ନା ଖାଇବାର ଠିକଣା ନା ମୁଣ୍ଡ ଉପରେ ଛାତ, ତଥାପି ବି ଶାଦିଲାଲ କରିଛନ୍ତି ୭ ବିବାହ

ଜବଲପୁର ରେ ଜଣ କୁ ଧରା ଯାଇଛି ଯିଏ ଗୋଟେ ପରେ ଗୋଟେ ବିବାହ କରିଯାଉ ଥିଲା । ସେ ୭ଟି ବିବାହ କରିସାରି ଥିଲା । ବିବାହ ବି ଏମିତି କି ନା ସାତ ଫେରା ନେଇଛି ନା କୌଣସି ବିଧି ପାଳନ କରିଛି । ବିବାହ ର ସଉକ ଥିବା ଶାଦିଲାଲ ଏବେ ପୋଲିସ ପାଖରେ ଅଛି । ଏହି ପାଗଳ ଜବଲପୁର ର ଧମାପୁର ରୁ ଦୁଇଜଣ ନାବାଳିକା ଭଉଣୀଙ୍କୁ ତେଲାଇ ତାଙ୍କୁ ନିଜ ସହିତ ନେଇଗଲା । କିନ୍ତୁ ପୋଲିସ ତାର ଲକ୍ଷକୁ ପୁରା ହେବାକୁ ଦେଲେ ନାହିଁ ।

ପୋଲିସ ଗିରଫ କରିଥିବା ଏହି ପାଗଳର ମାମଲା ହଇରାଣ କରିବା ଭଳି ।

୨ପଟ ରୁଟିର ଠିକଣା ନାହିଁ

କରିବାର ଏମିତି ସଉକ କୌଣସି କାହାଣୀରେ ରାଜା ମହାରାଜା ଙ୍କ ସହିତ ମିଶୁଛି । ଶାଦିଲାଲ ଜଣେ ଭିକାରି ଅଟେ । ଭିକ ମାଗି ଚଳୁଥିବା ରାଜେଶ ବାସୁଦେବ ପାଖରେ ୨ପଟ ରୁଟିର ଠିକଣା ନାହିଁ କିନ୍ତୁ ସେ ଗୋଟେ ପରେ ଗୋଟେ ୭ଟି ସ୍ତ୍ରୀ କରିଛି । ଦୁଇଜଣ ନାବାଳିକା ଙ୍କୁ ଅପହରଣ କରିବାର ଘଟଣା ଜବଲପୁର ର ଧମାପୁର ଥାନ ଇଲାକାର ଅଟେ ।

ଏଠାରେ ସେ ନିଜ ସହିତ ରହୁଥିବା ସ୍ତ୍ରୀ ଭୁରିବାଇ ସହିତ ମିଶି ଦୁଇଜଣ ନାବାଳିକା ଝିଅଙ୍କୁ ଫସାଇ ଦେଲା । ଦୋଷି ତାଙ୍କୁ ନିଜ ସହିତ ନେଇଗଲା ଏବଂ ବଡ ଭଉଣୀ ସହିତ ମଥାରେ ସିନ୍ଦୁର ଭରା ବିଧି କରି ବିବାହ କରି ନେଲା । ଏହା ଭିତରେ ପୋଲିସ କୁ ଦୁଇ ଭଉଣୀଙ୍କର ଅପହରଣ ଘଟଣାର ଖବର ମିଳିଲା ।

ଘଟଣାର ସନ୍ଧାନ କରୁଥିବା ପୋଲିସ ରାଜେସ କୁ ଖୋଜି ପନ୍ନା ଜିଲ୍ଲାରେ ଯାଇ ପହଞ୍ଚିଲେ । ସେଠାରେ ସେ ପଡେରି ଗାଁ ରେ ଧରା ପଡିଲା । ପୋଲିସ ତା କବଳରୁ ଦୁଇଜଣ ଝିଅଙ୍କୁ ଉଦ୍ଧାର କଲେ ଏବଂ ତାକୁ ତା ସ୍ତ୍ରୀ ସହିତ ଗିରଫ କଲେ । ପଚରାପଚାରିରୁ ଜଣା ପଡିଲା କି ବିନା ବିଧି ଅନୁସାରେ ବିବାହ କରିବା ତାର ଗୋଟେ ସଉକ ଅଟେ । ପୋଲିସ ତାଙ୍କୁ ଅପହରଣ ସହିତ ଦୁଷ୍କର୍ମ ସହିତ ଅନ୍ୟ ବହୁତ ଧାରାରେ କେଶ ଲେଖାଇଛନ୍ତି ।

ତେବେ ଆପଣ କଣ କହିବେ ଏହି ଲୋକ ବିଷୟରେ ଯିଏ ନାରୀ ମାନଙ୍କ ଜୀବନ ସହ ଏମିତି ଖେଳିପାରେ । ନିଶ୍ଚୟ କମେଣ୍ଟ କରି ଜଣାଇବେ ।

Leave a Reply

Your email address will not be published. Required fields are marked *