ନାଭିରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ଗୋଟି ଗୋଟି ଧଳା କେସ ହୋଇଯିବ ମୂଳରୁ କଳା

ନାଭି ଆମ ଶରୀରର ବହୁତ ହିଁ ମୁଖ୍ୟ ଅଂସ ଅଟେ ଓ ନାଭି ଶରୀରର ବହୁତ ହିଁ ଜରୁରୀ ଅଙ୍ଗ ମଧ୍ୟରୁ ଗୋଟିଏ ଅଟେ । ବିଭିନ୍ନ ରୋଗକୁ ମୂଳରୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଉପାୟ ଅନୁସାରେ ନାଭିରେ କେଉଁ ତେଲ ମାରିଲେ ଆପଣଙ୍କ କେସ ଝଡିବା ବନ୍ଦ ଓ ଧଳା କେସ କଳା ହୋଇଯିବ ସେହି ବିଷୟରେ କହିବୁ । କହିବାକୁ ନାଭିରେ କେଉଁ ତେଲ କେତେ ମାତ୍ରାରେ କେଉଁ ସମୟରେ ଲଗାଇଲେ ଆପଣ କେଉଁ ସବୁ ରୋଗକୁ ଦୂର କରି ପାରିବେ ।

ସୋରିଷ ତେଲ: ଯଦି ଆପଣଙ୍କର ଓଠ ଫାଟି ଯାଇଛି କିମ୍ବା ଶୁଖି ଯାଇଛି ତେବେ ଏହିଭଳି ସ୍ଥିତିରେ ରାତିରେ ଶୋଇବା ସମୟରେ ଆପଣ ନିଜର ନାଭିରେ ଗୋଟିଏ କିମ୍ବା ଦୁଇ ବୁନ୍ଦା ସୋରିଷ ତେଲ ଲଗାନ୍ତୁ । କିନ୍ତୁ ସପ୍ତାହକୁ ଥରେ ଏହିଭଳି କରନ୍ତୁ ଓ ଲଗାତର ଗୋଟିଏ ମାସ ଏହିଭଳି କରନ୍ତୁ । ଅର୍ଥାତ ମାସକୁ ୪ ଥର । ଏହିଭଳି କରିବା ଦ୍ଵାରା ଆପଣଙ୍କ ଚେହେରାରେ ଚମକ ଆସିବ ଓ ଆପଣଙ୍କ ଓଠ ବି ଭଲ ହୋଇଯିବ ।

ନଡିଆ ତେଲ: ଯଦି ଆପଣଙ୍କ ଚେହେରାରେ ଗ୍ଲୋ ଆସୁ ନାହିଁ ତେବେ ଏହିଭଳି ସ୍ଥିତିରେ ଆପଣ ସକାଳୁ ଉଠିବା ମାତ୍ରେ ହିଁ ନଡିଆ ତେଲର ଗୋଟିଏ କିମ୍ବା ଦୁଇ ବୁନ୍ଦା ନିଜ ପେଟରେ ଦେଇ ୧୫ ରୁ ୨୦ ମିନିଟ ଶୋଇ ଯାଆନ୍ତୁ । ସପ୍ତାହକୁ ଦୁଇ ଥର ଏହିଭଳି କରନ୍ତୁ ଓ ଲଗାତର ଗୋଟିଏ ମାସ ଏହିଭଳି କରନ୍ତୁ । ଦେଖିବେ ଆପଣଙ୍କ ଚେହେରାରେ ଜବରଦସ୍ତ ଗ୍ଲୋ ଆସିବ ।

ବାଦାମ ରୋଗନ ତେଲ: ବାଦାମ ରୋଗନ ତେଲ ଅର୍ଥ ଶୁଦ୍ଧ ବାଦାମ ତେଲ । କେବଳ ବାଦାମରେ ହିଁ ଏହି ତେଲ ତିଆରି ହୋଇଥିବ । ରାତିରେ ଶୋଇବା ସମୟରେ ସିଧା ଶୋଇ ଗୋଟିଏ ବୁନ୍ଦା ତେଲେ ନିଜ ନାଭିରେ ଦେଇ ୧୫ ରୁ ୨୦ ମିନିଟ ଏମିତି ରଖନ୍ତୁ । ଏହା ଆପଣଙ୍କ ଆଖି ଦ୍ରୁଷ୍ଟି ଶକ୍ତି ପାଇଁ ଭଲ ଅଟେ, ଶରୀରର ହାଡ ପାଇଁ ଭଲ ହୋଇଥାଏ, ମସ୍ତିଷ୍କ ଯାହାର କମଜୋର ଥାଏ ତାଙ୍କ ପାଇଁ ଭଲ ହୋଇଥାଏ । ଏହା ଆଖିର କଳା ଅଂସକୁ ଦୂର କରିବାରେ, ଶରୀରର ଶକ୍ତି ବଢାଇବାରେ, ଚେହେରାର ଚମକ ବଢାଇବାରେ ବି ସାହାର୍ଯ୍ୟ କରିଥାଏ । କିନ୍ତୁ ୧୮ ବର୍ଷରୁ ଉର୍ଦ୍ଧ ପିଲାମାନେ ଏହି ଉପାୟକୁ କରନ୍ତୁ । ୧୮ ବର୍ଷରୁ କମ ବୟସର ପିଲାମାନେ ଏହାକୁ କରନ୍ତୁ ନାହିଁ ।

ଦେଶୀ ଘିଅ: ଅସଲ ଦେଶୀ ଘିଅ ଯଦି ଆପଣ ନିଜର ନାଭିରେ ଦେଉଛନ୍ତି ତେବେ ଏହା ଆପଣଙ୍କୁ ଏତେ ଶକ୍ତିଶାଳୀ କରିବ କି ଆପଣ ବିଶ୍ଵାସ କରି ପାରିବେ ନାହିଁ । ଏହା ଆପଣଙ୍କର ବୟସ ବଢାଇବାରେ ବି ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କର କେସ ଧଳା ହୋଇ ଯାଇଛି ତେବେ ଆପଣ ଦେଶୀ ଘିଅ ନିଜ କେସରେ କିମ୍ବା ନାଭିରେ ଦେଲେ ଏହି ସମସ୍ୟା ବି ଦୂର ହୋଇଯିବ । ଆପଣଙ୍କର ହାଡକୁ ମଜବୁତ କରିଥାଏ ଓ ଆପଣଙ୍କ ଗଣ୍ଠି ବ୍ୟଥାକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *