ନାମର ପ୍ରଥମ ଅକ୍ଷର B ଥିବା ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, କ୍ଷ୍ହୁଶିରେ ପାଗଳ ହୋଇଯିବେ

ସମସ୍ତଙ୍କ ଜୀବନରେ ନାଁର ମହତ୍ଵ ଅଧିକ ଅଟେ । ସମସ୍ତଙ୍କ ଜୀବନରେ ତାଙ୍କର ନାଁ ର ପ୍ରଭାବ ନିଶ୍ଚିତ ରୂପରେ ପକାଇଥାଏ । ବ୍ୟକ୍ତିର ନାଁର ପ୍ରଥମ ଅକ୍ଷରୁ ହିଁ ବ୍ୟକ୍ତିର ସ୍ଵଭାବ ବିଷୟରେ ବହୁତ କିଛି ଜାଣି ହୁଏ । ପ୍ରାୟତଃ ବ୍ୟକ୍ତି ନିଜର ନାଁ ର ପ୍ରଥମ ଅକ୍ଷରୁ ହିଁ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରିଥାଏ ଓ ଏହା ବି ସତ୍ୟ ଅଟେ କି ନାଁର ପ୍ରଥମ ଅକ୍ଷରୁ ହିଁ ଆପଣ ନିଜ ବିଷୟରେ ଜାଣି ପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ B ଅକ୍ଷରରୁ ନାଁ ଆରମ୍ଭ ହେଉଥିବା ଲୋକମାନଙ୍କ ବିଷୟରେ କହିବୁ ।

B ନାଁ ବାଲା ବ୍ୟକ୍ତିମାନେ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କ ଆଖି ଧନୁତିର ଭଳି ହୋଇଥାଏ । ଏମାନେ ସବୁବେଳେ ନୂଆ ନୂଆ ରାସ୍ତାରେ ଯିବାକୁ ପସନ୍ଦ କରନ୍ତି । ଏହି ନାଁର ବ୍ୟକ୍ତି କେବେ ବି ଗୋଟିଏ କାମରେ ସନ୍ତୁଷ୍ଟ ରୁହନ୍ତି ନାହିଁ ।

ନୂଆ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଏମାନଙ୍କୁ ଭଲ ଲାଗେ । ଏମାନେ କାହାକୁ ବି ସହଜରେ ବିଶ୍ଵାସ କରନ୍ତି ନାହିଁ । ଏହି କାରଣରୁ ଏମାନେ ବହୁତ କମ ବ୍ୟକ୍ତିଙ୍କ ସହ ସାଙ୍ଗ ହୋଇଥାନ୍ତି । ଏମାନେ ଯାହା ଉପରେ ବିଶ୍ଵାସ କରନ୍ତି ତାଙ୍କୁ ହିଁ ନିଜର ସାଙ୍ଗ କରନ୍ତି । ଏମାନେ ସର୍ବଦା ସୁନ୍ଦରତା ପ୍ରତି ଆକର୍ଷକ ରହିଥାନ୍ତି । ଏମାନଙ୍କୁ ପ୍ରକୃତି ସହ ଯୋଡି ହୋଇ ରହିବାକୁ ଭଲ ଲାଗେ । ଏମାନଙ୍କ ପ୍ରାକୃତିକ ପରିବେଶ ସ୍ଥାନ ଗୁଡିକ ବୁଲିବାକୁ ଭଲ ଲାଗେ । ଏମାନେ ନିଜର ବିଚାରକୁ ନିଜ ମଧ୍ୟରେ ହିଁ ରଖନ୍ତି ।

ଏମାନେ ସବୁବେଳେ ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତି । ଏହି ନାଁର ବ୍ୟକ୍ତିମାନେ ପ୍ରାୟତଃ ଶାନ୍ତ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଯେତେବେଳେ ରାଗି ଯାଆନ୍ତି ତେବେ ଏମାନେ କାହାକୁ ବି ମାନନ୍ତି ନାହିଁ । କିନ୍ତୁ ଏମାନେ ସହଜରେ କାହାକୁ ବି ନିଜର କ୍ରୋଧ ବିଷୟରେ କୁହନ୍ତି ନାହିଁ । ଏମାନଙ୍କ ସହ ତର୍କ କରିବା ଓ ସେଥିରେ ସଫଳ ହେବା ବହୁତ କଷ୍ଟକର ପାଠ ହୋଇଥାଏ । ବେଳେ ବେଳେ ବହୁତ ଛୋଟ ଛୋଟ କଥାରେ ଏମାନେ ଝଗଡା କରି ଦିଅନ୍ତି ।

ଯଦି କ୍ୟାରିୟର ବିଷୟରେ କହିବା ତେବେ ଏହି ନାଁର ଉଭୟ ଝିଅ ଓ ପୁଅ ନିଜ କ୍ୟାରିୟରକୁ ନେଇ ବହୁତ ଚିନ୍ତିତ ଥାନ୍ତି । ନିଜର ରହସ୍ୟ କଥାକୁ ଏମାନେ କେବେ ବି କାହା ସହିତ ଶେୟାର କରନ୍ତି ନାହିଁ । ଏମାନେ ନିଜର ପ୍ରାୟତଃ ସବୁ କାର୍ଯ୍ୟ ଚୁପଚାପ କରନ୍ତି । ଏମାନେ ନିଜ ବିଷୟରେ ଓ ନା ହିଁ ନିଜ କାମ ବିଷୟରେ ଜାଣିବାକୁ ଦିଅନ୍ତି । ଏହି କାରଣରୁ ହିଁ ଏମାନେ ସଫଳତା ହୋଇଥାନ୍ତି । ଏମାନେ ନିଜର ସବୁ କାର୍ଯ୍ୟକୁ ମନ ଲଗାଇ କରନ୍ତି । ଏମାନେ ଯେ କୌଣସି ସ୍ଥାନରେ କାର୍ଯ୍ୟ କରିଲେ ସେହି ସ୍ଥାନରେ ଭଲ ପଦରେ ରହିଥାନ୍ତି ।

Leave a Reply

Your email address will not be published. Required fields are marked *