PM ମୋଦୀ ଦେଶକୁ ଦେଇଛନ୍ତି ଏଇ ଖୁସି ଖବର, ଜାଣିକି ଆପଣ ଖୁସିରେ ନାଚି ଉଠିବେ  

ଦେଶରେ କୋରାନା ସଙ୍କଟ ଭିତରେ ଗୋଟେ ଭଲ ଖବର ଆସିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟ୍ବିଟ କରି ଏହି କଥାର ସୂଚନା ଦେଇଥିଲେ । ବାସ୍ତବରେ ଦେଶରେ ବବ୍ବର ସିଂହ ଙ୍କ ସଂଖ୍ୟା ରେ ୨୯ ପ୍ରତିଶତ ବଢିଛି । ଗୁଜୁରାଟ ର ଗିର ନେସନାଲ ପାର୍କ ରେ ବବ୍ବର ସିଂହ ଙ୍କ ପରିବାର ବଢିଛି । ତେବେ କଣ ଅଟେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ।

Image Courtesy: Google

ପାଞ୍ଚ ମାସରେ ୨୯ ପ୍ରତିଶତ ବଢିଛି

ପାଞ୍ଚ ବର୍ଷ ପୂର୍ବେ ଏଠାରେ ସିଂହ ଙ୍କ ସଂଖ୍ୟା ୫୨୩ ଥିଲା । ଏହି ସମୟରେ ପୂର୍ବ ସପ୍ତାହରେ ଯେତେବେଳେ ବନ ଆଧିକରି ଓ କର୍ମୀ ମାନେ ସିଂହ ମାନଙ୍କ ବିଷୟରେ ସୂଚନା ହାସିଲ କାଲେ ଟା କାହାକୁ ବି ବିଶ୍ୱାସ ହେଲା ନହିଁ । ଏହି ସମୟରେ ଗିର ନେସନଲ ପାର୍କ ରେ ୧୬୧ ପୁରୁଷ  ଓ ସ୍ତ୍ରୀ ଅଛନ୍ତି ,ଓ ୧୩୭ ଛୁଆ ଅଛନ୍ତି । ପାଞ୍ଚ ବର୍ଷ ତୁଳନାରେ ଏଠାରେ ସିଂହ ର ସଂଖ୍ୟା ୨୯ ପ୍ରତିଶତ ପର୍ଯ୍ୟନ୍ତ ବଢିଛି ।

Image Courtesy: Google

ପିଏମ ମୋଦୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି

ଏହି କଥାର ସୂଚନା ପିଏମ ମୋଦୀ ନିଜେ ଦେଇଛନ୍ତି । ସେ ସିଂହ ମାନଙ୍କର ଫୋଟୋ ଟ୍ବିଟ  କରି ଲେଖିଛନ୍ତି ,ଗୁଜୁରାଟ ର ଗିର  ଜଙ୍ଗଲ ରେ ରହିଥିବା ଏସିୟାର୍ଡ ସିଂହ ଙ୍କ ସଂଖ୍ୟା ପାଖା ପାଖି ୨୯ ପ୍ରତିଶତ ବଢିଛି । ତାଙ୍କ ରହିବା ଜାଗା ବି ୩୬ ପ୍ରତିଶତ ବଢିଛି । ସେଥିପାଇଁ ଗୁଜୁରାଟ ର ଲୋକ ଓ ସବୁ ଲୋକ ବାଧାଇ ର ପାତ୍ର  ଅଟନ୍ତି ସେମାନଙ୍କ ପ୍ରୟାସରେ ଏହା ଉପଲବ୍ଧ ହୋଇଛି ।

Image Courtesy: Google

ପ୍ରଧାନ ମନ୍ତ୍ରୀ କହିଛନ୍ତି କି କିଛି ବର୍ଷରୁ ଗୁଜୁରାଟ ରେ ସିଂହ ଙ୍କ ସଂଖ୍ୟା ବଢିଛି । ଏହା ଲୋକ ମାନଙ୍କର ସହଯୋଗ,ଶିଳ୍ପ ବିଜ୍ଞାନର ବ୍ୟବହାର ,ବନ୍ୟଜନ୍ତୁଙ୍କ ସ୍ୱାସ୍ଥ୍ୟ ର ଯତ୍ନ ,ବାସ କରିବା ପାଇଁ  ଉଚିତ ପରିବେଶର ବ୍ୟବସ୍ଥା ,ଓ ମନୁଷ୍ୟ ଓ ସିଂହ ମାନଙ୍କ ମଧ୍ୟରେ ଭିଡ଼ତା କମ ରଖିବାର ପ୍ରୟାସ ର ଫଳ ଅଟେ । ଆଶା ଅଛି କି ଏହି ସକାରାତ୍ମକ ଚିନ୍ତା ଧାରା ଜାରି ରହିବା ।

ଏହି ପଶୁମାନେ ସିଂହ ସହିତ ବାସ କରନ୍ତି

ପୁରା ଦୁନିଆରେ ଦକ୍ଷିଣ ଆଫ୍ରିକା କୁ ଛାଡି ଗୁଜୁରାଟ ର ଗିର ନେସନଲ ପାର୍କ ରେ ଏକମାତ୍ର ଏମିତି ଜାଗା ଅଛି ଯେଉଁଠି ସିଂହ ଙ୍କୁ ନିଜ ପ୍ରାକୃତିକ ଆବସରେ ରହିବାରେ ଦେଖିବାକୁ ମିଳେ । ଏହି ପାର୍କରେ ସିଂହ ଙ୍କ ସହିତ ଭାଲୁ,ହରିଣ,ସଂଭର ,ନୀଳଗାଇ,ଚିତଳ ଭଳି ପଶୁ ରହୁଛନ୍ତି । ଜନତାଙ୍କ ପାଇଁ ପାର୍କ ଅକ୍ଟୋବର ମାସରୁ ନେଇ ଜୁନ ପର୍ଯ୍ୟନ୍ତ ଖୋଲା ରହେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *