“ମୁଁ ଜନ୍ମ ଦେଇଛି” ଆଖି ର ଲୁହ ବୋଲ ମାନୁନି… କାନ୍ଦି କାନ୍ଦି କିଛି ଏଭଳି କହୁଛନ୍ତି Pintuଙ୍କ ମା’, ଦେଖିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନିଶ୍ଚୟ ଜାଣିଥିବେ । ପିଣ୍ଟୁ ଅନେକ ସୁପର ହିଟ ଫିଲ୍ମ ଏବଂ ଓଡିଆ ଧାରାବାହିକରେ ଅଭିନୟ କରି ଥିବାର ଆପଣ ନିଶ୍ଚୟ ଦେଖିଥିବେ । ପିଣ୍ଟୁ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ଗତ କିଛି ଦିନ ହେବ ପିଣ୍ଟୁ ନିଜ ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ଘୋର ସମସ୍ୟାର ସମୁଖିନ୍ନ କରୁଛନ୍ତି । ହଁ ଦର୍ଶକ ବନ୍ଧୁ ଏବେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଅଛି । ସେ ଲିଭର ଶିରୋଷିଆ ସମସ୍ୟାରେ ପୀଡିତ ଅଛନ୍ତି । ଆଉ ଗୋଟେ ପଟେ ତାଙ୍କ ଚିକିତ୍ସା ରେ ଅର୍ଥ ଏବେ ବାଧକ ସାଜିଛି । ତେଣୁ ସୋସିଆଲ ମିଡିଆରେ ଏବେ ଅର୍ଥ ଯୋଗାଣ ପାଇଁ କାମ୍ପିଙ୍ଗ ଚାଲିଛି ।

ଗତ କାଲି ପିଣ୍ଟୁ ନିଜେ ଗଣମାଧ୍ୟମ ଜରିଆରେ ଓଡିଶାବାସୀଙ୍କୁ ସାହାର୍ଯ୍ୟ ମାଗି ଛନ୍ତି  । ଆଉ ତାଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ଏହାରି ମଧ୍ୟରେ ପିଣ୍ଟୁ ନନ୍ଦଙ୍କ ମାଉସୀ ଗଣମାଧ୍ୟମ ସାମ୍ନାରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପିଣ୍ଟୁଙ୍କ ମାଉସୀ କହିଛନ୍ତି “ମୋ ପୁଅର ନାଁ ହେଉଛି ପିଣ୍ଟୁ ନନ୍ଦ । ମୁଁ ଏବେ ପିଣ୍ଟୁକୁ ଦେଖା କରି ଆସିଲି ତାର ଦେହ ଭଲ ନାହିଁ । ସେ ଆଜି ଡିଶଚାର୍ଜ ହେଉଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ତାକୁ ଟିକେ ସାହାର୍ଯ୍ୟ କରନ୍ତୁ । ସେ ଦିଲ୍ଲୀ ଯାଇ ଭଲ ହେଇ ଆସିଯାଉ । ମୋର ଏତିକି ଅନୁରୋଧ ଏତିକି କାମନା କେମିତି ମୋ ପୁଅ ଭଲ ହେଇ ଯାଉ ।

ସମସ୍ତେ ମିଳି ମିଶି ସମସ୍ତେ ଦିଅ ତାକୁ କେମିତି ଭଲ କର ନିଜ ଭାଇ ଭଳିଆ ତାକୁ କେମିତି ଭଲ କର । ମୁଁ ହେଉଛି ପିଣ୍ଟୁର ମାଉସୀ ତା ମାଆର ତଳ ବଡ ଭଉଣୀ । ପିଣ୍ଟୁ ଭଲ ହେବା ଲାଗି ତାକୁ ଦାନ କରନ୍ତୁ । ଠାକୁରଙ୍କୁ ଦାନ କଲା ଭଳିଆ ତାକୁ ସେମିତି ଦାନ କରନ୍ତୁ’ । ପିଣ୍ଟୁ ନନ୍ଦ ଙ୍କ ମାଉସୀ ତାଙ୍କ ମା ଭାଇ ଆଉ ସେ ପିଣ୍ଟୁ ଙ୍କୁ ତାଙ୍କ ପୁଅ ମନେ କରନ୍ତି । ଆଉ ଏବେ ସାରା ଓଡିଶାବାସୀ ମଧ୍ୟ ପିଣ୍ଟୁଙ୍କୁ ସହାୟତା କରିବା ହାତ ବଢାଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *