନ ଶିବଙ୍କ ଅଶେଷ କୃପା କାରଣରୁ ଆର୍ଥିକ ସ୍ଥିତି ମଜବୁତ ହେବ । ଆର୍ଥିକ ଲାଭର ଅବସର ମିଳିବ । ଚାକିରି ସମ୍ବଧିତ ଖୁସି ଖବର ମିଳିବ । କାର୍ଯ୍ୟ କ୍ଷେତ୍ରରେ ବଡ ଖୁସି ଖବର ପ୍ରାପ୍ତ ହେବ । ଆପଣଙ୍କୁ ମନ ମୁତାବକ ଚାକିରି ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *