‘ମୋ ଭଣଜା ମୋ ପୁଅ ପରି, ମୋର ତା ସହ କିଛି ସମ୍ପର୍କ ନାହିଁ.. ମୋତେ ମିଛରେ ବ୍ଲେମ କରୁଛନ୍ତି ଭଣଜା ସହ ମୁଁ କୁଆଡେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗଣ ମାଧ୍ୟମ ଆଗରେ ସ୍ଵପ୍ନା ନାୟକ ନାମକ ମହିଳା ନିଜ ପାରିବାରିକ ଜୀବନ ବିଷୟରେ କିଛି ବଡ ଖୁଲାସା କରିଛନ୍ତି । ସ୍ଵପ୍ନା କହିଛନ୍ତି ତାଙ୍କ ସ୍ବାମୀଙ୍କ ନାଁ କାହ୍ନୁ ଚରଣ ନାୟକ ସେ ବ୍ରହ୍ମପୁର ରେ ଟିଟି ଅଛନ୍ତି । ଦୁହିଙ୍କର ବିବାହ ୨୦୧୨ ଜାନୁଆରୀ ୧୮ ତାରିଖରେ ହୋଇଥିଲା । ସ୍ଵପ୍ନା ନିଜର ନଣନ୍ଦ ଓ ନଣନ୍ଦେଇ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି କି ବାହାଘରର କିଛି ଦିନ ପରେ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଯାହା ସେ ନିଜ ବାପଘରୁ ଆଣିପାରି ନ ଥିଲେ । ତାଙ୍କ ଶାଶୁ ଶ୍ଵଶୁର ନ ଥିବାରୁ ନଣନ୍ଦ ଓ ନଣନ୍ଦେଇ ମୁରବି ଥିଲେ ।

ଟଙ୍କା ନ ଆଣିବାରୁ ନିର୍ଯ୍ୟାତନା ଦେବା ସହ ସ୍ଵପ୍ନାଙ୍କ ସ୍ଵାମୀ ଶିଖାଇଥାନ୍ତି ତାକୁ ଛାଡି ଦେ ଆମେ ଆଉ ଗୋଟେ ତୋ ପାଇଁ ନେଇ ଆସିବା ତାକୁ ରଖିବା ଦରକାର କଣ ତୋର ? ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ସ୍ଵପ୍ନାଙ୍କ ବଡ ପୁଅ ଯିଏ ୯ ବର୍ଷର ଯାହାର ନାଁ ଅନୁରୂପ ନାୟକ ଯିଏ ବାପା ପାଖରେ ଅଛି । ଆଉ ସାନ ପୁଅ ଯାହାର ବୟସ ୬ ବର୍ଷର ସେ ସ୍ଵପ୍ନାଙ୍କ ପାଖରେ ଅଛି । ଆଗକୁ ସ୍ଵପ୍ନା କହୁଛନ୍ତି ତାଙ୍କ ସ୍ଵାମୀ ଭଣଜାକୁ ଆଣି ଘରେ ରଖିଲେ ଏଟା କଣ ଦରକାର ଥିଲା ।

କାରଣ ସେମାନେ ନିଜ ସଂସାର ଦେଖିବା କଥା ତେବେ ତାଙ୍କ ଛୁଆକୁ ଆଣି ରଖିବା କଣ ଦରକାର ଥିଲା ? ସେ ଯେତେବେଳେ ଭଣଜାକୁ ପାଠ ପଢିବା ବାହାନାରେ ଘରକୁ ଆଣିଥିଏ କେବେଳ ସ୍ଵପ୍ନାଙ୍କୁ ବ୍ଲେମ କରିବା ପାଇଁ । ସ୍ଵପ୍ନା କହୁଛନ୍ତି ଭଣଜା ସହ ସମ୍ପର୍କ ରହିବା ଭଳି ନିନ୍ଦନୀୟ ମିଥ୍ୟା ତାଙ୍କ ସ୍ଵାମୀ ଲାଗାଇଥିଲେ ଯାହାକୁ ଖଣ୍ଡନ କରିଛନ୍ତି । କାରଣ ଭଣଜା ହେଉଛି ତାଙ୍କ ପୁଅ ସମାନ ତାଙ୍କୁ ଖୁଆଇ ପିଆଇ ବଡ କରିଛନ୍ତି କାରଣ ସେ ଗୋଟେ ମା । ଯେବେ ସ୍ଵପ୍ନା ଙ୍କୁ ତାଙ୍କ ସ୍ଵାମୀ ମରାମାରି କରନ୍ତି ଭଣଜା ସହିପାରେ ନାହି ।

ସ୍ଵପ୍ନାଙ୍କ ତଣ୍ଟି ମଧ୍ୟ ଚିପିଥାନ୍ତି ତାଙ୍କ ସ୍ଵାମୀ ଯାହାକୁ ଭଣଜା ଦେଖି ପ୍ରତିବାଦ କରିଥାଏ । ଭଣଜା ମାମୁଁଙ୍କୁ ବୁଝାଇଥାଏ ମାଇଁ ଙ୍କ ସହ ଏମିତି କର ନାହି ଉତ୍ତରରେ ମାମୁଁ କୁହନ୍ତି ତୋର ତାର କଣ ସମ୍ପର୍କ ଥିବ । ସ୍ଵପ୍ନାଙ୍କ ସ୍ଵାମୀ କହିଲେ ବଡ ପୁଅକୁ ନେବା ଦରାକର ନାହି ତୁମେ ସାନ ପୁଅକୁ ନେଇ ଅଲଗା ହୋଇଯା । କାରଣ ବଡ ପୁଅ ୯ ବର୍ଷର ହୋଇଗଲାଣି । ସ୍ଵପ୍ନା ଆଗକୁ କହିଛନ୍ତି ନଣନ୍ଦ ନଣନ୍ଦେଇ ଏମିତି ପ୍ଳାନ କରି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା କରି ଦେଇଛନ୍ତି କାରଣ ତାଙ୍କ ସ୍ଵାମୀ ବହୁତ ଭଲ ।

କିନ୍ତୁ ଏମାନେ ଘର ଭାଙ୍ଗିଛନ୍ତି ପ୍ଳାନ କରି । ଏମିତିକି ସ୍ଵପ୍ନାଙ୍କ ସ୍ଵାମୀଙ୍କ ଜଣେ ବନ୍ଧୁ ସେଇ ମଧ୍ୟ ତାଙ୍କୁ ସ୍ଵପ୍ନାଙ୍କୁ ନ ଆଣିବାକୁ ଶିଖାଇଥାନ୍ତି ଆଗରୁ କେବେ ଆସି ନ ଥିଲେ । ବାହାଘରର ୩ ବର୍ଷ ପରେ ସ୍ଵପ୍ନାଙ୍କ ସହ ଏମିତି ଘଟିଛି । ନିଜ ପିଲାଙ୍କୁ ନ୍ୟାୟ ଦେବା ପାଇଁ ସ୍ଵପ୍ନା ସ୍ଵାମୀଙ୍କ କ୍ଵାଟର ଆଗରେ ଧାରଣା ଦେବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *