ନବଜାତ ଶିଶୁର ମୁଠି କଣ ପାଇଁ ବନ୍ଦ ହୋଇଥାଏ, କଣ ପ୍ରକୃତରେ ସେଥିରେ ଭାଗ୍ୟ ଲୁଚି ରହିଥାଏ !!

କୁହାଯାଏକି ଗୋଟେ ଛୁଆଟି ଯେତେବେଳେ ଜନ୍ମ ନେଇଥାଏ ସେତାର ଭାଗ୍ୟ ନିଜେ ନେଇକି ଆସିଥାଏ । ଜନ୍ମ ସମୟରେ ଆମେ ଯେତେବେଳେ ଛୁଆଟିକୁ ଦେଖିଥାଉ ତାର ଦୁଇ ହାତର ମୁଠି ବନ୍ଦ ହୋଇଥାଏ । ପ୍ରଶ୍ନ ଏହା ଉଠିଥାଏକି କଣ ସତରେ ଶିଶୁର ମୁଠିରେ ନିଜର ଭାଗ୍ୟ ଥାଏ ନା କଣ ଏହା ପଛରେ କିଛି କାରଣ ରହିଥାଏ ।

ଛୁଆଟି ତାର ଭାଗ୍ୟ ନିଜେ ନେଇକି ଆସିଥାଏ, ଏମିତି କଣ ପାଇଁ କୁହାଯାଇଥାଏ

Image Courtesy: Google

ସବୁ ବ୍ୟକ୍ତିଙ୍କ ହାତରେ ରେଖା ରହିଥାଏ ଓ ଏହି ରେଖା ଜନ୍ମ ସମୟରେବି ହାତରେ ରହିଥାଏ । ମନୁଷ୍ୟର ଭାଗ୍ୟା ବର୍ଣନା, ପୂର୍ବାନୁମାନ ବା ଭବିଷ୍ୟବାଣୀ କରିବାର ଗୋଟେ ଆଧାର ହସ୍ତରେଖା ଶାସ୍ତ୍ରରେ ଥାଏ । କିଛି ଜାଗାରେ ଏହାକୁ କଳା ଓ କିଛି ଜାଗାରେ ଏହାକୁ ବିଜ୍ଞାନ କୁହାଯାଏ ।

Image Courtesy: Google

ସତ୍ୟତା ଯାହାବି ହେଉ କିନ୍ତୁ ହାତର ରେଖାକୁ ଦେଖି ଭବିଷ୍ୟ କହିବାର କାମ ଦୁନିଆର ସବୁଦେଶରେ ଓ ସବୁ ଧର୍ମରେ କରାଯାଉଛି ଓ ହାତର ରେଖା ଶିଶୁର ଜନ୍ମର ପୂର୍ବରୁ ତାର ହାତରେ ବନିଯାଇଥାଏ । ନିଶ୍ଚିତ ରୂପରେ ମୁଠିବନ୍ଦ ହେବ କାରଣ ହିଁ ହୋଇଥାଏ । ହୋଇପାରେ ସେଥି ପାଇଁ କୁହାଯାଏକି  ଛୁଆ ନିଜର ଭବିଷ୍ୟ ନିଜେ ନେଇକି ଆସିଥାଏ ।

ନବଜାତ ଶିଶୁର ମୁଠି କଣ ପାଇଁ ବନ୍ଦ ହୋଇଥାଏ, ମେଡିକାଲ ସାଇନ୍ସ କଣ କହିଥାଏ

Image Courtesy: Google

ଡାକ୍ତର ରାଜେଶ ମିଶ୍ର କହିଛନ୍ତିକି ଗର୍ଭରେ ସବୁଠୁ କୋମଳ ଶିଶୁ ହୋଇନଥାଏ  କିନ୍ତୁ ପତଳା ଝିଲେଦାର ଏମନୀୟୋଟିକ ଥଳି ଥାଏ ଯାହା ଭିତରେ ଶିଶୁ ବିକଶିତ ହୋଇଥାଏ । ଯଦି ଏମନିୟୋଟିକ ଥଳିକୁ କିଛି କ୍ଷତି ପହଞ୍ଚିଥାଏତ ଗର୍ଭରେ ଥିବା ଶିଶୁର ମୃତ୍ୟୁ ସୁନିଶ୍ଚିତ । ଏହା ସମସ୍ତେ ଜାଣିଛନ୍ତି ମନୁଷ୍ୟ ଭଗବାନଙ୍କର ସବୁଠୁ ବଡ କୃତି ଅଟେ ।

Image Courtesy: Google

ସେଥିପାଇଁ ଶିଶୁର ମୁଠି ବନ୍ଦ ଓ ଆଙ୍ଗୁଠି ଭିତରକୁ ରହିଥାଏ କାରଣ ତାର ଧାରଦାର ନଖରେ ଏମନିୟୋଟିକ ଥଳୀକୁ କିଛି କ୍ଷତି ନ ପହଞ୍ଚିବା ପାଇଁ । ଏବେ ପ୍ରଶ୍ନ ଉଠିଥାଏକି ନଖ ପଦ ଆଙ୍ଗୁଠିରେବି ଥାଏ ଓ ପେଟ ଭିତରେ ଶିଶୁ ଅଧିକ ଗୋଡକୁ ବୁଲେଇଥାଏ । ଉତ୍ତର ଏହା ଅଟେକି ନବଜାତ ଶିଶୁର ଗୋଡର ଆଙ୍ଗୁଠିକୁ ଭଲରେ ଦେଖନ୍ତୁ । ପାଦର ନଖ ଭିତରକୁ ମୋଡିହୋଇ ରହିଥାଏ ସେଥିପାଇଁ ସେଥିରେ କ୍ଷତି ପହଞ୍ଚି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *