ଶାଶୁ ଘରର ସମସ୍ତଙ୍କର ଗେଲ୍ହି ହୋଇଥାନ୍ତି ଏହି 5 ନାମର ଝିଅମାନେ- Jyotisha Shastra

ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ସବୁ ଝିଅ ପ୍ରେମ ଓ ପରିବାର ମାମଲାରେ ଭିନ୍ନ ଭିନ୍ନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ମଧ୍ୟରେ ଏମିତି କିଛି ଖାସ ଗୁଣ ଥାଏ ଯାହା ତାଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଲଗା ଓ ଶୋଭାଗ୍ୟଶାଳୀ କରିଥାଏ । ଏହି ଝିଅମାନଙ୍କର ସ୍ଵଭାବ କାରଣରୁ ଏମାନଙ୍କ ଆଖାପାଖରେ ଥିବା ଲୋକମାନଙ୍କ ଭାଗ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଗୁଣ ଓ ପ୍ରତିଭା କାରଣରୁ ଶଶୁର ଘରର ସମସ୍ତଙ୍କର ହୃଦୟ ଜିତି ନିଅନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇ ରହିଥାନ୍ତି ।

P ନାମ ବାଲା ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କର ନାଁ P ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଅନ୍ୟର ସୁଖ ଦୁଃଖରେ ଏମାନେ ସାଥ ଦିଅନ୍ତି । ଏମାନେ ନିଜ ପାର୍ଟନର ଓ ପାର୍ଟନର ସହ ଜଡିତ ସମସ୍ତଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଶଶୁର ଘରର ସମସ୍ତଙ୍କର ମାନ ସମ୍ମାନ ଓ ତାଙ୍କର ସେବା ପ୍ରତି ବି ଧ୍ୟାନ ରଖନ୍ତି । ନିଜର ସ୍ଵଭାବ ଓ କଥାବାର୍ତ୍ତା ଦ୍ଵାରା ଏମାନେ ଶଶୁର ଘରର ସମସ୍ତଙ୍କର ଗେଲ୍ହା ହୋଇ ଯାଆନ୍ତି ।

D ନାମ ବାଲା ଝିଅମାନେ

ଜ୍ୟୋତିଷ ଶାସ୍ତ୍ର କହିଥାଏ କି ଯେଉଁ ଝିଅମାନଙ୍କର ନାଁ D ଅକ୍ଷରୁ ଆରମ୍ଭ ହୋଇଥାଏ ଶଶୁର ଘର ପାଇଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ପ୍ରତିଭା ଓ ବ୍ୟବହାର ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନିଅନ୍ତି । ଘର ଓ ବାହାରର ସମସ୍ତ କାର୍ଯ୍ୟରେ ଏମାନେ ନିପୁଣ ହୋଇଥାନ୍ତି । ସଠିକ ସମୟରେ ଏମାନେ ନିଜର ଏହି ପ୍ରତିଭାକୁ ବ୍ୟବହାର କରି ଶଶୁର ଘରର ସମସ୍ତଙ୍କର ହୃଦୟ ଜିତି ନିଅନ୍ତି ।

N ନାମ ବାଲା ଝିଅମାନେ

ଏମାନେ ବାହାରୁ ଶକ୍ତ ଓ ଭିତରୁ ବହୁତ ନରମ ହୋଇଥାନ୍ତି । ବିବାହ ପରେ ଏମାନେ ଶଶୁର ଘର ଓ ସ୍ଵାମୀଙ୍କ ଜୀବନକୁ ଖୁସିରେ ଭରି ଦିଅନ୍ତି । ଏମାନେ ଶଶୁର ଘରର ସମସ୍ତଙ୍କର ସବୁ ଜିନିଷର ଧ୍ୟାନ ରଖନ୍ତି । ଏମାନେ ଶଶୁର ଘର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

S ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ହିଁ ବୁଦ୍ଧିମାନ ହୋଇଥାନ୍ତି । ଶଶୁର ଘରେ ଏମାନଙ୍କର ଆସିବା ଶୁଭ ହୋଇଥାଏ । ଏମାନେ ସବୁ ପରିସ୍ଥିତିକୁ ସମ୍ଭାଳିବାରେ ମାହିର ହୋଇଥାନ୍ତି । ଏମାନେ ଏମିତି କାର୍ଯ୍ୟ କରନ୍ତି ଯାହା ଦ୍ଵାରା ଏମାନଙ୍କର ଓ ଶଶୁର ଘରର ସମସ୍ତଙ୍କର ମାନ ସମ୍ମାନ ବଢିଥାଏ । ସମସ୍ତଙ୍କର ଖୁସି ଏମାନଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ ।

R ନାମ ବାଲା ଝିଅମାନେ

ଏମାନେ ସବୁବେଳେ ନିଜ ପରିବାରକୁ ଏକତ୍ରିତ ରଖିବାରେ ବିଶ୍ବାସ ରଖନ୍ତି । ଏମାନଙ୍କର ଏହି ଗୁଣ କାରଣରୁ ଶଶୁର ଘର ଲୋକମାନେ ଏମାନଙ୍କର ଦିବାନା ହୋଇ ଯାଆନ୍ତି । ଏହି ନାର ଝିଅମାନେ ନିଜ ଜୀବନସାଥୀ ସହ ଶଶୁର ଘରର ସମସ୍ତ ସଦସ୍ୟଙ୍କୁ ବହୁତ ମାନ ସମ୍ମାନ ଓ ଭଲ ପାଇବା ଦିଅନ୍ତି ।

Leave a Reply

Your email address will not be published. Required fields are marked *