ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ । କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଖୋଜି ଆଣିଛୁ ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିବାକୁ ଲାଗିବ ଏବଂ ଆପଣ ମଧ୍ୟ ଭାବିବେ ଏମିତିକା ପ୍ରଶ୍ନ ଉତ୍ତର ଭି ହୋଇଥାଏ ?
୧. କେଉଁ ଯିବ ଜିଭ ଓଜନ ଗୋଟେ ହାତୀ ଓଜନ ବରାବର ହୋଇଥାଏ ?
ଉତ୍ତେ : ବ୍ଲୁ ୱ୍ହେଲ
୨. ଭାରତ କେଇନ ପ୍ରଧାନମନ୍ତ୍ରୀ ଚାଷୀ ଥିଲେ ?
ଉତ୍ତେ : ଭାରତ ପଞ୍ଚମ ପ୍ରଧାନମନ୍ତ୍ରୀ ଚଉଧ୍ରୀ ଚରଣ ସିଂହ ଗୋଟେ ଚାଷୀ ଥିଲେ ।
୩. ମନୀଷ ନିଜ ହାତରୁ ଅଧିକତମ କେତେ ଓଜନ ଉଠେଇ ପାରିବ ?
ଉତ୍ତେ : ମଣିଷ ନିଜ ଶରୀର ଦୁଇ ଗୁଣ ଓଜନ ଉଠାଇ ପାରିବ ।
୪. ଦୁନିଆ ସର୍ବ ପ୍ରଥମ ମହିଳା ପ୍ରାଇମ ମିନିଷ୍ଟର କେଉଁ ଦେଶ ର ଥିଲେ ?
ଉତ୍ତେ : ଶ୍ରୀଲଙ୍କା ରେ
୫. ପି ଡବ୍ଲୁ ଡି ଫୁଲ ଫର୍ମ କଣ ଅଟେ ?
ଉତ୍ତେ : ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ
୬. ଏମିତି କେଉଁ ଜୀବ ଅଟେ ଯିଏ ଆଖି ଖୋଲି ସୋଇଥାଏ ?
ଉତ୍ତେ : ସାପ
ତେବେ ଦୁନିଆରେ ଏମିତି ବହୁତ ପ୍ରଶ୍ନ ଅଛି ଯାହା ଶୁଣିବା ପାଇଁ ଅଲଗା ଲାଗିଥାଏ କିନ୍ତୁ ହୋଇଥାଏ ବହୁତ ସାମାନ୍ଯ କେତେକ ପ୍ରଶ୍ନ ଶୁଣିବାରେ ଅଶ୍ଳୀଳ ଲାଗିଥାନ୍ତି କିନ୍ତୁ ଏହା ବହୁତ ଅଲଗା ହୋଇଥାନ୍ତି, ତେବେ ଆପଣଙ୍କୁ ମଧ୍ୟ ଅଧିକ କନ୍ଫ୍ଯୁଜ କରିବା ପ୍ରଶ୍ନ ଅଛି ।
୭. ଝିଅ କେଉଁ ଅଙ୍ଗକୁ ଆମେ ଖାଇଥାଉ ?
ଉତ୍ତେ : ଲେଡିଜଫିଙ୍ଗର
ତେବେ ଏହା ଶୁଣିବା ପାଇଁ ଖରାପ ଥିଲା କିନ୍ତୁ କିଛି ବୁଦ୍ଧି ଖର୍ଚ କଲେ ଆପଣ ଏହା ଅନୁଭବ କରିବେ ଯେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।