ନାଙ୍କରୁ ରକ୍ତ ପଡୁଥିଲେ, କରନ୍ତୁ ଏହି ଘରୋଇ ଉପାୟ- Acharya Balkrishna

ନାଙ୍କରୁ ରକ୍ତ ଆସିବାର କେତେ ଗୁଡ଼ିଏ କାରଣ ହୋଇପାରେ । ନାଙ୍କର କୋଶକାୟର ମାଧ୍ୟମ ଦ୍ଵାରା ରକ୍ତ ସଞ୍ଚାରିତ ହୋଇଥାଏ କିନ୍ତୁ ବ୍ଲଡ଼ ବେସେଲସ ଭାଙ୍ଗିଲେ ନାଙ୍କରୁ ରକ୍ତ ବାହାରିବାକୁ ଲାଗିଥାଏ । ଗରମ କାରଣରୁ କେତେଥର ନାଙ୍କର ଝିଲ୍ଲୀ ନରମ ହୋଇଯାଇ ଥାଏ । ଯାହା କାରଣରୁ ବି ନାଙ୍କରୁ ରକ୍ତ ବାହାରିଥାଏ

ନାଙ୍କରୁ ବହାରିଲେ ଆପଣ ଅଟକେଇବା ପାଇଁ କିଛି ସହଜ ଘରୋଇ ଉପାୟର ପ୍ରୟୋଗ କରିପାରିବେ । ଯଦି ଆପଣ ବେଶୀ ପିଆଜ କାଟିକି ତାକୁ ନାଙ୍କ ପାଖରେ ରଖିବେ ବା ଶୁଙ୍ଘିବେ ତେବେ ଏହା ଦ୍ବାରା ନାଙ୍କାରୁ ରକ୍ତ ବାହାରିବା ଦେଖିବେ ତୁରନ୍ତ ରହି ଯାଇଥାଏ ।

ତା ସହିତ ନାଙ୍କର ଅନ୍ୟ ସମସ୍ୟାବି  ମଧ୍ୟ ଦୁର ହୋଇଯାଇଥାଏ । ଯେବେବି ନାଙ୍କରୁ ରକ୍ତ ବାହାରିବାର ଦେଖିବେ , ତେବେ ନାଙ୍କ ଯାଗାରେ ମୁହଁରୁ ନିଃଶ୍ୱାସ ନିଅନ୍ତୁ । ଏହା ରକ୍ତ ବାହାରିବାକୁ ଅଟକେଇ ଥାଏ । ବେଲ ପତ୍ରର ରସ ବନାଇ ପିଇଲେ ମଧ୍ୟ ରକ୍ତ ବାହାରିବା ଅଟକି ଥାଏ । ତାସାଙ୍ଗରେ ନାଙ୍କର ହିଲ୍ଲିକୁ ରୁଖାପନ ମଧ୍ୟ କମ ହୋଇଥାଏ।

ନାଙ୍କରୁ ରକ୍ତ ବାହାରିବା ବେଳେ ରୁମାଲ ଓ ଟିଶୁ ପେପର ନାଙ୍କ ପାଖରେ ରଖନ୍ତୁ । ଏହାଦ୍ବାରା ଆପଣଙ୍କ ନାଙ୍କରୁ ରକ୍ତ ବାହାରିବା ସମସ୍ୟା ଦୁର ହୋଇଯାଇଥାଏ । ନାଙ୍କରୁ ରକ୍ତ ବାହାରିବା ବେଳେ ବସି ପଡନ୍ତୁ ଓ ପୁଣି ଆଗ ଆଡ଼କୁ ନଇଁ ପଡନ୍ତୁ । ଦେଖିବେ ରକ୍ତ ବାହାରିବା ବନ୍ଦ ହୋଇଯିବ ଓ ଆପଣକୁ ଆରାମ ମିଳିବ ।

କିନ୍ତୁ ଧ୍ୟାନ ରଖିବେକି ଆପଣଙ୍କ ମୁଣ୍ଡ ଯେଉଁ ଆଡ଼କୁ ରଖିବେ ଯେମିତି ଇଞ୍ଚ ଥିବ, ନାଙ୍କ ପୁଣି ରକ୍ତକୁ ନିଜ ଆଡକୁ ନେଇଯିବ । ଯଦି ଆପଣଙ୍କର ନାଙ୍କରୁ ସବୁବେଳେ ରକ୍ତ ବାହାରୁଛି, ତେବେ ରାତିରେ ମୁଲତାନି ମାଟିକୁ ଭିଜେଇ ଛାଡି ଦିଅନ୍ତୁ ଏବଂ ପୁଣି ସକାଳେ ତାକୁ ପିଅନ୍ତୁ ।ଏହା କରିବା ଦ୍ଵାରା ଆପଣଙ୍କ ନାଙ୍କରୁ ରକ୍ତ ବାହାରିବା ସମସ୍ୟାରୁ ମୁକ୍ତି ପାଇବେ । ଏହି ସବୁ ହେଉଛି ଘରୋଇ ଉପାୟ ଯାହାକି ଆପଣ ମାନଙ୍କୁ ସାହାଯ୍ୟ କରିଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *