ମୃତ୍ୟୁ ପୂର୍ବରୁ ପିତାମହ ଭୀଷ୍ମ ଯୁଧିଷ୍ଟିରଙ୍କୁ କହିଥିଲେ ଏହି ୫ଟି କଥା, ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ

ଶାସ୍ତ୍ର ଏବଂ ବହୁତ ବହିରେ ସ୍ତ୍ରୀମାନଙ୍କର ଚରିତ୍ର ଏବଂ ତାଙ୍କର ବ୍ୟବହାର ବିଷୟରେ ଲେଖା ଯାଇଛି ଯେଉଁଥିରୁ ସ୍ତ୍ରୀମାନଙ୍କ ବିଷୟରେ ବହୁତ ସାରା କଥା ଜଣା ପଡିଥାଏ । ମହାଭାରତରେ ବି ପିତାମହ ଭୀଷ୍ମ ଯୁଧିଷ୍ଟିରଙ୍କୁ ସ୍ତ୍ରୀମାନଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହା ବିଷୟରେ ଜାଣି କିଏ ବି ମଣିଷ ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସବୁ କଥା ବିଷୟରେ ଯାହା ଭୀଷ୍ମ ପିତାମହ କହିଯାଇଛନ୍ତି ।

୧ -ପିତାମହ ଭୀଷ୍ମ କହିଛନ୍ତି କି ସ୍ତ୍ରୀମାନଙ୍କୁ କେବେବି ଦୁଖୀ କରିବେ ନାହିଁ । ଏମାନଙ୍କୁ ସବୁବେଳେ ଖୁସିରେ ରଖିବା ଦରକାର କାରଣ ଯଦି ସ୍ତ୍ରୀ ସୁଖରେ ରହିବେ ନାହିଁ ତାହେଲେ ପୁରୁଷଙ୍କୁ ବି ସୁଖରେ ରହିବାକୁ ଦେବେ ନାହିଁ ।

୨ -ପିତାମହ ଭୀଷ୍ମ କହିଛନ୍ତି କି କୌଣସି ବି ଘରେ ସ୍ତ୍ରୀମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏହା ଫଳରେ ଘରେ ସବୁବେଳେ ଲଢେଇ ଏବଂ ଝଗଡା ଲାଗି ରହିଥାଏ ।

୩ -ଯଦି ସ୍ତ୍ରୀମାନେ ରାଗି ଅଭିଶାପ ଦେଇଦିଏ ତାହେଲେ ସେହି ଘରର ନାଶ ହୋଇଥାଏ ଏବଂ ସବୁ ଲୋକ ବରବାଦ ହୋଇଯାନ୍ତି । ଏଥିପାଇଁ ସବୁବେଳେ ସ୍ତ୍ରୀମାନଙ୍କୁ ମାନ ସନମ୍ମା ଏବଂ ଖୁସିରେ ରଖିବା ଉଚିତ ।

୪ -ସନ୍ତାନର ଜନ୍ମ ,ତାର ପାଳନ ପୋଷଣ କରିବା ଆଦି ସ୍ତ୍ରୀ ଉପରେ ନିର୍ଭର କରିଥାଏ । ଏଥିପାଇଁ ସ୍ତ୍ରୀମାନଙ୍କର ଦେଖାଶୁଣା ଏବଂ ଖୁସିରେ ରଖିବା ଜିମେଦାରି ପୁରୁଷର ହିଁ ହୋଇଥାଏ ।

୫ -ପିତାମହ ଭୀଷ୍ମ କହିଛନ୍ତି କି ସ୍ତ୍ରୀମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି ଏବଂ ଯେଉଁଠାରେ ତାର ଆଦର ହୋଇଥାଏ ସେଠାରେ ଦେବୀ ଦେବତା ମାନଙ୍କର ଆଗମନ ହୋଇଥାଏ । ଏଥିପାଇଁ କେବେ ବି ସ୍ତ୍ରୀମାନଙ୍କୁ ଦୁଖଃରେ ରଖିବା ଉଚିତ ନୁହେଁ । ଏହି କଥା ପିତାମହ ଭୀଷ୍ମ ମରିବା ପୂର୍ବରୁ ଯୁଧିଷ୍ଟିର ଙ୍କୁ କହିଥିଲେ ।

Leave a Reply

Your email address will not be published. Required fields are marked *