42 ବର୍ଷ ବୟସରେ ବି ଦେଖାଯିବେ ବିଲକୁଲ 22 ଭଳି ଯବାନ, ବାସ ନାଭିରେ ଲଗାନ୍ତୁ ଏହି 1 ଜିନିଷ- Health Tips

ଯଦି ଆପଣଙ୍କ ଚୁଟି ଧଳା ପଡି ଯାଉଛି ତେବେ ଆଜି ଆମେ ଆପଣଙ୍କୁ ଏକ କିଛି ଏପରି ଉପାୟ କହିବୁ ଯାହା ଦ୍ଵାରା ଏହି ସମସ୍ୟା ପୁରା ଦୂରେଇ ଯୀବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅଷ୍ଟାଙ୍ଗ ହୃଦୟମ ବେଦରୁ ଏକ ଉପାୟ କହିବାକୁ ଯାଉଛୁ । ଆପଣ ନାଭିରେ ତେଲ ଲଗାଇବା ଦ୍ଵାରା କଣ ହେବ ଓ ମାଟି ଲଗାଇଲେ କଣ ହେବ । ଆଜି ଆମେ ସେହି ବିଷୟରେ କିଛି କହିବାକୁ ଯାଉଛୁ ।

ଯଦି ଆପଣଙ୍କର କିଛି ପେଟ ସମସ୍ୟା ଦେଖାଯାଏ ତେବେ ଏହା ଏକ ଆନିମା ଉପାୟରେ ଭଲ କରାଯାଏ । ଅର୍ଥାତ ଗୋଟିଏ ବଡ ମାଟିର ପଟି ଥାଏ ଏହାକୁ ନିଜ ପେଟ ଉପରେ ରଖାଯାଏ । ଏହା ମଧ୍ୟରେ ପାଣି ଢାଳି ଓଦା କରାଯାଏ ଓ ଏହାର ଚାରି ପାଖରେ ତେଲ ଲଗାଯାଏ । ଯଦି ଆପଣଙ୍କର ଉଚ ରକ୍ତ ଚାପ, ଆଖି ସମସ୍ୟା ବା ପେଟ ସମ୍ବନ୍ଧୀୟ ଓ ଚୁଟି ସମସ୍ୟା ଆଦି ବହୁତ ପ୍ରକାରାର ରୋଗରୁ ଆପଣ ମୁକ୍ତି ପାଇ ପାରିବେ ।

ଆପଣ ମାନେ ଜାଣିଥିବେ କି ବୁଢା ହେବା ସହିତ ଆମ ଶରୀର ମଧ୍ୟ ବହୁତ ପ୍ରକାରର ରୋଗ ଦେଖାଯାଏ ଓ ଦୁର୍ବଳତା ଅନୁଭବ ହୋଇଥାଏ ।  ଆପଣ ମାନେ ଜାଣିଥିବେ ଆମ ଶରୀର ପଞ୍ଚ ତତ୍ୟକୁ ନେଇ ଗଢା ମାଟି, ପାଣି, ପବନ, ଆକାଶ, ଅଗ୍ନି । ସେହିପରି ଏହି ଉପଚାର ପଞ୍ଚ ତତ୍ୟ ସହିତ ଜଡିତ ଅଟେ । ଆମ ଶରୀର କହିବାକୁ ଗଲେ ୮୦ ଶତକଡା ପାଣି ସହିତ ଜଡିତ । ୧୪ ଶତକଡା ମାଟି ସହିତ ଜଡିତ ।

ଆପଣ ସକାଳୁ ଉଠି ପେଟକୁ ଉପରକୁ କରି ରଖନ୍ତୁ । ଏହାପରେ ଗୋଟିଏ ଧଳା କପାଡା ଓଦା କରି ପେଟ ଉପରେ ରଖନ୍ତୁ ଓ ଏହା ମଧ୍ୟରେ ମାଟି ଲାଗିଥିବା ନିହାତି ଦରକାର । ଏଥିରେ ଆପଣଙ୍କର ବହୁତ ଲାଭ ହେବ । ଯଦି ଆପଣଙ୍କର ପେଟରେ ଏସିଡ ହେଉଥିବ ବା ପେଟ ବହୁତ ଜୋରାରେ ପୋଡିବା ଏହା ଛଡା ଯଦି ପେଟରେ କିଛି ଇନଫେକ୍ଶନ ଥିବ ତେବେ ଏହା ସବୁକୁ ବହୁତ କମାଇ ଦେଇଥାଏ ।

ଏହା କେବଳ ୬୦ ରୁ ୭୦ ଶତକଡା କାମ କରିଥାଏ । ଏହାପରେ ଆପଣ ସକାଳୁ ଉଠି ଖାଲି ପାଦରେ ଘାସ ଉପରେ ଚାଳନ୍ତୁ ଯେପରି ମାଟିରେ ଆପଣଙ୍କର ପାଦ ଲାଗୁଥିବ । ଏହା ଛଡା ଆପଣ ସକାଳୁ ଉଠି ଚାଲନ୍ତୁ । ଏହା ଛଡା ଆପଣ ତାଜା ଫଳର ଜୁଷ କରି ମଧ୍ୟ ପିଇ ପାରିବେ ।

ଯଦି ଆପଣ ସୋରିଷ ତେଲ ନାଭିରେ ଲଗାଉଛନ୍ତି ବା ନଡିଆ ତେଲ ନାଭିରେ ଲଗାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ନାଡି ସମ୍ବନ୍ଧୀୟ କିଛି ସମସ୍ୟା ଦେଖା ଦେବ ନାହିଁ । ଯଦି ଆପଣ ସୋରିଷ ତେଲ ଥଣ୍ଡା ଦିନରେ ଲଗାଉଛନ୍ତି ତେବେ ଏହା ଆପଣଙ୍କର ଥଣ୍ଡା ଜନିତ ରୋଗ ଭଲ କରିଥାଏ ଓ ଚର୍ମ ଯଦି ଶଙ୍କୁଚି ଯାଉଥାଏ ତେବେ ଏହା ଲଗାଇବା ଦ୍ଵାରା ଭଲ ହୋଇଥାଏ ।

ଏହା ଛଡା ଥଣ୍ଡା ଦିନରେ ଲଗାଇବା ଫଳରେ ଯଦି ଓଠ କଳା ପଡୁଥାଏ ବା ଓଠ ଫାଟିଥାଏ ତେବେ ଏହା ଭଲ ହୋଇଯିବ । ଯଦି ଆପଣ ନଡିଆ ତେଲ ନାଭିରେ ଲଗାଉଛନ୍ତି ନିଜର ଥିବା ତେବେ ଏହା ଚେହେରାକୁ ବହୁତ ଚମକାଇ ଥାଏ ମୂହରେ ଯଦି ବ୍ରଣ ହେଉଥିବା ତେବେ ସେଥିରୁ ମଧ୍ୟ ଉପସମ ପାଇବେ ।

ଏହା ଛଡା ଯଦି ଆପଣ ବାଦାମ ତେଲ ଲଗାଉଛନ୍ତି ତେବେ ଏହା ଆପଣଙ୍କର ଆଖି ପ୍ରତି ବହୁତ ଲାଭ ଦାୟକ ହେବ ଓ ଯଦି ଚୁଟି ଝାଡୁଥିବ ତେବେ ଏହା ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *