ଅମିତାଭ ବଚ୍ଚନ ଶେୟାର କରିଥିବା ଏହି ଦୁଇଜଣ ବାଳିକାଙ୍କ ଫଟୋର ନାମ ଜାଣି ଆପଣ ସ୍ତବ୍ଦ ହୋଇ ରହିଯିବେ

ଫିଲ୍ମ ର ମହାନାୟକ ଅମିତାଭ ବଚନ ଏଗୀ ସମୟରେ ବହୁତ ଫିଲ୍ମ କୁ ନେଇ ବହୁତ ଚର୍ଚାରେ ଅଛନ୍ତି କିନ୍ତୁ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ସେ ଦୁଇଜଣ ବାଳିକାଙ୍କର ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଦେଖା ଯାଉଥିବା ଦୁଇଜଣ ବାଳିକା ଲତା ମଙ୍ଗେସକର ଏବଂ ଆଶା ଭୋସଲେ ଅଟନ୍ତି । ଅମିତାଭ ବଚନ ଏହି ପୁରୁଣା ଫଟୋକୁ ଶେୟାର କରିବା ସହିତ ଲେଖିଛନ୍ତି କି ତାଲା ଏବଂ ଆଶା ଙ୍କର ଏହା ପିଲା ଦିନର ଚିତ୍ର ।

ଆଜି ଲତା ଙ୍କର ଟୁଇଟ ରେ ପଢିଛି କେମିତି ସେ ତାଙ୍କ ଗୁରୁଙ୍କୁ ମନେ ପକାଇଲେ ଏବଂ ହଠାତ ଏହି ଚିତ୍ର ମତେ ମିଳିଗଲା ।

ଅମିତାଭ ବଚନ ଏହି ଫଟୋକୁ ଯେମିତି ଟୁଇଟ କାଲେ ଏହା ଉପରେ ଲୋକଙ୍କର ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ଯଦି ଅମିତାଭ ବଚନ ଙ୍କ କଥା କହିବା ତାହେଲେ ସେ ଏହି ସମୟରେ ଫିଲ୍ମ ବ୍ରହ୍ମାସ୍ତ୍ର ଏବଂ ଝୁଡ କୁ ନେଇ ବହୁତ ଚର୍ଚାରେ ଚାଲୁଛନ୍ତି । ଝୁଡ ର ସେଟ ରେ ତାଙ୍କର ବହୁତ ସାରା ଫଟୋ ସାମ୍ନାକୁ ଆସୁଛି ।

ଅମିତାଭ ବଚନ ଏକ ଏବଂ ବଡ ଉପଲବ୍ଧି ସେତବେଳେ ହାସିଲ କରିଥିଲେ ଯେତବେଳେ ସେ ଟୁଇଟର ରେ ୪ କରୋଡ ଫଲୋର୍ସ ପୁରା କରିଥିଲେ । ଏମିତି କରିବା ବାଲା ସେ ପ୍ରଥମ ଭାରତୀୟ ଅମିତାଭ ହୋଇଛନ୍ତି । ଆପଣଙ୍କୁ ଲତା ମଙ୍ଗେସକର ଏବଂ ଆଶା ଭୋସଲେ ଙ୍କ ଫଟୋ କେମତି ଲାଗିଲା କାମେଣ୍ଟ କରି କହିବେ ।

Leave a Reply

Your email address will not be published. Required fields are marked *