Naba Das ହ-ତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ମିଳିଗଲା ହ-ତ୍ୟା ପ୍ରମାଣ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଆଜି ଗୋପାଳ ଦାସ ଙ୍କ ରିମାଣ୍ଡ ଅବଧି ସାରିଛି । ତେବେ କ୍ରାଇମ ବ୍ରାଞ୍ଚ ଅଧିକାରୀ ମାନେ ଘଣ୍ଟା ଘଣ୍ଟା ଧରି ଜେରା କରିଛନ୍ତି । ସବୁ ଜାଣିବାକୁ ଚେଷ୍ଟା କରିଛନ୍ତି ଅଧିକାରୀ ମାନେ । କାହିଁକି ଗୋପାଳ ନବ ଦାସଙ୍କ ଉପରେ guliଚଲାଇଲେ ? ସମସ୍ତଙ୍କୁ ଗୋପାଳ ଦାସ ଯାହା ଉତ୍ତର ଦେଇଛନ୍ତି ସେଥିରୁ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଗୋଟେ ନିର୍ଯ୍ୟାତ ରେ ପହଞ୍ଚିବା ନେଇ ସୂଚନା ମିଳିଛି ।

guli kanda ପଛରେ ବ୍ଯବସାୟିକ ଷ-ଡ-ଯ-ନ୍ତ୍ର, ରାଜନୈତିକ ଷଡଯନ୍ତ୍ର ବା ବ୍ୟକ୍ତିଗତ ଶତ୍ରୁତା ଭଳି କାରଣ ଥାଇପାରେ । ଗୋପାଳ ଦାସ ଯାହା ବୟାନ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ସେ ବ୍ୟକ୍ତିଗତ ଶତ୍ରୁତା ପାଇଁ ଏମିତି guli kanda କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ଏହି ଥିଓରି ଉପରେ ବିଶ୍ଵାସ ଉଛି । ପୁଣି ଥରେ ଗୋପାଳଙ୍କୁ ରିମାଣ୍ଡ ରେ ଆଣିପାରେ କ୍ରାଇମବ୍ରାଞ୍ଚ ।

ପୁଣି ପ୍ରଶ୍ନ ପଚାରିପାରେ କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ଗୋପାଳର କେଉଁ କଥାକୁ ନେଇ ବ୍ୟକ୍ତିଗତ ଶତ୍ରୁତା ରହିଛି ବୋଲି କ୍ରାଇମବାରଞ୍ଚ ଚିନ୍ତା କରୁଛି । ନବ ଙ୍କୁ ଜାଣିଥିବା ଲୋକ ଯେଉଁ କାରଣ ଉପରେ ଚର୍ଚ୍ଚା କରୁଛନ୍ତି ତାହା ବିଭିନ୍ନ ଗଣମାମଧ୍ୟମରେ ବି ପ୍ରକାଶ ପାଉଛି । ଯେମିତିକି ନବ ଦାସଙ୍କ ଗାଡି ଅଟକାଇବାକୁ ନେଇ ଗୋପାଳଙ୍କ ସହ ଯୁକ୍ତି ତର୍କ ।

ଏହା ସହ ନିଜ ଘନିଷ୍ଠ ଙ୍କ ପାଇଁ ଚାକିରି ଦେବାକୁ ଅନୁରୋଧ କରି ଗୋପାଳ ଯାଇଥିବା ବେଳେ ନବଙ୍କ ଦୁର୍ବ୍ୟବହାର ଭଳି ଥିଓରି ଚର୍ଚ୍ଚା ହେଉଛି । କିନ୍ତୁ ଗୋପାଳ କେଉଁ କଥାକୁ ନେଇ guliକରିଲେ ତାକୁ ନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ନୀରବ ଅଛନ୍ତି । କେବେଳ ଗୋଟେ କଥା କହୁଛନ୍ତି ଯେ ବ୍ୟକ୍ତିଗତ ଶତ୍ରୁତା ପାଇଁ ଏହି ହାଇ ପ୍ରୋଫାଇଲ ମ-ର୍ଡ-ର କେସ ର ମୁଖ୍ୟ କାରଣ ।

ନବ ଦାସଙ୍କୁ ହ-ତ୍ୟା କରିବା ପଛରେ ଯେଉଁ କାରଣ ରହିଛି ତାହାକୁ ନେଇ ଏବେ ବି ରହସ୍ୟ ରହିଛି । ଆଜି କଣ ଗୋପାଳ କ୍ରାଇମବ୍ରାଞ୍ଚ କୁ କିଛି ଗୁରୁତ୍ଵ ପୂର୍ଣ୍ଣ କଥା କହିଛନ୍ତି କି ଓ ତାହା କଣ ଅନେକ ଦିଗକୁ ଇସାରା କରିଛି । ପୂର୍ବରୁ 3 ଦିନ ଯେବେ ଗୋପାଳଙ୍କୁ ଜେରା ହୋଇଥିଲା ସେ ଅନେକ ଜରୁରୁତ ତାହା ଦେଇଛନ୍ତି ଯାହାକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି ତଦନ୍ତକାରୀ ଟିମ ।

ଗୋପାଳଙ୍କ କହିବା ଅନୁଯାୟୀ କିଭଳି ପାଇଖାନା ଟାଙ୍କିରୁ ଚିରା କାଗଜକୁ ବାହାର କରା ଯାଇଥିଲା । ଗତ କାଲୀ ଗୋପାଳ ରହୁଥିବା ସରକାରୀ କାର୍ଜ୍ୟାଳୟକୁ ବି ଯାଞ୍ଚ କରା ଯାଇଥିଲା । ତଥାପି ଆହୁରି ଅନେକ ତଥ୍ୟ ରହସ୍ୟମୟ ହୋଇ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଆହୁରି ଯୋଜନା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *