ମଦ ପିଇ ଟୁଲ ଥିଲେ ମୁଖ୍ୟମନ୍ତ୍ରୀ, ସହଯାତ୍ରୀଙ୍କ ଅଭିଯୋଗରେ ବିମାନ କତ୍ତୃପକ୍ଷ କଲେ ଏମିତି… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ମଦ ପିଇ ଢଳି ପଡ଼ୁଥିଲେ ମୁଖ୍ୟମନ୍ତ୍ରୀ । କିଛି ଏଭଳି ଅଭିଯୋଗ ଆଣି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଶିରୋମଣୀ ଅକାଳି ଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ । ମାନ୍ ପଞ୍ଜାବ ବାସୀଙ୍କୁ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଦ ପିଇ ଚୁର ଥିବାରୁ ବିମାନ ରୁ ତାଙ୍କୁ ବାହାର କରି ଦେଲେ କର୍ତ୍ତୁପକ୍ଷ । କିଛି ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବିନ୍ଦର ସିଂ ବାଦଲ ।

ମାନ ପଞ୍ଜାବ ସିଂ ଙ୍କୁ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି । ମାନ ମଦ ସେବନ କରି ଥିବାରୁ ତାଙ୍କୁ ଜର୍ମାନୀ ରେ ଫ୍ରାଙ୍କ କଟ ବିମାନ ବନ୍ଦର ରେ ବିମାନ ରୁ ଓଲହାଇ ଦିଆ ଯାଇଥିଲା । ଉକ୍ତ ବିମାନରେ ସାଥି ଯାତ୍ରୀ ଅଭିଯୋଗ କରିବା ପରେ ମାନ ଙ୍କୁ ବିମାନ ରୁ ଓଲହାଇ ଦିଆ ଯାଇଥିବା ଗଣ ମାଧ୍ୟମ ରେ ପ୍ରକାଶ ପାଇଥିବା କହିଛନ୍ତି ସୁଖବିନ୍ଦର ।

ସେହିପରି ମାନ ଏତେ ପରିମାଣର ମଦ୍ୟପାନ କରିଥିଲେ ଯେ ସେ ଚାଲିବାକୁ ଅସମର୍ଥ ଥିଲେ । ତାଙ୍କ ପାଇଁ ବିମାନ ୪ ଘଣ୍ଟା ବିଳମ୍ବ ହୋଇଥିଲା । ଯେଉଁଥି ପାଇଁ ସେ ଆପ ପ୍ରଜାତୀୟ ସମିଳନୀ ରେ ଯୋଗ ଦେଇପାରି ନ ଥିଲେ । ଏହା ପଞ୍ଜାବ ବାସୀ ଙ୍କ ପାଇଁ ଲଜ୍ୟା ଓ ଅପମାନ ଜନକ ଘଟଣା ଅଟେ । ମାନ ବିଶ୍ଵ ଦରବାର ରେ ପଞ୍ଜାବ କୁ ଅପମାନ କରିଛନ୍ତି ବୋଲି କହିଛନ୍ତି ଅକାଳୀ ଦଳ ମୁଖ୍ୟ ।

ତେବେ ଗଣ ମାଧ୍ୟମର ରିପୋଟ ଓ ପଞ୍ଜାବ ସରକାର ଙ୍କ ପକ୍ଷ ରୁ ଖାରଚ କରା ଯାଇଛି । ବାଦଲ ଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଆପ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତି ହିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ମୁଖ ପାତ୍ର ବଳବନ୍ତ ସିଂ କଙ୍ଗ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଠିକ ସମୟରେ ଦିଲ୍ଲୀ ଫେରି ଆସିଛନ୍ତି ବୋଲି ସେର କହିଛନ୍ତି । ଜର୍ମାନୀ ର ଏ ସେ ସେପ୍ଟେମ୍ବର ୧୮ ତାରିଖ ରେ ଫ୍ଲାଇଟ ଧରିଥିଲେ । ସେପ୍ଟେମ୍ବର ୧୯ ତାରିଖ ରେ ସେ ନୂଆ ଦିଲ୍ଲୀ ରେ ପହଞ୍ଚି ଥିଲେ । ବିରୋଧୀ ଙ୍କ ପକ୍ଷ ରୁ ଆସିଥିବା ଅଭିଯୋଗ ଅସତ୍ୟ ବୋଲି ସେ କହିଛନ୍ତି । ତେବେ ମଦ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ନେଇ ଏହା ପ୍ରଥମ ଅଭିଯୋଗ ନୁହେଁ ।

ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ବିଶେଷ ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *